Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ କବିତା : ସୂର୍ଯ୍ୟ

ମୂଳ ରଚନା : ଚେଜଲୋ ମିଲସ  ସବୁ ରଙ୍ଗ ଆସେ ସୂର୍ଯ୍ୟଠାରୁ କିନ୍ତୁ ତା'ର କୌଣସି ଏକ ବିଶେଷ ରଙ୍ଗ ତ ନାହିଁ, ଯେହେତୁ ସେଠାରେ ସବୁ ରଙ୍ଗ ମିଶେ ଏକ ହୋଇ ଏବଂ ଏଇ ସାରା ପୃଥିବୀଟା ସତେକି ଏକ କବିତା ଆଉ ଏଇ ଉପରର ସୂର୍ଯ୍ୟ ମନେ ହୁଏ ଜଣେ କଳାକାର। ଯିଏ ତେଣୁ ଆଙ୍କିବାକୁ ଚାହେଁ…

ଭାଷା ଭାଗବତ : ବୈଧ ବର୍ଣକ୍ରମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଶବ୍ଦରେ ବୈଧ ବର୍ଣକ୍ରମ ସର୍ବଦା ହୁଏ ବୋଧଗମ୍ୟ, ଘଟିଲେ କିଛି ବ୍ୟତିକ୍ରମ ଲେଖାରେ ପଶିଯାଏ ଭ୍ରମ ' ବୋଗଧମ୍ୟ ଓ ବ୍ୟକ୍ରତିମ ତାତ୍ସଲ୍ୟ, ଗଣେଷ, ଅଗ୍ରୀମ ବୃଥାରେ, କ୍ଷତାକ୍ତ, ଉତମ ' ଅଟଂତି ଏ ପ୍ରକାର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୪ ଅସମ୍ଭବ ପ୍ରକାରର ଗମ୍ଭୀରତା । କିଛି ଘଟିବା ପୁର୍ବର ନିସ୍ତବ୍ଧତା । ଠିକ୍ ଗୋଟେ ଭୟଙ୍କର ଅଜଗର ପରି ଓହଳି ପଡିଛି । ଏଇ ମାତ୍ର ଯେମିତି ଧରାପୃଷ୍ଠକୁ ଗ୍ରାସ କରିବାକୁ ଜିଭ ଲହଲହ କରୁଛି । ଯେବେବି ସେ ଉଦାସ ଥାଏ,…

ବ୍ୟଙ୍ଗ : ସ୍ୱାମୀ ନିବୃତ୍ତାନନ୍ଦଙ୍କ ଭିତିରି କଥା

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ବେଶ୍ କିଛି ବର୍ଷ ପୂର୍ବେ ଅପୂର୍ବ ଗାଁରେ ବାବୁ ବିଚିତ୍ରାନନ୍ଦ ବୋଲି ଜଣେ ବୟସ୍କ ମଣିଷ ଥିଲେ । ଇଂରେଜ ଅମଳର ପାଠ ପଢିଥିବାରୁ ତାଙ୍କର ବେଶ ଗର୍ବ । ଯାହାକୁ ଏକା ଦେଖିଲେ ତାକୁ ପାଠ କଥାରୁ ଆରମ୍ଭ କରି ଦେଶ ବିଦେଶର ସାଧାରଣ ଜ୍ଞାନ ପଚାରିବା…

କବିତା : ଜୀବନକୁ ଭଲ ପାଉଥିବା ଝିଅ

ସୁଜାତା ମିଶ୍ର  ଜୀବନକୁ ଭଲ ପାଉଥିବା ଝିଅ.. ଚଢ଼େଇଟିଏ ହୋଇ ଟୁବ୍ କିନା ବୁଡି ଯାଉଥାଏ କଇଁ ଫୁଲ ଫୁଟା ପାଣି କୁଣ୍ଡରେ.., କଷି ଜହ୍ନି ହୋଇ ଓହଳି ପଡ଼େ ରଞ୍ଜ ଦିଆ ଲତାରେ, ଗୋବର ଖତ କାଦୁଅ ଭିତରେ ଝରି ଯାଏ ହୋଇ ମାଟିର ବାସ୍ନା, ବ୍ରହ୍ମ କମଳ ପାଖୁଡ଼ାରେ ଟଳମଳ ହୁଏ ଲୁହ…

