Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସତ୍ୟ ନୁହେ ଅନୁମାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯେତେ ଶିଖିଛିଁ ନିଜେ ନିଜେ ତାହା ହିଁ ଲଗାଉଛିଁ କାର୍ଯେ ମୁଁ ନିଜେ ଗୁରୁ ଆଉ ଚେଲା ହୋଇଛି, ତେଣୁ ଭଲ ହେଲା ଅଲୋଡ଼ା ଉପଦେଶ ଶୁଣି ଗୋଟେ ବି ପାରେନାହିଁ ମାନି ମନେ ରଖିଲେ ନୀତିବାଣୀ ଜୀବନ ଉନ୍ନତ ହୁଏନି ଯାହା କହଂତି ଜ୍ଞାନୀ…

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ : ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ନରେନ୍ଦ୍ର ମୋଦୀ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ବସୁଧୈବ କୁଟୁମ୍ବକମ୍ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଉପନୀତ ହୋଇଛି ।…

ଭାଷା ଭାଗବତ : ପ୍ରେମ ବିଷାମୃତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅନଳଂକୃତ ବାସ୍ତବତା ସୂଚାଏ ବିଶ୍ବର ବ୍ୟବସ୍ଥା ଏ ନୁହେ ମନଗଢ଼ା କଥା ଅଟେ ନିଷ୍ଠୁରତମ ବ୍ୟଥା ଭାଷାରେ ବିଷ ଓ ଅମୃତ ଉଭୟ ହେଲେ ବ୍ୟବହୃତ ବ୍ୟକ୍ତି ହୁଏନି ନିଶ୍ଚେ ମୃତ ଅଥବା ସର୍ବଦା ଜୀବିତ ପ୍ରେମର ଅସଂଖ୍ୟ ଧରଣ କରିବା…

କବିତା : ଭୋକ

ସ୍ମୃତି ରଞ୍ଜନ ତ୍ରିପାଠୀ ଭୋକ ଗୋଟେ ଉଜ୍ଵଳ ଆଲୋକ ସ୍ପଷ୍ଟ ଦିବାଲୋକରେ କ୍ଷଣିକ ଆୟୁଷ ଭୋକ ଗୋଟେ ଉଜ୍ଵଳ ଆଲୋକ ସ୍ପଷ୍ଟ ଦିବାଲୋକରେ କ୍ଷଣିକ ଆୟୁଷ ଲୋଡୁଥିବା ଅସହାୟ ପୃଥିବୀ ଭୋକ ଗୋଟେ ଅନ୍ଧାରୀ ଅଭାବୀ ଅଡ଼ୁଆ ସୂତାର କ୍ଷଣେ କ୍ଷଣେ ଧିକାର କରୁଥିବା ଉତ୍କଟ ଅଥଚ ବାଧ୍ୟ…

ସ୍ୱଳ୍ପ ଗଳ୍ପ : କବି ଓ କାଗଜ ଡଙ୍ଗା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୪  ଜଣେ କବି ଥିଲେ । ଏଇ କବିଙ୍କର ଆସକ୍ତିମାନଙ୍କ ଭିତରୁ ଗୋଟିଏ ପ୍ରମୁଖ ଆସକ୍ତି ଥିଲା କାଗଜଡଙ୍ଗା। ଯଦି ପାଖରେ ତାଙ୍କର କିଛି ବଳକା ସମୟ ରହିଥାଏ ତେବେ ଯେଉଁଠି ଗୋଟିଏ ବହମାନ ଜଳର…

ଭାଷା ଭାଗବତ : କବିତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କ ଳ୍ପନା *ବି* ହୀନ ସତ୍ୟ *ତା* କବିତା *କ* ଅଁଳ *ବି* ଶ୍ବାଶ୍ରୟୀ ଚି *°ତା* କବିତା *କ* ଳନା *ବି* ରହିତ ବା *ର୍ତା* କବିତା *କ* ଳ୍ମଷ *ବି* ଦୀର୍ଣ ସମ *ତା* କବିତା କବି ନ ହେଲେ…

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କଳା ସାହିତ୍ୟ ଓ ଐତିହ୍ୟ ସଂରକ୍ଷଣ ନିମନ୍ତେ ସ୍ଥାପିତ ଶାଖା ସୋଆ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ…

କବିତା : ରୂପସୀ ତନୟା ଶୀତ

ସାଧନା ପଣ୍ଡା ପହିଲି ଶୀତର ପ୍ରତିଟି ଟୋପାରେ ତୁମ ପାଦ ଶବ୍ଦ ଶୁଭେ ସୋରିଷ କ୍ଷେତର ହଳଦୀ ପାଟରେ ଆନନ୍ଦ ଭରଇ ଲବେ । ପୃଥିବୀ ପଣତେ ଧୂମିଳ ପ୍ରଭାତେ ଛାଇ ଯାଅ ପ୍ରୀତି ବୋଳି ସରଗ ସୁଷମା ମରତରେ ଉଭା ଗୁଞ୍ଜଇ ନୁପୂର ତୋଳି । ଫେରିଛ କି ସତେ ଏଇ ଏ ମରତେ ରାଗର ମହ୍ଲାର ଗାଇ…

ଭାଷା ଭାଗବତ : ‘ବିବେକ’ ଅଟେ ଚିରଂଜୀବୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  'ବିବେକ ଅଟେ ଚିରଂଜୀବୀ' ଯଦି ବି ଏବେ ମୁଁ ଲେଖିବି ମୋ ଲେଖା ହୋଇଯିବ ମିଥ୍ୟା ତେଣୁ ମୁଁ ପାଉଥିବି ବ୍ୟଥା ସ୍ବୀକାର କଲେ ବାସ୍ତବତା ଅସ୍ଥିର ହୁଏନାହିଁ ମଥା ଯାହା ମୋ ଅନୁଭୂତ ସତ୍ୟ ତାହା ମୁଁ କରେଁ ପ୍ରକଟିତ ଅନ୍ୟ କେ…

ନିଜ ଭାବନାକୁ ମୁକ୍ତ କରିବା ପାଇଁ ମୁଁ ଲେଖେ : ମୈତ୍ରୀମୟୀ ନାୟକ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ମୈତ୍ରୀମୟୀ ନାୟକ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ, କବିତା ତଥା ଆଲେଖ୍ୟରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟର ନବ ପ୍ରତିଭା…