Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଶବ ବ୍ୟବଚ୍ଛେଦ

ରାମକୃଷ୍ଣ  ଭାବରତିରେ ମୂର୍ଚ୍ଛା ଯାଇଥିବା ବେଳେ ତାକୁ ଘୋଷଣା କରିଦିଆଗଲା ମୃତ ହତ୍ୟା ନା ଆତ୍ମହତ୍ୟା ? ସନ୍ଦେହ ଘେରରେ ଛନ୍ଦିହେଲା ଅକାଳରେ ଅପମରଣ ଚିରି ଭିତରେ ଖୋଜା ଚାଲିଲା କେଉଁଠି ଲୁଚିଛି ମୃତ୍ୟୁର କାରଣ ଛାତିର ବାଁପଟେ ଦରଫୁଟା ଗୋଟେ ଗୋଲାପ ଡାହାଣ ପଟେ ଗୋଟେ ପାଲଟଣା…

ରାଜ୍ୟ ସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର : ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ଆଦିବାସୀ…

ଆଜିଠାରୁ ୨୬ ପର୍ଯ୍ୟନ୍ତ ଦ୍ୱିତୀୟ ‘ସୋଆ ସାହିତ୍ୟ ଉତ୍ସବ’

ଭୁବନେଶ୍ୱର : ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍‌’ (ଶବ୍ଦ ଓ ଭାବନାର ