Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଚୈତ୍ର ନାୟକ

ପିନାକୀ ମିଶ୍ର  ବିବେକ ତ ବାଟ ଭାଙ୍ଗେନା ଛାତି ସବୁ ଦରଜ ଟାଣିପାରେ , ସୂର୍ଯ୍ୟଠୁ ଆଲୋକ ନେଇ ମାଟିରେ କେହି ବି ସୂର୍ଯ୍ୟ ବନିପାରେ । ଦେହର ଛାଇ, ପାଦର ଧୂଳି ସେମିତି ବିଚାରରେ ବି ତ୍ରୁଟି, ବିବେକର ନିଷ୍ପତ୍ତି ସମୟକୁ ସମର୍ପିତ ଯେ' ଅର୍ଦ୍ଧାଙ୍ଗିନୀର ହୃଦୟ ବି ଅଛି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୪)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୪ କୁମାର ଚାଲିଯିବା ପରେ ଅନେକ ରାତି ଯାଏଁ ବୈଭବ ଏକୁଟିଆ ଅଫିସ୍‌ରେ ବସିରହିଲା । ଏତେ ହିୟୁଜ୍ ଏମାଉଣ୍ଟ ଟ୍ରାନ୍ସଫର୍ କରି ଆଲିଆ ଗାୟବ । ଯାହାବି ହେଇଛି, ଖୁବ୍ ଚତୁରତାର ସହ । ଏକାଉଣ୍ଟିଙ୍ଗ୍ ସେ ବୁଝୁଥିଲା…

ତିନି ଶହ ରାମାୟଣ (୫)

ମୂଳ ରଚନା  : ଏ. କେ. ରାମାନୁଜନ୍  ଅନୁବାଦ ଚିନ୍ତା ଏପରି କହିବା ବୋଧହୁଏ ଅତିଶୟୋକ୍ତି ପରି ଲାଗିପାରେ । ମୁଁ ଏହାକୁ ଟିକେ ଭିନ୍ନ ଭାବରେ କହିବି, ଯାହାଫଳରେ ଗ୍ରନ୍ଥମାନଙ୍କ ମଧ୍ୟରେ ପ୍ରଭେଦ ତଥା ସେମାନଙ୍କ ଭିତରେ ଥିବା ସମ୍ପର୍କ, ଏ ଉଭୟ ବିଷୟରେ ଆଲୋଚନା କରିହେବ । କାରଣ ସେମାନେ…

ଅନୁବାଦ ଗଳ୍ପ : ମାନବିକତାର ସିପାହୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୦  ମୂଳ ପଞ୍ଜାବୀ: ମହୀନ୍ଦର ସିଂହ ସରାନା ଆଜି ପୁଣି ଅଚାନକ ତୁମ କଥା ମନେପଡ଼ିଲା । ଯେତେବେଳେ ତୁମ କଥା ମନେପଡ଼େ, ଇମିତି ଅଚାନକ ମନ ବ୍ୟସ୍ତ ବିବ୍ରତ ହୋଇଯାଏ । ଆଉ ଏଇ ଅଚାନକ ମନେପଡ଼ିବାଟା ବି ଏବେ ନିତିଦିନିଆ ହୋଇଗଲାଣି । କି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୩)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୩ ଏପଟେ ଅଫିସର ପ୍ରୋବ୍ଲମ୍ କଣ୍ଟ୍ରୋଲ ବାହାରକୁ ଚାଲିଯାଉଛି । କିଛି ସମୟ ରିଲାକ୍ସ ହେବା ପାଇଁ, ଏଇ ଥିଲା ଗୋଟିଏ ବାଟ । ସେ ବି ବନ୍ଦ । ସେ ପେଗ୍ ପରେ ପେଗ୍ ପି’ ଚାଲିଲା । ସିଗାରେଟ୍ ଧୁଆଁରେ ତା’ କାଉଣ୍ଟରେ…

ଭାଷା ଭାଗବତ : ହେଉଁ ଭାଷାଭକ୍ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୦  ଶବ୍ଦଗଠିତ ଲେଖାମାନ କରିଲେ ସୂକ୍ଷ୍ମ ଅଧ୍ୟୟନ ତହିଁରୁ ଭାଷାଂଶ ଲକ୍ଷଣ କରିପାରିବା ବିଶ୍ଳେଷଣ ସର୍ବାଂଚଳରୁ ସଂଗୃହୀତ କଥିତ ଭାଷାର ଦୃଷ୍ଟାଂତ ମିଳିଲେ ଦିଶେ ଯେଉଁ ରୂପ ତାହା ହିଁ ଭାଷାର ସ୍ବରୂପ ଶୃଂଗରୁ ମୁହାଣ ପର୍ଯଂତ…

ଚଳିତ ବର୍ଷ ପାଇଁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପାଇବେ ମଞ୍ଜୁ ମହାନ୍ତି, ପ୍ରଭାକର ସ୍ୱାଇଁ ଓ ଅଶୋକ ପଣ୍ଡା

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥାସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଚଳିତବର୍ଷ ସମାଜସେବା ପାଇଁ ମଞ୍ଜୁ ମହାନ୍ତି, ଭାଷା ସାହିତ୍ୟ ପାଇଁ ପ୍ରଭାକର ସ୍ୱାଇଁ ଓ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଅଶୋକ ପଣ୍ଡାଙ୍କୁ ଜାନକୀ…

କବିତା : ଚଇତି ଜହ୍ନ

କବିତା : ଚଇତି ଜହ୍ନ ବଳରାମ ପୂଜାରୀ ଅନେକ କଡଲେଉଟା ନିଦ ଏଇଠି ଅପହୃତ ? ଫେରିଯାଅ ତାରାମାନେ ଏବେ ତୁମର ଫୁଟିବାର ସମୟ ଅତିକ୍ରାନ୍ତ ? ଜହ୍ନକୁ ପଚାର ! ଚଇତି ଫର୍ଚ୍ଚା ଆକାଶଟା ଏବେ କାହିଁ ? ବାରୁଦ ବାରୁଦ ବା ସେ ପୁରା ଅନ୍ଧାରଟା , ଏଠି ନିଲାମ ଯୁଦ୍ଧର ଯଜ୍ଞରେ ?…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୨)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୨  ଆରାଧ୍ୟା ଥରଟିଏ ବି କହିଲା ନାହିଁ କି, “ଆଜି ତ’ ଜଲ୍‌ଦି ଫେରିଛ, ଚାଲ କୁଆଡେ ବୁଲିଯିବା । ଗୁପ୍‌ପୁଚ୍ ଖାଇକି ଆସିବା ଚାଲ , ନ’ହେଲେ ଆଇସ୍‌କ୍ରିମ୍ ।” ଆରାଧ୍ୟାର ଦୀର୍ଘ ନୀରବତା ଓ ତା’ ପ୍ରତି ଧ୍ୟାନର…

ଭାଷା ଭାଗବତ : କଥା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୯ କଥା କହିଲେ ଅନର୍ଗଳ ଅବଶ୍ଯ ଉପୁଜେ କଂଦଳ କଥା କହିଲେ ମାପିଚୁପି ନିଷ୍ଫଳ ହୁଏନି କଦାପି ଭାବନା ଯାଏ ଯହିଁ ବ୍ୟାପି ଚେତନା ହୁଏ ବହୁମୁଖୀ କଳ୍ପନା ହୁଏ ବହୁରୂପୀ ଉଦ୍ଦେଶ୍ଯ ରହେନାହିଁ ଛପି ଭାଷାର ପ୍ରବହମାନତା…