Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ (୩୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୫ ମଣିଷ କାହିଁକି ଜନ୍ମନିଏ !କାହିଁକି ମରେ ! କାହିଁକି ସମୟର ହାତ ଧରି ସେ ଆଗକୁ ଆଗକୁ ଯାଏ। ପୁଣି ସ୍ମୃତିର ଖସଡ଼ା ପଥରେ ପଛକୁ ପଛକୁ ଫେରିଆସେ। ଏମିତି ଅନେକ ପ୍ରଶ୍ନ ବିଚଳିତ କରେ ଦେବକୁ। ବେଳେବେଳେ ଏଇ ପ୍ରଶ୍ନମାନଙ୍କୁ ଧରି…

ବ୍ୟଙ୍ଗ : ବିରଳ ଗେଣ୍ଡୁ

ଆଜି ସକାଳେ ଘଟିଥିବା ଏକ ମର୍ମସ୍ପର୍ଶୀ ଘଟଣା । ଆଜିର ଏହି ଘଟଣାଟି ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟବିଦାରକ । ସକାଳ ପ୍ରାୟ ସାଢ଼େ ଆଠଟା ବୋଧେ ହେବ । ଖପୁରିଆ ମାଛ ମାର୍କେଟ ପାଖରେ ମୋର ଜଣେ ସହପାଠିନୀ, ଏବର ଫେସବୁକ ବନ୍ଧୁ ତଥା ଜଣେ ଅତ୍ୟନ୍ତ ସକ୍ରିୟ ସାହିତ୍ୟିକାଙ୍କ ପତିଦେବ ଦେଖା…

କବିତା : ଶେଷ ସନ୍ଧ୍ୟା ଦୀପ

ଗୌରାଙ୍ଗ ପଟେଲ ସୁରୁଜ ଢ଼ଳିଲେ ପଶ୍ଚିମ ଦିଗନ୍ତେ ପକ୍ଷୀ ଲେଉଟିଲେ ବସା, ଗୋଧୂଳି ବେଲାରେ ସନ୍ଧ୍ୟା ଦୀପ ଜାଳେ ଓଢଣୀ ଟାଣି ସଧବା । ବିଗତ ଦୁର୍ଦ୍ଦିନ ଭାଳଇ ସନ୍ତାପେ ଛଳ ଛଳ ଆଖି ଡୋଳା, ମଥା ନତକରି ଚଉରା ମୂଳରେ ବଖାଣେ କାରୁଣ୍ୟ ଗାଥା । ଦ୍ୱାରସ୍ଥ ବରଷ ଅଭିବାଦନରେ ମନେ…

ଧାରାବାହିକ ଉପନ୍ୟାସ : ଦେବୀ (୩୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୪ ସମୟ ସହିତ ଗତିଶୀଳ ମଣିଷର ଜୀବନ। ନିଜ ଭିତରେ ନିଜକୁ ଖୋଜିବାରେ କେତେ ସମୟ ଚାଲିଯାଏ ଜଣା ପଡେନା।ବୟସର ବାରବାଙ୍କରେ କେତେ ଘଟଣା ଘଟେ,କେତେ ଭାଙ୍ଗେ,କେତେ ଗଢାହୁଏ। କେତେ ଅବିଶ୍ବାସ ପାହାଡ଼ ଭିତରୁ ଶୁଣାଯାଏ ବିଶ୍ଵାସର କୁଆଁ…

ସ୍ୱଳ୍ପ ଗଳ୍ପ : ଜଣେ ଥିଲେ ରାଜା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ 'ସ୍ୱଳ୍ପ ଗଳ୍ପ' ଭାଗ : ୨ ନିହାତି ସ୍ୱଳ୍ପ ଦୈର୍ଘ୍ୟ ବିଶିଷ୍ଟ କଥା । ଜଣେ ରାଜା ଥିଲେ । ଆଉ ତାହାପରେ କ'ଣ ଯେ ? ରାଜା ମାନେ ତ ସବୁବେଳେ ଥାଆନ୍ତି । ରାଜାଙ୍କର ଏକ ସମାନ ସମୟରେ ମୃତ୍ୟୁ ହୁଏ ଆଉ ରାଜା ଦୀର୍ଘଜୀବୀ ହୁଅନ୍ତୁ ବୋଲି ଠିକ୍…

କବିତା : ତୁମେ

ଚିତ୍ତରଞ୍ଜନ ସୁବୁଦ୍ଧି  ତୁମ ଗାଁ ଆସିଲେ ତୁମେ ଭାରି ମନପଡ଼ ଗାଁର ସେହି ଗୋଧୁଳି ଲଗ୍ନରେ ତୁମ ଝାପସା ଛବି ଏବେ ବି ଆନ୍ଦୋଳିତ କରେ ମନ ପ୍ରାଣ । ଗାଁର ଭିଜା ମାଟିର ବାସ୍ନା ଏବେ ବି ରୋମାଞ୍ଚିତ କରେ ସଞ୍ଜ ନଇଁଲେ ରାତି ବଢିଗଲେ ଗହନ ରାତିରେ ପ୍ରଦୀପ ଯେବେ ଲିଭ ଲିଭି ଆସେ…

ଧାରାବାହିକ ଉପନ୍ୟାସ : ଦେବୀ (୩୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୩ ଚେତନାର କେଉଁ ଏକ କୋଣରେ ଲୁଚିଥାଏ ସ୍ମୃତି। ପବନ ପରି ହଠାତ୍ ଚାଲିଆସେ। ହସ ହୋଇ ଫୁଟେ,ଲୁହ ହୋଇ ଝରିଯାଏ। ପୁଣି କେବେ ବୁଲେଇ ନିଏ କଦମ୍ବ ବଣକୁ। ସେଠି ପବନ ହୋଇ ଶୁଣାଏ ବଂଶୀସ୍ଵନ। ତରଳ ତମସାର ଲୋମଶ ଛାତି ଭିତରେ ସେ ସ୍ମୃତି…

କବିତା : ନୂଆବର୍ଷ

ଦେବାଶିଷ ସାମନ୍ତରାୟ  ଏ ବର୍ଷ ବି ସରିଯିବ ବିଗତ ବର୍ଷମାନଙ୍କ ପରି ଭୋଗରେ, ଯୋଗରେ, ମାନରେ , ଅଭିମାନରେ, ଆସକ୍ତିରେ, ବିରକ୍ତିରେ। ଦିନ ଓ ସପ୍ତାହ ହୋଇ ପରସ୍ତ ପରସ୍ତ ବର୍ଷଟିଏ ଯିବ ସରି ସାବୁନ ସରିବା ପରି। ଋତୁଚକ୍ର ଅବା ଜଳଚକ୍ର ପରି ସବୁ ସରିବା ତ ଆରମ୍ଭ କେବଳ ।…

ବହି ସହ ବନ୍ଧୁତା ହିଁ ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ପ୍ରଥମ ମୂର୍ଚ୍ଛନା : ସୁଷମା ମିଶ୍ର

ସାହିତ୍ୟ ସହିତ ଜୀବନ ଏବଂ ଜୀବନ ସହିତ ସାହିତ୍ୟ ଏକାକାର ବୋଲି ମାନି ନେଇଥିବା ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ସୁଷମା ମିଶ୍ର । ତାଙ୍କ ସର୍ଜନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି , ତଥା ସାମାଜିକ ଜୀବନର…

ଧାରାବାହିକ ଉପନ୍ୟାସ : ଦେବୀ (୩୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୨  ଏବେ ବୁଝିପାରିଲା ଦେବୀ, ସମୁଦ୍ରର ସହସ୍ର ହାତର ଆଲିଙ୍ଗନକୁ କେମିତି ଭୋଗୁଥିବ ନଈ। କେମିତି ତୃପ୍ତ ହେଉଥିବ କଇଁ, ଚନ୍ଦ୍ରମାର କଅଁଳ ସ୍ପର୍ଶରେ। କେମିତି ଛୁଉଁଥିବ ପତ୍ରକୁ ପବନ। ସକାଳର ଆଭାସ ପାଇ କଣ୍ଠ ସଫାକଲେଣି ଚଢେଇ…