Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସାଂଦ୍ର ଲେଖା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିସ୍ତାରଣ ବା ସଂକ୍ଷେପଣ ଲେଖକେ ଯହିଁରେ ନିପୁଣ କରଂତି ସେପରି ଲିଖନ ଏହା ତ ସାହିତ୍ୟର ଗୁଣ କିଏ କରଂତି ସାଂଦ୍ର ଲେଖା କିଏ ବର୍ଣନାତ୍ମକ ଏକା ଉଭୟେ ଭାବନା ଓ ଚିଂତା ଆଦିକୁ ଦେଇ ବର୍ଣ-ସତ୍ତା କରଂତି ସାହିତ୍ୟ ସଂଭବ ବୁଝଂତି…

ମହାଶ୍ବେତା ସାହୁ ପାଇବେ ୧୬ତମ ‘ଟାଇମପାସ୍‍ ବୁକର ପୁରସ୍କାର’

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଗତ ୧୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ବେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍‍ର ଆତ୍ମା’ ପାଇଁ ପ୍ରଦାନ କରାଯିବ।୪୫ ବର୍ଷ ବାୟସ ସୀମା ମଧ୍ୟରେ…

କବିତା : ଶୀତରାତି

ଈଶ୍ୱରୀ ଶୀତରାତି ଲାଗେ ବଡ଼ ନିଛାଟିଆ ସଞ୍ଜ ଗଡ଼ିଗଲା ପରେ ତୁମ ଆସିବାର ଠିକଣା ନଥାଏ ତଥାପି ଏ ମନ ଝୁରେ।। କୁଆଁରୀ କୁମୁଦ ଚାନ୍ଦ-ପ୍ରେମାମୃତ ଜୋଛନାର ପରଶରେ ପ୍ରିୟର କୋଳରେ ମଧୁ-ଆଲିଙ୍ଗନେ ପ୍ରସ୍ଫୁଟିତ ସରସୀରେ।। ଗାଆଁରୁ ସହର ଶୀତର ଚାଦର ତନୁମନେ ଭରାପ୍ରୀତି ଚଉଷଠି…

ଭାଷା ଭାଗବତ : କ୍ଷମତା, ଶକ୍ତି, ଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କ୍ଷମତା, ଶକ୍ତି ଆଉ ଧନ ଘଟିଲେ ତ୍ରିରୂପୀ ମିଳନ ଅନ୍ୟ ଆଡ଼କୁ କେବେ ଧ୍ୟାନ ଦେଇପାରେନି ବିଜ୍ଞଜନ ନିଜ ନିଯୁକ୍ତିଦାତା ପ୍ରତି ଦେଖାଏ ସ୍ପଷ୍ଟ ଅନୁରକ୍ତି ପୂର୍ଣ ହୁଏ ମନସ୍କାମନା କରିପାରେନି କିଛି ମନା ତଥାକଥିତ ଉଚ୍ଚପଦ ପାଇଲେ…

ସାହିତ୍ୟିକ ଗଗନେନ୍ଦ୍ର ନାଥ ଦାଶଙ୍କ ଦୁଇଟି ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ବିଶିଷ୍ଟ ଭାଷାବିଜ୍ଞାନୀ ଓ ସାହିତ୍ୟ ସମାଲୋଚକ ଗଗନେନ୍ଦ୍ର ନାଥ ଦାଶଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ 'ଆମ ଓଡ଼ିଶା’ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ତାଙ୍କର ଦୁଇଟି ଆତ୍ମଜୀବନୀ ପୁସ୍ତକ  ‘ଶିକ୍ଷାଜୀବୀର କଥା’ ଓ ସନ୍ତୋଷ କୁମାର ମହାନ୍ତିଙ୍କ ସମ୍ପାଦନାରେ…

ଭାଷା ଭାଗବତ : ପରିବର୍ତିତ ସତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଭିଏଁ ଯେଣୁ ସର୍ବଜ୍ଞାନୀ କେହି ବି କାହାକୁ ନ ଶୁଣି ନିଅଂତି ନିଜସ୍ୱ ନିର୍ଣୟ ମତକୁ ମିଳେ ପରାଜୟ ଅନେକ ବୁଦ୍ଧିଆଳ ଲୋକ ହୁଅଂତି କ୍ଷମତା ସ୍ତାବକ ମନରେ ରଖି ଯଶ-ଭୋକ ତଡ଼ଂତି ମନରୁ ବିବେକ ବିବେକ-ଶୂନ୍ୟ ଏକ ମନ କରେ ଯେପରି…

ନିଜକୁ ନିଜେ ଖୋଜିବାର ପ୍ରୟାସରେ ମୁଁ ସାହିତ୍ୟ ପ୍ରତି ଆକୃଷ୍ଟ ହେଲି : ଦେବାଶିଷ ଆଚାର୍ଯ୍ୟ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଦେବାଶିଷ ଆଚାର୍ଯ୍ୟ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସେ ସାହିତ୍ୟ ପ୍ରତି…

ଗଳ୍ପ : ଲୋକେ କହୁଛନ୍ତି

ଅଳକା ମହାପାତ୍ର ପରିବା ବ୍ୟାଗଧରି ବଜାରରୁ ଫେରୁଛି, ପଡ଼ୋଶୀ ସସ୍ମିତା କହିଲା, ନାନୀ କଥାଟିଏ ଶୁଣିଛ କି ଗୋ ? ଟିକେ ହସିଦେଇ, କ'ଣ ହେଲା କିରେ କହି, ଚାଲି ଆସୁଥିଲି । ବ୍ୟାଗର ଓଜନ ମୋତେ ବଳିପଡୁଛି, ଛିଡ଼ାହୋଇ କଥା ହେବାକୁ ଇଚ୍ଛା ହେଲାନାହିଁ । ଭାବିଲି ଘରେ ପହଞ୍ଚି ବ୍ୟାଗ ରଖିଲେ,…

କବିତା : ନା’ଟେ କହିହୁଏନି ବୋଲି

ସଂଘମିତ୍ରା ରାଏଗୁରୁ ନା'ଟେ କହିହୁଏନି ବୋଲି ବୁହେଇନିଏ ପାଣି ଉଡେଇନିଏ ପବନ ରାସ୍ତା ରୋକିବସେ ପଥର ଫୁଲ ପାଲଟିଯାଏ କଣ୍ଟା ଉଜୁଡିଯାଏ ଅଯୋଧ୍ୟା ଯୁଗେ ଯୁଗେ ସୀତାଙ୍କୁ ଛଳୁଥାଏ ରାବଣର ଥାଳ ନା' ଟେ କହିହୁଏନି ବୋଲି ଅନ୍ଧ ହୋଇଯାଏ ମୁହୂର୍ତ୍ତ ଚଡକିଯାଏ ଆଇନାର କାଚ ସୁଖରେ…

ଭାଷା ଭାଗବତ : ବୟସ ବୃତ୍ତାଂତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବୟସ ହୋଇଗଲେ ଦଶ ପିଲାଟି ବିଦ୍ୟାଳୟ ବଶ ହୋଇ କରଇ ସବୁ କର୍ମ ତା ହୁଏ ଶିକ୍ଷାର୍ଥୀର ଧର୍ମ ବୟସ ହୋଇଲେ କୋଡ଼ିଏ ସ୍ବପ୍ନଦେଖା ପ୍ରତ୍ୟହ ହୁଏ ସବୁ ନିରେଖି, ଚାଖି ଜାଣେ ନିଜକୁ ଯୋଗ୍ୟତମ ମଣେ…