Latest Odisha News

BREAKING NEWS

Browsing Category

ସାହିତ୍ୟ

ସନେଟ : ଆମ ବନ୍ଧୁତା

ରଞ୍ଜିତା ରାଣୀ ହୋତା ମନେ ଅଛି ସେଇ ଚିଠିଟି କେବଳ , ମନେ ନାହିଁ ସେଇ ତିଥି ମଞ୍ଜୁଳ ଆମ ବନ୍ଧୁତା ଯେବେ ତୋଳିଲା ପ୍ରଥମ ଗୀତି। ଚିର ପାବନ ସେ ସମ୍ପର୍କ ଆଜି କାଳ ଘୁର୍ଣ୍ଣନେ ଗଡ଼ି, ଜୀବନ ସାଗରେ ବତୀ ଘରଟିଏ ସତେକି ଦେଇଛି ଗଢ଼ି। ଠିଆ ହୋଇନି ମୁଁ ପାରୁଶେ ତୁମରି ହସ ଲୁହ ଝରା କାଳେ…

ଶରତ କୁମାର ଦାସ ପାଇଲେ ‘ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ’

ଭୁବନେଶ୍ୱର : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭୁବନେଶ୍ୱର ଭଞ୍ଜଭାରତୀ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ତ୍ରିଦିବସୀୟ ଓଡ଼ିଆ ସାହିତ୍ୟ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗୀତିକବି ଶରତ କୁମାର ଦାଶଙ୍କୁ 'ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ'ରେ ସମ୍ମାନିତ କରାଯାଇଥିଲା।…

‘ଫନୀ ମହାନ୍ତିଙ୍କ କାବ୍ୟଚର୍ଚ୍ଚା’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ଫନୀ ମହାନ୍ତିଙ୍କର ସମସ୍ତ କାବ୍ୟକୃତିକୁ ନେଇ ଏକ ସମୀକ୍ଷା ସଙ୍କଳନ 'ଫନୀ ମହାନ୍ତିଙ୍କ କାବ୍ୟଚର୍ଚ୍ଚା' ପୁସ୍ତକ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଉନ୍ମୋଚିତ ହୋଇ ଯାଇଛି। ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଓଡ଼ିଶା ସାହିତ୍ୟ…

ଧାରାବାହିକ ଉପନ୍ୟାସ : ଦେବୀ (୩୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୯ ମୁହାଣ ଆରପାଖ ଆକାଶ ଏବେ ସିନ୍ଦୂର ବୋଳି ହୋଇସାରିବଣି। ଶେଷଥର ଦେଖା ହୋଇଥିବା ସେ ଅଚିହ୍ନା ଚଢ଼େଇଟି ତା କେତେ ପୀଢ଼ିର ବଂଶଜଙ୍କ ଭିତରେ ହଜିଯିବଣି। ଦେବୀର ମନେ ନାହିଁ, କେବେଥରେ ଯାଇଥିଲା ସେ ସମୁଦ୍ର କୂଳକୁ। ସେଠି ଦେଖିଥିଲା…

ପ୍ରଶଂସାମୂଳକ ମତାମତ ଅପେକ୍ଷା ନକରାତ୍ମକ ମତାମତର ଓଜନ ଅଧିକ : ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର

ସମକାଳୀନ ଓଡ଼ିଆ ସାହିତ୍ୟର ଯୁବ ଲେଖକ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ…

ଧାରାବାହିକ ଉପନ୍ୟାସ : ଦେବୀ (୩୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୮ ଏଇଠି ଦେବୀ ଦିନେ ଧୂଳି ଖେଳୁଥିଲା। ଏଇଠି ପ୍ରଜାପତିଙ୍କ ସାଙ୍ଗରେ ଖେଳୁ ଖେଳୁ କିଶୋରୀ ଉଡାଣରେ ପହଞ୍ଚିଯାଇଥିଲା ଯୌବନର ଯାଦୁନଗରୀରେ। ଏଇଠି ଦେବ ଦେଖିଥିଲା ଦେବୀର କାୟା ପରିବର୍ତ୍ତନ। ଦେଖିଥିଲା କେମିତି ମାଡିଆସି କାବୁକରିଦିଏ…

