Latest Odisha News

BREAKING NEWS

Browsing Category

ସାହିତ୍ୟ

ଜଣେ ଲେଖକ ଆଜୀବନ କେବଳ ନିଜକୁ ହିଁ ଲେଖି ଚାଲିଥାଏ : ଶିବାଶିଷ ପାଢ଼ୀ

ଶିବାଶିଷ ପାଢ଼ୀ , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୪ ର' (Raw)ପାଇଁ କାମକରି ମିଳେ କଣ ...ଯିଏ କରେ ,ସେ ମାଟିକୁ ଭଲପାଏ, ମାଆକୁ ଭଲପାଏ...ମାଆଙ୍କୁ ନିଜରଭାବିଲେ ବଳିଦାନ ଦେବାକୁ ପଡେ ..ଉଃ ଅସହ୍ୟ ... ବଳିଦାନର ବା ମୂଲ୍ୟାୟନ କିଏ କରିପାରିବ ! କାମର ଚାପ ଏବେ…

ଅନୁବାଦ ଗଳ୍ପ : ପରିଚିତ ମୁହଁ, ଅଜଣା ସମ୍ପର୍କ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୩   ଏସ ଏଚ ବାତ୍ସାୟନ ‘ଅଜେ୍ଞୟ’ ୟା’ ଭିତରେ କେତେବେଳେ ଛତିଶ ବର୍ଷ ବିତି ଯାଇଥିଲା । ଏତେଦିନ ପରେ ମୁଁ ପୁଣି ଥରେ ମୋ ଜନ୍ମସ୍ଥାନକୁ ବୁଲି ଆସିବାର ସୁଯୋଗ ପାଇଥିଲି । ସ୍ମୃତିପଟ୍ଟରୁ ଧୀରେ ଧୀରେ ଲିଭି ଆସୁଥିବା ରାସ୍ତାଘାଟମାନଙ୍କୁ…

ଆଗାମୀ ଦିନରେ ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ସ୍ଥାନୀୟ ଇଡକଲ ଅଡିଟୋରିୟମର ବିଷ୍ଣୁ ସେଠୀଙ୍କର ରଚିତ ପୁସ୍ତକ " ଶିରୋଧାର୍ଯ୍ୟ ଶିରୋନାମା " ଏବଂ ରାଜ୍ୟ ବିଜେପି ଶାଖା କାର୍ଯ୍ୟାଳୟରେ ଦୁର୍ଗା ପ୍ରସାଦ ସାହୁଙ୍କ ରଚିତ ପୁସ୍ତକ "ଗଡ଼ଜାତ ଆନ୍ଦୋଳନ - ଢେଙ୍କାନାଳ ଓ ତାଳଚେର"…

କୁଳାଙ୍ଗାର ଉବାଚ : ଛାଡ଼ ମ’ ଦିଅ ଖାଇ

ଛାଡଖାଇ ପର୍ବ ପାଳନ ପରେ ବଡ ବିଚିତ୍ର ଘଟଣା ଘଟିଥାଏ, ସହର ବଜାରେ ବୁଲା କୁକୁରଙ୍କ ସଂଖ୍ୟା ସାଂଘାତିକ ଭାବେ କମିଯାଏ! ଦେଖିବାକୁ ମିଳନ୍ତିନି ଆକାଶରେ ଆଉ ସେତେ କାଉ ପାରା ବଣି; ମିଳୁଥାଏ ଯଥେଷ୍ଟ ମଟନ ଚିକେନ ଲୋକେ ନିଅନ୍ତି ଆନନ୍ଦେ କିଣି! ଏଇକଥା ମୁଁ ଯେବେ ପ୍ରିୟ ବାବା…

ଗଳ୍ପ : ଅତୁଟ ବିଶ୍ୱାସ

ଶିବାଶିଷ ପାଢ଼ୀ  "ସାନ ଆସୁଛି " ଫୋନକୁ ମୁଣ୍ଡ ପାଖରେ ରଖି ଦେଇ କହିଲେ ବିଜୟ । ଚା ନେଇ ଆସିଥିଲେ ଲଳିତା । ଶୁଣୁ ଶୁଣୁ ଖୁସି ହୋଇ କହିଲେ କହିଲେ "ଯା ହେଉ " ! ହେଲେ ସେ ଜାଣି ନ ଥିଲେ ତାଙ୍କର" ଯା ହେଉ" କହିବା ଏମିତି ଉତକ୍ଷିପ୍ତ କରିଦେବ ବିଜୟଙ୍କୁ । ସାଙ୍ଗେ ସାଙ୍ଗେ ବିଛଣାରୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୩ ଶ୍ରୀମନ୍ତର ଇଚ୍ଛା ସିଗମଣ୍ଡ ଫ୍ରୟେଡଙ୍କ ମାଟି ଅଷ୍ଟ୍ରିଆରେ ରହି ଗବେଷଣା କରିବ .. ଡକ୍ଟର ବେଞ୍ଜାମିନ ରସ୍ ହୋଇଯିବକି ସେ... ସଂହିତା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞା ହେବ... 'ଦେବୀ ଭବନ'ର ଭାବି ଉତ୍ତରାଧିକାରୀ ଏ…

ବାଘ ନ ଦେଖିଲେ ବିରାଡ଼ି ଦେଖ

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……  ନିକଟରେ ଭଉଣୀର ପୁଅର ବାହାଘର। ସୁନା ଦାମ ତ ଅକାଶଛୁଆଁ, ଭାବିଲି ନୂଆ କିଣିବା ଅପେକ୍ଷା ଘରେ ଥିବା ପୁରୁଣା ସୁନା ଅଳଙ୍କାରରୁ ଗୋଟେ ବଦଳେଇ ନୂଆ ଚେନଟିଏ କିଣିଦେଲେ ଭଲ ହେବ। ବାହାଘର ବେଳେ ମା ଦେଇଥିବା ସୀତାହାର ଯାହାକୁ ମୋ ନିଜ ବାହାଘର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୨ ସବୁ ଦୋଷ ଜଣକର ନୁହେଁ ତ କେବେ, ହୋଇ ନପାରେ ବି।କାହାର କମ କାହାର ବେଶି ଥାଇପାରେ। କୁଆଁରୀ ଝିଅଟି ମାଆ ହୋଇଯାଏ ..ମାଂସର ଡାକ ଘାରିଯାଏ।ନେପଥ୍ୟରେ ରହିଯାଆନ୍ତି ଯେଉଁମାନେ ତାଙ୍କୁ କେଉଁ ଶବ୍ଦରେ ବା କହିହେବ। ଦୋଷ…

ଅନୁବାଦ କବିତା : ଆଶା

ମୂଳ ରଚନା : ଚେଜଲୋ ମିଲସ  ତୁମ ମନେ ଅଛି ଆଶା ଯଦି ତୁମେ କରୁଛ ବିଶ୍ୱାସ ପୃଥିବୀଟା ସ୍ୱପ୍ନ ନୁହେଁ ଏହା ଏକ ଜୀବନ୍ତ ଅସ୍ତିତ୍ୱ ।ଦେଖିବା , ଛୁଇଁବା ଅବା ଶୁଣିବାଟା ନୁହେଁ କେବେ ମିଛ ଏତେ ଦିନ ଧରି ଯାହା ଯେତେବି ଦେଖିଛ ସବୁ ଯେମିତି ଫାଟକରୁ ଦିଶୁଥିବା ବଗିଚାର ଦୃଶ୍ୟ। ତୁମ…