Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାଷାର ବସ୍ତୁତ୍ବ ବିନାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସାଧକ ହୋଇ ଆତ୍ମଲୀନ କରଇ ଅସାଧ୍ୟ ସାଧନ ସବୁ ଆଡ଼କୁ ଦେଲେ ଧ୍ୟାନ ଏକାଗ୍ର ହୁଏନାହିଁ ମନ ଅନ୍ୟକୁ ଦେଇ ଉପଦେଶ ନିଜେ ନ କରିଲେ ପ୍ରୟାସ ଉତ୍ପନ୍ନ ହୁଏନାହିଁ କୃତି ଦୁଃଖରେ କାଳ କାଟେ ବ୍ୟକ୍ତି ଜାଗ୍ରତ କରି ଅଂତର୍ଶକ୍ତି ନିଜ…

ଭାଷା ଭାଗବତ : ଅଂଗପୀଡ଼ା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସର୍ବେ ହୁଅଂତୁ ସଦା ସୁଖୀ ସମସ୍ତେ ରହଂତୁ ନିରୋଗ ସଭିଂକୁ ଦିଶୁ ସର୍ବୋତ୍ତମ କେବେ ନ ହେଉ ଦୁଃଖ ଭୋଗ" ଏହା ତ ବିଶ୍ବକୁ ଶୁଭେଚ୍ଛା ବିଶ୍ବାସୀ ଲୋକଂକର ଇଚ୍ଛା ଏହି ପ୍ରାର୍ଥନା ଅନୁପମ ମନେ ପୂରାଏନାହିଁ…

ଗଳ୍ପ : ଚିଠି

ଲକ୍ଷ୍ମୀପ୍ରିୟା ଓଝା  ବାପା ନୀଳ ଇନଲାଣ୍ଡ ଲେଟରଟିଏ ଧରି ଠିଆ ହେଇଥିଲେ ମଝି ଦୁଆରେ । ଜେଜେ ବସିଥିଲେ ପିଣ୍ଡ|ରେ ତାଙ୍କ ନିର୍ଦ୍ଧାରିତ କାଠ ଚୌକି ଉପରେ । ମା ସେଇଠି ତଳେ । ବୋଉ ରୋଷେଇଘର ଦୁଆର ମୁହଁରେ ଆଉ ଦେଈ ଠିଆ ହେଇଥିଲେ ତାଙ୍କ ନୁଆଁଣିଆ ଚାଳ ଘର କବାଟକୁ ଆଉଜି । ମୁଁ ସେଇ ପିଣ୍ଡ|…

ଭାଷା ଭାଗବତ : ଅପୂର୍ବ ବିଜୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯେ ଯାହା ଭାବଂତି ଉଚିତ କରଂତୁ ଆହୁରି ବହୁତ ମୁଁ ହେବିନାହିଁ ବିଚଳିତ ସ୍ଥିର ରଖିବି ନିଜ ଚିତ୍ତ ଏତିକି ମୋହର ଦାୟିତ୍ବ ନିର୍ବାହ କରି ହେବି ପ୍ରୀତ ଅନ୍ୟ କାହାର କାର୍ଯ ପାଇଁ ମୁଁ ଦାୟୀ ହୋଇବି କିପାଇଁ ଅନେକ କ୍ଷେତ୍ରରେ…

କବିତା : ଅମୃତ ତୃଷ୍ଣା

ଶୁଭ୍ରାଂଶୁ ଶେଖର ମାହୁନ୍ତ ବେଶ୍ କିଛିଦିନର ନୀରବତା ପରେ ସୁପ୍ତ ମନେ ମୋ ଆଜି ଭରିଦେଲ ଅହେତୁକ ତୃଷ୍ଣା, ଅସଂଶୟ ପ୍ରଣୟର ମାୟାରେ ଭାଳି ବସିଲି ତୁମ ଦେହଲଗ୍ନା ହେବା ବେଳ ବାସ୍ନା ।। ଅଦୃଶ୍ୟ ଆବେଗରେ ଗୋପନୀୟ ଇଚ୍ଛା ମୋର ଅକସ୍ମାତ୍ ହେଲା ବାଟବଣା, ସାନିଧ୍ୟର ବ୍ୟାକୁଳତାରେ…