ଅନୁବାଦ ଗଳ୍ପ : ସର୍ଦ୍ଦାରଜୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୦  ମୂଳ ଇଂରାଜୀ: କେ ଏ ଆବ୍‍ବାସ ମୋ ନାଁ ଶେଖ ବୁରହାନୁଦ୍ଦିନ୍‍ । ଯେତେବେଳେ ଦିଲ୍ଲୀ ସହରକୁ ଦଙ୍ଗା ସମ୍ପୂର୍ଣ୍ଣ ରୂପେ ଗ୍ରାସ କରିଗଲା ଓ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ସୁଅ ରାସ୍ତା ଉପରେ ଛୁଟିଲା, ଜଣେ ଶିଖ ଲୋକର ପଡ଼ିଶା ହୋଇ…

ଧାରାବାହିକ ଉପନ୍ୟାସ : ଦେବୀ (୩୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୭ ପୌଷ କୁହୁଡିର ବିଭ୍ରାନ୍ତି ଭାଙ୍ଗି ଉଦୟ ହେଲେ ଚିରନ୍ତନ ସତ୍ୟର ସୂର୍ଯ୍ୟ। ଯେଉଁ ପକ୍ଷୀ କେତୋଟି ସନ୍ତାନ ମାୟାରେ ଗଛ ଡାଳରେ ଅଟକି ରହିଥିଲେ ସେମାନେ ଉଡ଼ିଗଲେ ଦିଗବଳୟ ଆଡେ। ପ୍ରୀତି ପୁର ଗାଁ ଦାଣ୍ଡରେ ଧିରେ ଧିରେ ବଢୁଥିଲା…

ଅନୁବାଦ ଗଳ୍ପ : ଟ୍ରୟରୁ ଟ୍ରୋଜାନ୍ ଘୋଡ଼ାକୁ ଗ୍ରୀସ୍ ଫେରେଇ ଆଣିଥିବା ଲୋକର ଡାଏରୀ

ମୂଳ ରଚନା : ଜେମ୍‌ସ୍ ଫୋଲ୍‌ଟା ବଡ଼ ଖବର : ସେନାପତିମାନେ ଘୋଡ଼ାଟାକୁ ଗ୍ରୀସ୍ ନେଇଯିବା ପାଇଁ ମତେ କହିଛନ୍ତି । କି କଥା ! ମୁଁ ଭାବିଥିଲି ଏଟାକୁ ଆମେ ଟ୍ରୟରେ ଛାଡ଼ିକରି ଫେରିିବୁ । ପୂରା ମଇଳା ଆଉ ଖରାପ ହେଇଯାଇଛି ଘୋଡ଼ାଟା । କିନ୍ତୁ ଉଚ୍ଚ ଅଫିସର୍‌ମାନେ ହିଁ ଜିଦ୍ ଧରି ବସିଛନ୍ତି, ଘୋଡ଼ା…

କବିତା : କର୍ମପଥ

ସମ୍ବିତ୍ ମିଶ୍ର ଅଜଣା ପଥରେ ଚାଲୁଅଛି ମୁହିଁ ମିଳୁନାହିଁ ଲକ୍ଷସ୍ଥଳ, ମରୀଚିକା ଏଠି କର୍ମପଥ ମୋର ଖୋଜୁଛି ଗନ୍ତବ୍ୟ ସ୍ଥଳ । ବାଧାବିଘ୍ନ କେତେ ଚଲାପଥେ ମୋର ଆସୁଛି ଲହଡି ନେଇ, ଝୁଣ୍ଟି ପଡି ଉଠି ପୁଣି ଚାଲୁଥାଏ ଜୀବନ ପଥଟି ଏଇ । ବାଟର କି ଦୋଷ ଚାଲି ନ ଶିଖିଲେ ଚାଲିବା…