Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଶିଶିର ବିନ୍ଦୁ

ପ୍ରିୟମ୍ବଦା ସାମଲ ଶିଶିର ବିନ୍ଦୁର ଭିଜା ପ୍ରତ୍ୟୁଷରେ ସୁକୁମାରୀ ମନ ଜାଗେ ଚନ୍ଦନ ବନର ବାସନାରେ ଭିଜେ ନବ ସପନର ମଗ୍ନେ। ତାରାଫୁଲ କିଛି ଆକାଶରୁ ପରା ଝରି ପଡିଛି ଆଞ୍ଚଳେ ଶିଶିରର ସ୍ନିଗ୍ଧ ବିନ୍ଦୁ ବିଛୁରିତ ସତେ ପ୍ରଶସ୍ତ କପାଳେ। ହେମନ୍ତ ଆକାଶେ ଚାନ୍ଦଟା ଆଜିକି…

ଭାଷା ଭାଗବତ : ତ୍ରୁଟି ସଂଶୋଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ତ୍ରୁଟି ସ୍ବୀକାରି ସଂଶୋଧନ କରିବାକୁ ଇଚ୍ଛୁକ ମନ ଭୁଲ୍‌ କରେନି ବାରଂବାର ଏ ହୁଏ ସ୍ବଭାବ ତାହାର କାମରେ ସବୁ ଭୁଲ୍‌ ପାଇଁ ଅନ୍ୟକୁ କରୁଥିଲେ ଦାୟୀ ହୁଏନି ଭ୍ରମ ସଂଶୋଧନ ଉତ୍‌କ୍ଷିପ୍ତ ହୋଇଥାଏ ମନ 'ଦୁଃଖିତ' କହୁଁ ଭୁଲ୍‌ କରି…

ଭାଷା ଭାଗବତ : ପରଂପରା ଲୁପ୍ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପରଂପରା ହେଲାଣି ଲୁପ୍ତ ତାହା ହେବା ପୁନର୍ଜୀବିତ ନୁହେ ସହଜସାଧ୍ୟ କାର୍ଯ ଅଥବା ନୁହେ ଅନିବାର୍ଯ ଯାହା ହୋଇଗଲାଣି ମୃତ ତାହା ହେଲାଣି ସ୍ମୃତିଗତ ସେହି ରୂପରେ ତାହା ଥାଉ ଅତୀତ ତୃପ୍ତିଦାୟୀ ହେଉ ଇତିହାସରେ କରି ବାସ ଯେ ପାଏ…

କବିତା : ପ୍ରେମର ଆୟୁଷ

ତପସ୍ୱିନୀ ଶତପଥୀ ଚିରନ୍ତନ ଶାଶ୍ୱତ ଅମୃତର ସ୍ପର୍ଶ ଯୋଡ଼େ ଦୁଇ ଅନ୍ତର ନା ତାର ପ୍ରେମ କରଇ ସଭିଙ୍କୁ ହର୍ଷ ସୁପ୍ତ ଚେତନାକୁ ଜାଗ୍ରତ କରେ ସ୍ଵୟଂ ସିଦ୍ଧ କରେ ପରିଚୟ ଭରେ ଆନନ୍ଦ ମନରେ ମୃଦୁ ମଳୟର ମଳୟ ପବନେ ପୁଲ୍ଲକିତ ସ୍ପନ୍ଦନ ନିଷ୍ପାପ କରେ ଜୀବନ ବନ୍ଧନ ଶ୍ରାବଣ ଭିଜା…

ଭାଷା ଭାଗବତ : ସତ୍ୟାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କହି ନ ହେଲେ ସତ କଥା ପାଳିପାରିବା ନିରବତା ନିଜ ଭଳି ପାରିବା ହୋଇ କଷ୍ଟ କି ପରିଶ୍ରମ ନାହିଁ ସ୍ବର୍ଗ ଖୋଜିବାନାହିଁ ଦୂରେ ତାହା ତ ଅଛି ନିଜ ଘରେ ସ୍ବର୍ଗ ତ ଶୁଦ୍ଧ ମନୋଭାବ ଆମର ନିତ୍ୟ ଅନୁଭବ ସ୍ବର୍ଗ ଯେହେତୁ ନୁହେ ସ୍ଥାନ…

