Latest Odisha News

BREAKING NEWS

Browsing Category

ସାହିତ୍ୟ

ଓଡ଼ିଆ ଭାଷାରେ ବୈଷୟିକ ଜ୍ଞାନର ପ୍ରୟୋଗ ସମ୍ଭବ

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିବସରେ ଅତିବଡ଼ି ଜଗନ୍ନାଥ ଦାସ ପ୍ରକୋଷ୍ଠରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାବ ଆଧୁକାରୀଙ୍କ ଅଧକ୍ଷତାରେ "ବିଜ୍ଞାନର ଭାଷା ଭାବେ ଓଡ଼ିଆ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି…

ସଂସ୍କୃତି ଓ ଐତିହ୍ୟ, ରାଜ୍ୟର କୋମଳ ଶକ୍ତି, ଗ୍ରହଣଶୀଳତା ଓଡ଼ିଆ ସଂସ୍କୃତିର ମୂଳମନ୍ତ୍ର

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପ୍ରକୋଷ୍ଠରେ ଆଜି ଆୟୋଜିତ ଅଧିବେଶନରେ ‘ସଂସ୍କୃତି ଏବଂ ଐତିହ୍ୟ : ରାଜ୍ୟର କୋମଳ ଶକ୍ତି ପ୍ରସଙ୍ଗ ଉପରେ ହକି କ୍ରୀଡ଼ାବିତ୍ ତଥା ହଳି ଇଣ୍ଡିଆର ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ବିଶିଷ୍ଟ ଭାସ୍କର୍ଯ୍ୟ…

ଓଡ଼ିଆ ସାହିତ୍ୟର ବ୍ୟାପ୍ତି ଓ ସମୃଦ୍ଧିରେ ଅନୁବାଦର ଗୁରୁତ୍ଵ ରହିଛି

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ଅନୁବାଦ ସମ୍ପର୍କିତ ଆଲୋଚନା ସଭାରେ ଅନୁବାଦକ ତଥା ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଇଂରାଜୀ ଯତୀନ୍ଦ୍ର କୁମାର ନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଅନୁବାଦକ ଅଜୟ କୁମାର ପଟ୍ଟନାୟକ, ସୋମେଶ ମହାପାତ୍ର,…

ଆଧୁନିକ ଜ୍ଞାନ କୌଶଳ ଓ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ଦ୍ୱାରା ଓଡ଼ିଆ ଭାଷାକୁ ବିଶ୍ୱସ୍ତରୀୟ କରିହେବ

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅବସରରେ ଆୟୋଜିତ ‘ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା: ସୁଯୋଗ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାରେ ବିଶିଷ୍ଟ ପ୍ରଯୁକ୍ତି ବିଶେଷଜ୍ଞ ସେନ୍ଥୀଲ ଶଙ୍କରସୁବ୍ରମନିୟାନ୍‌, ଆଇଏସ୍‌ଜିର ମୁଖ୍ୟ ରେଖା ଆଚାର୍ଯ୍ୟ, ରିଲାଏନ୍ସ ଜିଓ…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଭିନବ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶନିବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଅନ୍ତିମ ଦିବସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆରା କାର୍ଯ୍ୟକ୍ରମମାନ ହାତକୁ ନେଇ ଓଡ଼ିଆ ଭାଷାପ୍ରତି ଲୋକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଜାରି ରଖିଥିଲା । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ…

ଓଡ଼ିଆ ଭାଷା : କାଲି, ଆଜି ଓ କାଲି

ଅମ୍ବିକା ପ୍ରସାଦ କାନୁନଗୋ ବହୁ ଘାତ-ପ୍ରତିଘାତ ମଧ୍ୟରେ ଓଡ଼ିଆ ଭାଷା ଆଗକୁ ବଢିଛି। ବିଦେଶରେ ପ୍ରାୟ ୬ କୋଟି ଲୋକଙ୍କ ମୁଁହରେ ଓଡ଼ିଆ ଭାଷା । ଦେଶରେ ୭ କୋଟି ଲୋକ ଓଡ଼ିଆ କହନ୍ତି । ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା, ଏହାର ସ୍ବତନ୍ତ୍ରତା ଥିଲେ ମଧ୍ୟ ଅତୀତରେ ଏହି ଭାଷା ଉପରେ…

ଭାଷା ଭାଗବତ : ନିର୍ଦିଷ୍ଟାର୍ଥକ ଶବ୍ଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସୂକ୍ଷ୍ମ, ଉତ୍କଟ ଅନୁଭୂତି ପାଇପାରେନି ଅଭିବ୍ୟକ୍ତି ଭାଷାରେ କିଛି ଶବ୍ଦ ନାହିଁ ତୀବ୍ରାନୁଭୂତି ଲେଖା ପାଇଁ ଯାହା ଲୋକଂକୁ ଦିଶେ, ଶୁଭେ ଅଥବା କେହି କେବେ ଭାବେ ତାହାର ସୀମିତ ପ୍ରକାଶ…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଶାର ଲୋକସଂସ୍କୃତି ଉପରେ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଦ୍ଵିତୀୟ ଦିବସରେ ଆଜି ଆୟୋଜିତ ଓଡ଼ିଶାର ଲୋକସଂସ୍କୃତି ସମ୍ପର୍କିତ ଆଲୋଚନା ସଭାରେ ବିଶିଷ୍ଟ ଲୋକସାହିତ୍ୟବିତ୍ ଓ ଭାଷାବିତ୍ ତଥା ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ପୂର୍ବତନ ଅଧକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଓଡ଼ିଶାର…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଆଧୁନିକ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକରେ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଭାଷା ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ବିଶିଷ୍ଟ ଐତିହାସିକ ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ୧୯୩୬ : ଆଧୁନିକ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନରେ ବରୋଦା ସ୍ଥିତ ଗତିଶକ୍ତି…

ସାହିତ୍ୟ ମୋ ପାଇଁ ଏକ ପ୍ରକାର ନିଶା : ସସ୍ମିତା ପ୍ରଧାନ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସସ୍ମିତା ପ୍ରଧାନ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…