Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଡାକ ବଙ୍ଗଳା

ଶ୍ରୀନିବାସ ସେଠୀ  ମୋର ଏ ଡାକ ବଙ୍ଗଳାକୁ ଆସିବାଟା ଆଜି କେତେ ଦିନ ହୋଇଗଲାଣି , ମୋର ଏଇମିତି କୁଆଡେ ଚାଲିଯିବାଟା ନେଇ କେହି ଆଉ ଏବେ ବିଳାପ କରୁନି । ପକ୍ଷୀମାନେ କ'ଣ କାନ୍ଦି ପାରନ୍ତି ? ମୁଁ ଛାଡି ଆସିଥିବା ମୋ ଘରର କାର୍ଣ୍ଣିସରେ ସେ ଦିନ ଆସିବା ସମୟରେ ଲୁହ ଡବ ଡବ ଆଖିରେ…

କୁଳାଙ୍ଗାର ଉବାଚ : ହାତୀ ନ୍ୟୁ ଇୟର

ନୂଆ ବର୍ଷରେ ବି ଯେତେ ସବୁ ସେଇ ପୁରୁଣା କଥା, ହାପି ନ୍ୟୁ ଇୟର ପଢିପଢି ଆଉ ଶୁଣି ଶୁଣି ମୋର ଘୂରିଲା ମଥା! ସେଇ ପୁରୁଣା ଘରଣୀ ମୋର ପକେଟ ଝାଡି; ଖୁଆଇଲା ଖାଦ୍ୟ ଯତନରେ ମୋତେ ହୋଟେଲେ ବାଢି! ସେଇ ପୁରୁଣା ପ୍ରେମିକା ଗିପ୍ଫ ନେବେ ବୋଲି; ମେସେଜେ ଇମୋଜି ପଠାଇ କହନ୍ତି…

ପରପାରିରେ ପୂଣ୍ୟପ୍ରଭା ଦେବୀ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ସହ ନୂଆ ବର୍ଷର ଆରମ୍ଭ ହୋଇଛି। ବିଶିଷ୍ଟ ସାହିତ୍ୟିକା ପୂଣ୍ୟପ୍ରଭା ଦେବୀଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଓଡ଼ିଆ ସାହିତ୍ୟର ଲେଖକ ତଥା ପାଠକଙ୍କ ମଧ୍ୟରେ ପୂଣ୍ୟପ୍ରଭା ମା' ଭାବରେ ସେ…

ଗଳ୍ପ : ମିଛ ନୂଆ ବର୍ଷ

ନିହାରିକା ମହାନ୍ତି  ବର୍ଷ ସରିବାକୁ ବସିଲାଣି। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ପାଛୋଟି ଆଣିବା ପାଇଁ ସବୁଠି ଖୁସିର ମାହୋଲ୍। ଭୋଜି ଭାତ, ନାଚ ଗୀତରେ କମ୍ପି ଉଠୁଛି ମାନବ ସଭ୳ତା। ମହାମାରୀ ପାଇଁ କଟକଣା ଥିଲେ ମଧ୍ୟ ଲୋକଙ୍କ ମନରେ ମଉଳି ଯାଇନି ଉତ୍ସାହ। ରାଜଧାନୀର…

କବିତା : ଲେଖା ହେବ ଇତିହାସ ନୂଆ

ସୁଜାତା ମିଶ୍ର  ଏ ବର୍ଷ ଗତାୟୁ ହେବା ଆଗରୁ ନେଇ ଆସିଛି ପ୍ରାପ୍ତି ଆଉ ଅପ୍ରାପ୍ତିର ହିସାବ ନିକାଶ.. ଅନେକ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ସ୍ବପ୍ନ ..ସାଉଁଟି ଆଣି ଥିବା ଅନ୍ତରଙ୍ଗ କିଛି ସୁଖ.. ହଜିଲା ପାଦ ଚିହ୍ନର ଛାପ.. ଝରି ଝାଉଁଳି ଯାଇଥିବା ମୁହୂର୍ତ୍ତର ଅନୁଭୂତି... ଲୋଟି…

ଧାରାବାହିକ ଉପନ୍ୟାସ : ଦେବୀ (୩୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୧  ଦେବଙ୍କର କଥା ଶୁଣି ଦେବୀ ନିଜ କାନକୁ ବିଶ୍ଵାସ କରିପାରିଲା ନାହିଁ। ହେଲେ ଏଇ ପ୍ରଶ୍ନଟି ରକ୍ତରେ ମିଶି ଦେହର ପ୍ରତିଟି ଜୀବକୋଷ ଦେହରେ ସୃଷ୍ଟି କଲା ଅପାର ଆଲୋଡନ। ଦେବୀ ଆଶର୍ଯ୍ୟ ଚକିତ ହୋଇ ଦେବର ମୁହଁକୁ ଚାହିଁ ରହିଲା।କେତେ…

ସାହିତ୍ୟ ପରିକ୍ରମା ୨୦୨୧

ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ଏହି ପରିପ୍ରେକ୍ଷୀରେ ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୧ର ଶେଷ ଦିନ। ଗୋଟିଏ ବର୍ଷ…

ଧାରାବାହିକ ଉପନ୍ୟାସ : ଦେବୀ ( ୩୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୦  ଦେବ ତାକୁ ପାଣି ମାଗୁଛନ୍ତି ଏହା ଦେବୀ ପାଇଁ ଥିଲା ଏକ ଅବିଶ୍ଵାସନୀୟ ସତ୍ୟ। ସେ ପ୍ରଥମେ ବୁଝିପାରିଲା ନାହିଁ ପାଣି କଣ! ତାକୁ ନେଇ ଜଣେ କରିବ କଣ! ସେ କାହିଁକି ପାଣି ଦେବ!! ଅତିଶଯ୍ୟ ଆନନ୍ଦ ତାକୁ ଅନ୍ଧ କରିଦେବ ବୋଧେ।ତାକୁ…

ଅନୁବାଦ କବିତା : କ୍ଷମତା

ମୂଳହିନ୍ଦୀ : ଅଟଳ ବିହାରୀ ବାଜପେୟୀ ସରଳ ନିଷ୍ପାପ ଶିଶୁ ବୃଦ୍ଧାନାରୀ , ଯୁବପୀଢ଼ି ପୁରୁଷଙ୍କ ଶବପରେ ଚଢ଼ି କ୍ଷମତାର ସିଂହାସନ ପାଖରେ ପହଞ୍ଚିବାକୁ ଚାହୁଁଥିବା ଲୋକଙ୍କୁ ମୋର ଖାଲି ଗୋଟିଏ ପ୍ରଶ୍ନ : ମୃତ ଲୋକଙ୍କ ସହିତ ତାଙ୍କର କଣ କିଛି ବି ସମ୍ପର୍କ ନଥିଲା ? . ନହେଉ ପଛେ…

ଧାରାବାହିକ ଉପନ୍ୟାସ : ଦେବୀ (୨୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ୨୯  କେତେ ସୁନ୍ଦର ଥିଲା ସେ ସବୁ ଦିନ। କେତେ ମନୋରମ ତାର ସମୁଦ୍ର କୂଳିଆ ଗାଆଁ। ଆଦ୍ୟ ଯୌବନର ସେ ସବୁ ମଧୁକ୍ଷରା ମୁହୂର୍ତ୍ତ କୁଆଡେ ହଜିଗଲା। ସମୟ ଆଣି କେଉଁଠି ଥୋଇଲା ତାକୁ ! ପୂର୍ଣ୍ଣ ସକାଳ ହେବାକୁ ଆଉ କିଛି ସମୟ ବାକିଥିଲା।…