ଭାଷା ଭାଗବତ : ସଂଖ୍ୟା ଜଡ଼ିତ ଶବ୍ଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଏକତା ଏକତ୍ର ଏକତ୍ବ ଏକଦା ଏକାଗ୍ର ଏକାଂତ ପ୍ରତ୍ୟେକ ଶବ୍ଦରେ ଏ ' ଏକ ' ମିଶିଛି ଗଢ଼ିଛି ଅନେକ ଦୋତାଲା ଦୋମୁହାଁ ଦୋଭାଷୀ ' ଦୋ ' ସହ ଅନ୍ୟ ଶବ୍ଦ ମିଶି କରଂତି ନୂତନ ସର୍ଜନ ଦ୍ବିଜ ଦ୍ବିଧା ଓ ଦ୍ବିବଚନ…

ପୁସ୍ତକ ପରିଚୟ : ଏନ୍ତୁଡ଼ିରୁ ଏପର୍ଯ୍ୟନ୍ତ

ଏନ୍ତୁଡ଼ିରୁ ଏପର୍ଯ୍ୟନ୍ତ ସମ୍ପାଦନା : ତପନ ମହାପାତ୍ର ପ୍ରକାଶକ : ଆଦିତ୍ୟ ଭାରତ ପୃଷ୍ଠା : ୨୧୦ ମୂଲ୍ୟ : ୨୦୦ ଏନ୍ତୁଡ଼ିରୁ ଜୁଇ ଯାଏଁ ଲମ୍ବିଥିବା ତମାମ କାଳଖଣ୍ଡର ନାମ ଜୀବନ। ହସ, ଲୁହ, ସ୍ୱପ୍ନ , ସମ୍ଭାବନା, ଭୁଲ, ଠିକ, ପ୍ରେମ ,ବିରହ ସବୁକୁ ନେଇ ଜୀବନ। କେବେ ଦୁଃଖ ତ କେବେ ସୁଖ ।…

ଭାଷା ଭାଗବତ : ଶବ୍ଦର ଗଠନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୦  ବୁଝିବା ଶବ୍ଦର ଗଠନ କିପରି ହୁଏ ସୂତ୍ରାଧୀନ ଅଳପ ରଖିବା ସ୍ମରଣ ବେଶି କରିବା ସଂଯୋଜନ ଯୌଗିକ ଶବ୍ଦ ଶିଖି ଗଢ଼ି ମନରୁ ଶବ୍ଦ ସବୁ କାଢ଼ି କରିବା ସର୍ବେ ବ୍ୟବହାର ବଢ଼ିବ ଦକ୍ଷତା ଆମର ପୂର୍ବଗଠିତ ଶବ୍ଦ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୩ ଏମିତିରେ ଆଜିକାଲି ତାଙ୍କ ପାଖରେ ସମୟ ଅଭାବ । ଏ ସବୁ ପାଇଁ ବି ବେଳ କମ୍ । ସେ ଡେରି ରାତିରେ ଫେରିଲା ବେଳକୁ, ଇଏ ଶୋଇ ଯାଇଥାଏ, ତ’ କେବେ ଅଧରାତିରେ ଆଖି ଖୋଲି ଗଲେ, ବୈଭବ କେତେବେଳେ ଫେରି, ସାଇଡରେ ଘୁଙ୍ଗୁଡ଼ି…

ସ୍ୱଳ୍ପ ଗଳ୍ପ : ଏକ ପାର୍ଥିବ ପ୍ରେମ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭ ଅସଲରେ ଏହା ହେଉଛି ଏମିତି ଏକ ସମୟର କଥା ଯେଉଁ ସମୟରେ ଆଜି ଭଳି ଗୋଲାପର ଦିନ ନଥିଲା, ଚକୋଲେଟର ଦିନ ତ ଜମା ନଥିଲା ଆଉ ଆମର ଚର୍ଚ୍ଚିତ ଭାଲେଣ୍ଟାଇନ୍ ଦିବସର କହିବାକୁ ଗଲେ କୌଣସି ସୋର ଶବଦ ବି ନଥିଲା। ତାହା ହେଲେ ପୃଥିବୀରେ…