ସାହିତ୍ୟ ମୋ ପାଇଁ ଜୀବନ ବଞ୍ଚିବାର ମାର୍ଗ : ଅମ୍ବୁଜା ମହାନ୍ତି

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅମ୍ବୁଜା ମହାନ୍ତିଙ୍କ ସହ ‘ସ୍ୱଳ୍ପ ଆଳାପ’…

ଗଳ୍ପ : ପ୍ରକୃତ ବାନ୍ଧବୀ

ଗୌରାଙ୍ଗ ପଟେଲ ଗୋଟିଏ ଦେଶୀ ପାଉଚ, ପାଞ୍ଚ ଟଙ୍କିଆ ମିକ୍ସଚର ପକେଟ, ଗୋଟେ ପାଣି ପାଉଚ ଆଉ ଗୋଟିଏ ଡିସ୍ପୋଜେବଲ୍ ଗ୍ଲାସ। ସହଜ ସୁଲଭ ତାରିକାରେ ମଦ ପିଆ। ଦିନକୁ କେତେଥର କେଜାଣି କିନ୍ତୁ ଯେତେବେଳେ ଦେଖିଲେ ସେନକା ଆଗ ପଛହେଇ ଢଳି ଢଳି ଚାଲୁଥାଏ। ଘର ପରିବାରର ହାଲ ତାର ଦାୟିତ୍ୱ ସେ…

ଭାଷା ଭାଗବତ : ଅଫେରା ପଳାତକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅନ୍ନକୁ କଲେ ଅନାଦର ଉଜୁଡ଼ିଯିବ ଏ ସଂସାର ପ୍ରତିଟି ଦାନା ମୂଲ୍ୟବାନ ବୁଝଂତୁ ପ୍ରତ୍ୟେକ ସଂତାନ ଅନ୍ନକୁ ବାଂଟିଲେ ମାଗଣା ତା'ର ମୂଲ୍ୟ ପଡ଼େନି ଜଣା ମାଗଣା ପାଇବା ଅଭ୍ୟାସ ଘଟାଏ ଶ୍ରମର ବିନାଶ …

କବିତା : ଅଜନ୍ମା

ରାମକୃଷ୍ଣ ତାର ଜନ୍ମ ନହେବା ଅଥଚ ଦେହଟିଏ ପିନ୍ଧି ଆମେ ଦେଖିପାରି ନଥିବା ସ୍ବପ୍ନ ପରି ମାଟିରେ ଛିଡ଼ାହେବା ଗୋଟେ ଅଲୌକିକ ସମ୍ଭାବନାର ଉଦୟ ନିଶ୍ଚୟ । ଯେଉଁ ଦିନ ତାକୁ ଓହ୍ଲାଇ ଦିଆଗଲା ଏ ମାଟିରେ ମୃତ୍ୟୁ ତାର ହାତ ଧରି ବୁଲାଇ ଆଣିଲା ଆମର ଚରାଭୁଇଁରେ ଯେଉଁଠି ସେ ସଜାଇ…

ଗଳ୍ପ : ସ୍ବପ୍ନ ବୃତ୍ତାନ୍ତ

ପ୍ରସେନଜିତ୍ ସେଠୀ  ଆଜି ରାସ୍ତାଟା ଭାରି ଶୂନଶାନ। ହଁ ଏମିତି ନିର୍ଜନ ରାସ୍ତାରେ, ଏକା ଏକା ଆଗକୁ ବଢ଼ିବାକୁ ଭାରି ଭଲ ଲାଗେ। ଆହା ସେ ମଳୟ ପବନର ଶୀତଳତା, ଯୌବନର ଅନୁଭବକୁ ଆହୁରି ରୋମାଞ୍ଚିତ କରି ଦେଉଛି। ସାମ୍ନାରେ ସୂର୍ଯ୍ୟମୁଖୀ କ୍ଷେତରେ, ବାଳୁତ ସୂର୍ଯ୍ୟଙ୍କ କିରଣ, ଅନ୍ୟ ଏକ…