Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ବେଳାଭୂମିର ଶିଳ୍ପୀଟିଏ ମୁଁ

ବିନୋଦିନୀ ଦାଶ  ଭବସାଗର ବେଳାଭୂମିରେ ବାନ୍ଧିଛି ମୁହିଁ ବସା, ଶିଳ୍ପୀଟିଏ ସାଜି ମୁଁ ବଞ୍ଚେ ଧରି କର୍ମ ବେଉସା । ତା’ ସାଥେ ନିତି ସୁଖରେ ଥାଏ ନବ ଚେତନା ଧରି, ବିଫଳ ହେଲେ ଭାଙ୍ଗି ପଡ଼େନି ତୋଳଇ ନୂଆ କରି । ଯେପରି ଗଢ଼େ ବାଲୁକା ଶିଳ୍ପୀ ବେଳାଭୂମିରେ ମୂର୍ତ୍ତି, ସାଧନା…

ଭାଷା ଭାଗବତ : ବର୍ଣ-ବଂଦିଶାଳା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ପୃଷ୍ଠାବଳି ଅକ୍ଷର-କାରା ଏ ଶାସ୍ତି ଯେହେତୁ ଅସରା ଅକ୍ଷର ରହେ ହୋଇ ବଂଦି ସାରା ଜୀବନ କାଂଦି କାଂଦି ପୃଷ୍ଠାରୁ ମୁକୁଳିବା କଳା ନ ଜାଣି ଅକ୍ଷର ବାଉଳା ହୋଇ ବିତାଂତି ସାରା ଦିନ ସର୍ବଦା ସହି ଅପମାନ କବି, ଲେଖକ ଅତ୍ୟାଚାରୀ ହୁଅଂତି…

ପଢ଼ିବାର ଆଗ୍ରହ ମତେ ଲେଖିବାକୁ ବାଧ୍ୟ କଲା : ଅଂଶୁମାନ ସାହୁ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଅଂଶୁମାନ ସାହୁ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । କଥା ନବ ପ୍ରତିଭା ପୁରସ୍କାର…

କବିତା : ତୁମେ

ମୈତ୍ରୀମୟୀ ନାୟକ ତୁମେ ଭିନ୍ନ ବହୁତ ଭିନ୍ନ ମୋ ଭାବନା ପୁରୁଷଠାରୁ, ସମସ୍ତଙ୍କଠାରୁ ତ କହିପାରିବିନି କିନ୍ତୁ ମୋ ନଜରରେ ଆସିଥିବା ପୁରୁଷଙ୍କଠାରୁ । ତୁମ ଚିନ୍ତାଧାରା ଖୋଜୁଥିବା ସମସ୍ୟାର ସମାଧାନ, ସମାଜକୁ ଦେଖିବାର ଦୃଷ୍ଟିଭଙ୍ଗୀ ସବୁଠାରୁ ଅଲଗା । ପ୍ରେମର ପରିଭାଷା ଆଉ…

ଗଳ୍ପ : କାର୍ତ୍ତିକ ହବିଷ

ରବି ପଣ୍ଡା  ବଡ଼ ଓଷାରେ ବଡଦେଉଳକୁ ଆସି ବଡଠାକୁରଙ୍କୁ ଦର୍ଶନ ବେଳେ ଦଳାଚକଟାରେ କେତେକ ବ୍ରୁଦ୍ଧା ହବିଷ୍ୟାଳୀଙ୍କ ମୃତ୍ୟୁ ଖବର ଶୁଣି ଉଚ୍ଛନ୍ନ ହେଇଗଲା ଅକ୍ରୁର। ଘରକୁ ଦୌଡି ଯାଇ ଟିଭିରୁ ସମ୍ବାଦ ଶୁଣିବାକୁ ଖୋଲି ଦେଇଚି ତ ପତ୍ନୀ ହାଉଆ ପାଟିଟେ କଲେ, କ’ଣ ହେଲା? ଇମିତି ନଙ୍ଗଳା ମୁକୁଳା…

ଭାଷା ଭାଗବତ : ଦୁଶୁଚି କି ଏ ଦଶା ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଋ ଯଦି ସତେ ରୁ ହୁଅଂତା ଅଋଣ, କଋଣ ଦିଶଂତା ଲେଖିଲେ ଋଚି ଅବା ଋଟି କେହି କରଂତେନାହିଁ ପାଟି ହାତ ଲେଖିଲେ ସୁଦ୍ଧା ହ୍ୟ ପାଟି ତ କହୁଥାଏ ଝ୍ୟ ବାହ୍ୟ : ବାଝ୍ୟ ଓ ସହ୍ୟ : ସଝ୍ୟ କେଉଁଟି ଆମ ପରିଚୟ ? ଲେଖୁଛୁଁ ଯୁଦ୍ଧ, କହୁଁ ଜୁଧ୍ୟ…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମନୋରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ସମାରୋହ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି । ଏକାଡେମୀର ସଭାପତି ଜକ୍ଟର ହୃଷୀକେଶ ମଲ୍ଲିକଙ୍କ ପୌରାହିତ୍ୟରେ ଆୟୋଜିତ…

କବିତା : ସ୍ୱପ୍ନଭୁକ୍

ରାଜ କିଶୋର ଦାସ ଫେରେଇ ଦେବାର କଳା ଜାଣି ହୋଇନି ବୋଲିତ ଯେତେ ନିବୁଜ କରି ଆଖି ବନ୍ଦ କଲେ ବି ଭରିଯାଏ ଆଖିରେ ଆଖିଏ ସ୍ୱପ୍ନ । ଘର କେଉଁଠି ତା’ର ଯେ ବେଧଡ଼କ ଚାଲି ଆସେ ନିଦ, ଅଧାନିଦ, ବେ ନିଦ ଦି ନିଦ ଫରକ ପଡ଼େନି। ରାତି ପାହାନ୍ତା ସକାଳ ଯେତେବେଳେ , ସେତେବେଳେ ରାଜ…

ଭାଷା ଭାଗବତ : ନିଜର ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଆୟୁଷ ଯଦି ଜଣା ନାହିଁ ବୟସ ଗଣିବି କିପାଇଁ ତ୍ରିକାଳ ମୋଠାରେ ମିଳିତ ହୋଇ ତ ଅଛଂତି ଜୀବିତ କେବେ ମୁଁ ଯାହା ଭାବୁଥିଲି ଏବେ ତା ସତେ ହୋଇଗଲି କିଛି ତ ଯାଇନି ବଦଳି ସ୍ବଦେହ ଅଛି ଆଗ ଭଳି ଭାଟକୁ କହିଲି ମୁଁ ' ଭାଗ୍‌ ନିଜ କାମରେ…

କବିତା : ଅନ୍ଧାରର ଗୀତି

ସୁଜାତା ମିଶ୍ର ଗୁଣୁଗୁଣାଏ ଥୋକା ଥୋକା ଅନ୍ଧାର ନିବିଡ଼ତାର ଗୀତି.. ଅନ୍ତରଙ୍ଗ କିଛି ଅନୁଭୂତି.., ମେଘ କାନେ ଚୁପ୍ କରି କିଛି କହେ, କେବେ ପାହାଡ଼ ସାରା ଅଜାଡ଼ି ଦିଏ ତାମସିକ ଶୋଷର ତାତି, କେରାଏ ଅବସୋସ, ଠୋପାଏ ଅଶାନ୍ତି.., ଚାରି ଆଡ ଶୂନ୍ ଶାନ୍.. ଛାତି ତଳ ଅନ୍ଧାରୁଆ…