ଭାଷା ଭାଗବତ : ମୋ ଛାଇ ଗୋସାଇଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କେତେ ଲେଖିଛିଁ ଗଣିନାହିଁ କା ପାଇଁ ଲେଖେଁ ଜାଣିନାହିଁ ନ ଲେଖି ପାରୁନାହିଁ ରହି ତେଣୁ ମୁଁ ଲେଖୁଥାଏଁ ବହି ଲେଖୁଛିଁ ବୋଲି ଅଛିଁ ଜିଇଁ କାହାକୁ କିଛି ଦେଇନାହିଁ ସ୍ବଲଗ୍ନ ହୋଇ ଥାଏଁ ରହି ଗତ, ଆଗତ ଭାବେନାହିଁ ନିଜ ପ୍ରତି ଯେ…

ବିଭକ୍ତି

 ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଯାହାଦ୍ୱାରା ସଂଖ୍ୟା ଓ କାରକର ପରିଚୟ ହୁଏ ତାହା ବିଭକ୍ତି । ବିଭକ୍ତି ପାଇଁ ଗୋଟିଏ ପଦ ବା କାରକ ଅନ୍ୟପଦଠାରୁ ଅଲଗା ବୋଲି ଜାଣିହୁଏ । ଗୋଟିଏ ପଦରୁ ଅନ୍ୟପଦକୁ ବିଭକ୍ତ କରୁଥିବାରୁ ଏହା ବିଭକ୍ତି ଭାବେ ପରିଚିତ ।ର୍କାକାରକରେ ପ୍ରଥମା,…

କବିତା : ବାପା

ଆଦ୍ୟାଶା ନନ୍ଦ ମୋ ଦେହେ ଜୀବନ ସଞ୍ଚରିଛ ତୁମେ ତୁମେ ପରା ମୋ ସ୍ପନ୍ଦନ ତୁମେ ମୋର ଗର୍ବ ତୁମେ ଗୌରବ ଈଶ୍ୱରଙ୍କ ବରଦାନ । ଅକୁହା ମନର କୋହକୁ ବୁଝିଛ ବୁଝିଛ ଅବ୍ୟକ୍ତ ଦୁଃଖ ମୋ ଆୟୁଷ ବାପା ତୁମକୁ ଲାଗୁ ହେ ଜୀବନ ହେଉ ସାର୍ଥକ । ସଂସାର ବାଟରେ ହେଲେ ବାଟବଣା ମନ ଖୋଜୁଥାଏ…

ଭାଷା ଭାଗବତ : ଶବ୍ଦର ସ୍ବରୂପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଇଛା ଶବ୍ଦ ତ ଆଦୌ ନାହିଁ ତାହେଲେ ଲେଖଂତି କିପାଇଁ ? ଭାଷାରେ ଯେତେ ଶବ୍ଦ ଅଛି ତହିଁରୁ କହୁଁ, ଲେଖୁଁ ବାଛି ପିଛା, ପୋଛା ଓ ବଛା, ବାଂଛା ସଦିଚ୍ଛା, ଶୁଭେଚ୍ଛା ଓ ସ୍ବେଚ୍ଛା ଏପରି ହେବାର ବିଧାନ ଭାଷାରେ ଅଟେ ବିଦ୍ୟମାନ ଶବ୍ଦ…

ସମାଜର ଦୁର୍ବଳତାଗୁଡ଼ିକର ନିରାକରଣ ପାଇଁ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ : ୫ ଟି ଅଧ୍ୟକ୍ଷ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ୫ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍…