Latest Odisha News

BREAKING NEWS

Browsing Category

ସାହିତ୍ୟ

ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ରଙ୍କ ଶ୍ରାଦ୍ଧସଭା ଅନୁଷ୍ଠିତ

ଭୁବନେଶ୍ୱର : କୃଷ୍ଣ ପ୍ରସାଦ ସ୍ମୃତି ପରିଷଦ ଆନୁକୂଲ୍ୟରେ  ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗ ପରିସରରେ ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ରଙ୍କ ଶ୍ରାଦ୍ଧସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣେଶ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଲେଖକ ଓ ସ୍ତମ୍ଭକାର ଲେଖକ…

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପାଇଲେ ଈଶ୍ବରାନୁଭୂତି ଧର୍ମୀୟ ଭାବ, ନୀତି, ରୀତି ଜୀବଂତ ପ୍ରକୃତି ସହିତ ଜଡ଼ିତ ହୋଇଥାଂତି ସ୍ବତଃ ଦିବ୍ୟତା ରହିଅଛି ପୂରି ପ୍ରତିଟି କୋଷରେ ସବୁରି ଏହାକୁ କଲେ ଅନୁଭବ ଈଶ୍ବର ସର୍ବତ୍ର ସଂଭବ ଲକ୍ଷ୍ୟ ଏକ, ଅନେକ ପଥ ଯୋଗୁଁ…

ବିବାହ ବିଛେଦ ବଢୁଛି, ପରିବାର ଭାଙ୍ଗୁଛି

ଅମ୍ବିକା ପ୍ରସାଦ କାନୁନଗୋ ଦେଶରେ ଏବେ ବିବାହ ବିଛେଦ ବଢିଚାଲିଛି। ଉଚ୍ଚଶିକ୍ଷିତ, ମଧ୍ୟବିତ ପରିବାରରେ ଏହି ଦୁଃଖଦ ଘଟଣାର ହାର ପ୍ରାୟ ୧୭ ପ୍ରତିଶତରେ ରହିଥିବା ବେଳେ କ୍ରମେ ଏହି ହାର ବୃଦ୍ଧି ପାଇଚାଲିଛି। ଅନ୍ୟପକ୍ଷରେ ଅର୍ଥନୈତିକ ଅନଗ୍ରଶ୍ରେଣୀପରିବାର ମାନଙ୍କ ମଧ୍ୟରେ ଏହି ହାର…

କବିତା : ମା’ ବାଗଦେବୀ

ଶୁଭ୍ରାଂଶୁ ଶେଖର ମାହୁନ୍ତ  ବ୍ରହ୍ମାଙ୍କ ତନୟା ତୁହି ଶ୍ବେତବର୍ଣ୍ଣା ଅଟୁ ଦେବୀ ଯୋଗମାୟା, ହଂସବାହିନୀ ତୁହି ବାଗଦେବୀ ଆଦ୍ୟାଶକ୍ତି ଦେବୀ ମାଆ। ରତ୍ନବିଭୂଷିତା କୁଣ୍ଡଳ କର୍ଣ୍ଣେ ତୋ ପାଉଅଛି ସଦା ଶୋଭା, ଧବଳବସ୍ତ୍ରରେ ଶ୍ବେତ ପଦ୍ମାସନେ ବିଛୁରିତ ହୁଏ ଆଭା । ଶାରଦା ବରଦା…

ଭାଷା ଭାଗବତ : ଧୈର୍ଯ ହିଁ ବଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କରିଲୀ ଯାହା ହୁଏ ମନ ବୁଦ୍ଧିର ନାହିଁ ପ୍ରୟୋଜନ ପ୍ରୟୋଗ ନ କରିଲେ ଜ୍ଞାନ ସାର୍ଥକ ହୁଏନି ଜୀବନ ଇଚ୍ଛାନୁବର୍ତୀ ହେଲେ ଲୋକ ଦେଖା ଯାଏନି ପ୍ରଜ୍ଞାଲୋକ ନ ହେଲେ ଜଣେ ସ୍ଥିତପ୍ରଜ୍ଞ କଦାପି ହୁଏନାହିଁ ବିଜ୍ଞ ମନକୁ କଲେ ନିୟଂତ୍ରଣ…

ଭାଷା ଭାଗବତ : ଭାଷାର ସଂହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଲେଖାରେ ହେଲେ ସ୍ବେଚ୍ଛାଚାର ସାହିତ୍ଯ ପାଏନି ଆଦର ଭାଷା ବି ହୁଏ ନାରଖାର ଏ ସତ୍ୟ କରିବା ସ୍ବୀକାର ଶୃଂଖଳିତ ନ ହେଲେ ଭାଷା କରିହୁଏନି ହିତ ଆଶା ଇଚ୍ଛା ସହିତ ଯୋଡ଼ି ଚେଷ୍ଟା ଦେଖାଉଁ ଭାଷା ପ୍ରତି…

ସାହିତ୍ୟ ମତେ ଆତ୍ମବିଶ୍ୱାସୀ କରିଛି : ଆଦ୍ୟାଶା ନନ୍ଦ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଆଦ୍ୟାଶା ନନ୍ଦ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

କବିତା : ଲୌହ ଫଳକ

ମଧୁମିତା ମିଶ୍ର ସେଇ ପ୍ରଶସ୍ତ ଲୌହ ଫଳକ ମୁଁ.. ଯାହା ଉପରେ ପାଦ ଦେଇ.. ଦିଅଁ ଦର୍ଶନ ତୁମେ ପାଇଛ..!! ପାଦ ଦେଲା ପରେ ଖୁସିରେ କୁହ.. ସବୁ ପାପ ଭାର କାଳେ.. ମୋତେ ହିଁ ସେଇଠି ସମର୍ପି ଦେଇଛ..!! ମୋ ଉପରେ ପାଦ ନ ଦେଇ.. ବାଇଶି ପାହାଚ ଯାଏ.. କୁହ କଣ କେହି ପହଞ୍ଚି…

ଭାଷା ଭାଗବତ : ଭାଷାର ବସ୍ତୁତ୍ବ ବିନାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସାଧକ ହୋଇ ଆତ୍ମଲୀନ କରଇ ଅସାଧ୍ୟ ସାଧନ ସବୁ ଆଡ଼କୁ ଦେଲେ ଧ୍ୟାନ ଏକାଗ୍ର ହୁଏନାହିଁ ମନ ଅନ୍ୟକୁ ଦେଇ ଉପଦେଶ ନିଜେ ନ କରିଲେ ପ୍ରୟାସ ଉତ୍ପନ୍ନ ହୁଏନାହିଁ କୃତି ଦୁଃଖରେ କାଳ କାଟେ ବ୍ୟକ୍ତି ଜାଗ୍ରତ କରି ଅଂତର୍ଶକ୍ତି ନିଜ…

ଭାଷା ଭାଗବତ : ଅଂଗପୀଡ଼ା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସର୍ବେ ହୁଅଂତୁ ସଦା ସୁଖୀ ସମସ୍ତେ ରହଂତୁ ନିରୋଗ ସଭିଂକୁ ଦିଶୁ ସର୍ବୋତ୍ତମ କେବେ ନ ହେଉ ଦୁଃଖ ଭୋଗ" ଏହା ତ ବିଶ୍ବକୁ ଶୁଭେଚ୍ଛା ବିଶ୍ବାସୀ ଲୋକଂକର ଇଚ୍ଛା ଏହି ପ୍ରାର୍ଥନା ଅନୁପମ ମନେ ପୂରାଏନାହିଁ…