Latest Odisha News

BREAKING NEWS

Browsing Category

ସାହିତ୍ୟ

ନିଜ ଭାବନାକୁ ମୁକ୍ତ କରିବା ପାଇଁ ମୁଁ ଲେଖେ : ମୈତ୍ରୀମୟୀ ନାୟକ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ମୈତ୍ରୀମୟୀ ନାୟକ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ, କବିତା ତଥା ଆଲେଖ୍ୟରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟର ନବ ପ୍ରତିଭା…

ଗଳ୍ପ : ଦୃଶ୍ୟ ଅଦୃଶ୍ୟ

ସ୍ମୃତି ପଟ୍ଟନାୟକ ସେଦିନ ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଏମିତିରେ ତିଥି ଅନୁସାରେ ମୋର ସେଦିନ ସ୍ବନକ୍ଷତ୍ର ଦିବସ । ଆମେ ସକାଳୁ ମହାନଦୀ କୂଳରେ ଡଙ୍ଗା ଭସାଇ କଟକରୁ ବାହାରିଲୁ ପୁରୀ । ବାଟ ମଙ୍ଗଳାଙ୍କ ପାଖରେ ଗାଡ଼ି ରଖି ଦର୍ଶନ କଲୁ। ସେଇଠୁ ପ୍ରବଳ ଜନସମାଗମ ଆରମ୍ଭ ହୋଇଗଲା। ଏତେ ଗହଳି…

କବିତା : ଚକରେ ଜୀବନ

ଆଶୁତୋଷ ମିଶ୍ର ଅତୀତର ବୋଝ ସବୁ ବୋହିଥିଲି, ମୋ ରିକ୍ସାର ତିନୋଟି ଚକରେ ଭାବିଥିଲି ବର୍ତ୍ତମାନ ଆଉ ଭବିଷ୍ୟବି ବୋହିନେବି ପେଡଲ ମାଡ଼ରେ କେତେ ଗଳିକନ୍ଦି ଭିଡ଼ ରାସ୍ତାର ମଝିରେ ମୋ ରିକ୍ସା ଗଡ଼ିଯିବ ଗୋଟେ ନିଶ୍ୱାସରେ ଆଖିରୁ ବୋହିଗଲା ଭାବନାର ତରଳ ପଦାର୍ଥ ରିକ୍ସାର କଣା ଫୁଟା…

ଭାଷା ଭାଗବତ : ଭାଷାର ନମନୀୟତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ମୋହର, ମୋର, ହୋଇଛି ମୋ ତୋହର, ତୋର, ହେଲାଣି ତୋ ଯେ ଓ ସେ ହୋଇଗଲେଣି ଯିଏ ଓ ସିଏ ଅଛୁଁ ଜାଣି ଯିଏମାନେ ଓ ଯେଉଁମାନେ କେଉଁଟି ଚଳେ ମୁହିଁ ଜାଣେ ସିଏମାନେ ହୁଏ ସେମାନେ ବୁଝଂତିନାହିଁ କେଉଁମାନେ ? କେଉଁ, ଯେଉଁ କି କୋଉ,…

କବିତା : ଈଶ୍ୱର

ସଂଘମିତ୍ରା ରାଏଗୁରୁ  ମୁଁ ପ୍ରେମରେ ତୁ ବି ପ୍ରେମରେ ଫରକ ଏତିକି ମୁଁ ଲୁଣରେ ସମୁଦ୍ର ଦେଖେ ତୁ ଲୁଣର ସାନ୍ଦ୍ରତା ମାପୁଥାଉ ସମୁଦ୍ର ଭିତରେ ମୁଁ ଚର୍ଚ୍ଚାରେ ତୁ ବି ଚର୍ଚ୍ଚାରେ ଖବରଠୁ ଖବରକାଗଜ ଯାଏ ଯିଏ ଯେମିତି ଦେଖିଲା ସେଇ ନଜରରେ ପ୍ରେମ ଆଉ ଚର୍ଚ୍ଚା ଚର୍ଚ୍ଚା ଆଉ…

ଭାଷା ଭାଗବତ : ବିବେକ’ ଏବେ ମୃତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଚାଂଚଲ୍ୟକର ଏ ଖବର ସର୍ବେ ଜାଣିବା ଦରକାର 'ବିବେକ' ହେଲା ଏବେ ମୃତ ଏ ସତ୍ୟ ଲୋକେ ଜାଣଂତି ତ! ଆଲୋକ ହେଲା ଅଂତର୍ହିତ କେହି ନୁହଂତି ଶୋକଗ୍ରସ୍ତ ଉଜ୍ଜ୍ବଳତାର ଅବସାନ ଯୋଗୁଁ କେ ହୋଇନି ବିଷଣ୍ଣ ଚେତାଉଥିଲା ଦିବା ନିଶି…

କବିତା : ଶବ ବ୍ୟବଚ୍ଛେଦ

ରାମକୃଷ୍ଣ  ଭାବରତିରେ ମୂର୍ଚ୍ଛା ଯାଇଥିବା ବେଳେ ତାକୁ ଘୋଷଣା କରିଦିଆଗଲା ମୃତ ହତ୍ୟା ନା ଆତ୍ମହତ୍ୟା ? ସନ୍ଦେହ ଘେରରେ ଛନ୍ଦିହେଲା ଅକାଳରେ ଅପମରଣ ଚିରି ଭିତରେ ଖୋଜା ଚାଲିଲା କେଉଁଠି ଲୁଚିଛି ମୃତ୍ୟୁର କାରଣ ଛାତିର ବାଁପଟେ ଦରଫୁଟା ଗୋଟେ ଗୋଲାପ ଡାହାଣ ପଟେ ଗୋଟେ ପାଲଟଣା…

ରାଜ୍ୟ ସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର : ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ଆଦିବାସୀ…

ଆଜିଠାରୁ ୨୬ ପର୍ଯ୍ୟନ୍ତ ଦ୍ୱିତୀୟ ‘ସୋଆ ସାହିତ୍ୟ ଉତ୍ସବ’

ଭୁବନେଶ୍ୱର : ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍‌’ (ଶବ୍ଦ ଓ ଭାବନାର ଉତ୍ସବ) ଶୀର୍ଷକରେ ଆଜିଠାରୁ ଦ୍ଵିତୀୟ ଥର ପାଇଁ ତ୍ରିଦିବସୀୟ ସୋଆ ସାହିତ୍ୟ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ସାହିତ୍ୟ, ସଂସ୍କୃତି, କଳା, ମଞ୍ଚ ଓ…

ଭାଷା ଭାଗବତ : ସଫଳ ଓଡ଼ିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଘରକାମରୁ ତ୍ରାହି ନାହିଁ ପରକାମକୁ ବେଳ କାହିଁ କରିବ ପର ଉପକାର ଏପରି ଇଚ୍ଛା ନାହିଁ କା'ର ଯେ ଯାହା ଘରକାମେ ମଜ୍ଜି କର୍ତବ୍ୟ ପାରଂତିନି ଖୋଜି ଅଇଁଠା ଥାଳି, ଗିନା ମାଜି ଚଳିବା ପାଇଁ ସଦା ରାଜି ହାଟରେ ମୂଲାଇ ସଉଦା ପଚା…