Latest Odisha News

BREAKING NEWS

Browsing Category

ସାହିତ୍ୟ

ଏସସିଏସଟିଆରଟିଆଇ ପକ୍ଷରୁ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ

ଭୁବନେଶ୍ୱର : ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଏକ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ଯୋଗ ଦେଇଥିବା ଜନଜାତି କବିମାନଙ୍କୁ…

ଅନୁବାଦ କବିତା : ଅକିଞ୍ଚନ

ମୂଳ ହିନ୍ଦୀ : ଅଶୋକ ବାଜପେୟୀ  ଯଦି ତିଷ୍ଠିବ ତେବେ ସେ ହିଁ ତିଷ୍ଠିବ ଆମ ସମସ୍ତଙ୍କ ଭିତରେ ସେହି ଅକିଞ୍ଚନ ମଣିଷଟି ଯିଏ ରୁଆବ ଆଗରେ କାକୁତିମିନତି ହୁଏନି, ନିଜ ପିଲାଙ୍କ ନମ୍ୱର ବଢାଇବା ଲାଗି ଯାଏନି ମାଷ୍ଟରଙ୍କ ଘରକୁ, ଯିଏ ରାସ୍ତାରେ ପଡିଥିବା ଆହତକୁ ସବୁ କାମ ଛାଡି ସବା ଆଗେ…

ଭାଷା ଭାଗବତ : ଦେଶକୁ ଦୁର୍ଦିନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଗୋଷ୍ଠୀ, ସାମ୍ମୁଖ୍ୟ, ସଂଘ, ଦଳ ସବୁଠି ଦିଶୁଛି କେବଳ ପରିବାରର ପ୍ରତିପତ୍ତି ହେଉଛି ବହୁମୁଖୀ କ୍ଷତି ଉଚ୍ଚେ ଆସୀନ ନେତାଗଣ ଥାଉ ବା ନ ଥାଉ କାରଣ କରଂତି ଏକାକୀ ନିଷ୍ପତ୍ତି ଏଥିଯୋଗୁଁ ତ ଅଧୋଗତି ତଡ଼ା ନ ପାଇବା ପର୍ଯଂତ…

ମିନତୀ ମିଶ୍ରଙ୍କ ‘ମିନୁର ମିନି କବିତା’ ଲୋକାର୍ପିତ

ଭୁବନେଶ୍ୱର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ସପ୍ତମ କବିତା ସଙ୍କଳନ ‘ମିନୁର ମିନି କବିତା’ ଉନ୍ମୋଚିତ ହୋଇଯାଇଛି । ପ୍ରକାଶକ ତଥା ଲେଖକ ସରୋଜ ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଫନୀ ମହାନ୍ତି…

ଫକୀର ମୋହନ ନାହାକଙ୍କ ରଚିତ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ହେଲଥ କମ୍ୟୁନିକେସନ ଓ ଗାଁ କଥା ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ତିନି ଦିନିଆ ନ୍ୟାସନାଲ ମିଡିଆ କନକ୍ଳେଭର ଉଦ୍ଘାଟନୀ ସମାରୋହ ଅବସରରେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଉତ୍କଳ…

କବିତା : ନିର୍ଣ୍ଣୟ

ବଳରାମ ପୂଜାରୀ ବାହୁଡୁଥିଲେ ତମାମ ମୃତ୍ୟୁ ମୁହାଁ ପ୍ରତିଜ୍ଞାସବୁ ? ଖୋଳପା ଛଡେଇ ଆୟୁଷମାନେ ପାଲଟୁ ଥିଲେ ପ୍ରାରବ୍ଧର ପାଲଟାବାଘ ? ଦିର୍ଘାୟୁ ପ୍ରାପ୍ତ ଆଶୀର୍ବାଦର ଆହୁତିରେ ଭସ୍ମ ହେଉଥିଲେ ଭ୍ରମିତ ଆଣ୍ଟପଣର ଅସୀମ ଧୈର୍ଯ୍ଯ, ବାଟ ଭାଙ୍ଗୁଥିଲେ, ଅଭେଦ୍ଯ ଅସହିଷ୍ଣୁ…

ଭାଷା ଭାଗବତ : ଲୋଡ଼ୁଛୁଁ ଆରାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ' ଭଲ ହୋଇଛି ' ଠାରୁ ବେଶି ମତ ପାଇଲେ ହେଉଁ ଖୁସି ଲୋଡ଼ୁଛୁଁ ସର୍ବ ସହଯୋଗ ଅସହନୀୟ ଏ ଦୁର୍ଯୋଗ ସବୁ ସୁବିଧା ଥାଇ ସୁଦ୍ଧା କିଏ ଦିଏ କାହାକୁ ବାଧା ? ପରିବ୍ୟାପ୍ତ ଏ ନିଷ୍କ୍ରିୟତା ନିର୍ମୂଳ କରିପାରେ ସତ୍ତା କଥା ଚଳାଉଁ…

ସ୍ୱଳ୍ପ ଗଳ୍ପ : ବିଚାର, ନାଟ୍ୟକାର ଏବଂ ଗୋଟିଏ ନାଟକ

ଜ୍ୟୋତି ନନ୍ଦଙ୍କ ନିୟମିତ ବିଭାଗ ସ୍ୱଳ୍ପ ଗଳ୍ପ : ୮୩ ସମସ୍ତ ଅଭିଯୋଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଶୁଣି ସାରିବା ପରେ ବିଚାରକ ଜଣକ ଅଭିଯୁକ୍ତଙ୍କ ଆଡକୁ ଚାହିଁଥିଲେ । ସାମ୍ନାରେ କାଠଗଡାରେ ଛିଡା ଅଭିଯୁକ୍ତଙ୍କର ମୁହଁରେ କୌଣସି ଭାବାନ୍ତର ନାହିଁ । ବିଚାରକଙ୍କ ସାମ୍ନାରେ ତାଙ୍କ ବିରୁଦ୍ଧରେ…

ସନେଟ : ସପନ ସଞ୍ଜରେ

ଅଞ୍ଜଳି ଗିରି ଆଶାୟୀ ହୃଦୟେ ରାତ୍ରି ଅଗଣାରେ ଚିକିମିକି ତାରାଫୁଲ, ପ୍ରୀତି ପ୍ରଣୟରେ ବିରହ ଦୀପକ ସାଜିଣ ମାଗନ୍ତି ମୂଲ । ବହଳ ଚାନ୍ଦିନୀ ବିଞ୍ଚିଦେଇ ଜହ୍ମ ଜଗାଏ ମହୁଲି ନିଶା, କିଛି କିଛି ସ୍ବପ୍ନ ଆବେଗ ଉଛ୍ୱ।ସ ବଖାଣିଲେ ହୃଦ ଭାଷା ।। ଶାନ୍ତ ସମୀରଣ ଜାଗେ ଶିହରଣ ମଉଳା ମନକୁ…

ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ‘ପ୍ରାଚୀ ଅବବାହିକା’ ଲୋକାର୍ପିତ

ଭୁବନେଶ୍ୱର : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଶା ନାଗରିକ ମହାମଞ୍ଚ ପକ୍ଷରୁ ଐତିହାସିକ, ଗବେଷକ, ସାହିତ୍ୟିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୩ତମ ଜନ୍ମଦିବସ ଅବସରରେ ତାଙ୍କ ସାରସ୍ୱତ କୃତି ‘ପ୍ରାଚୀ ଅବବାହିକା’ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର…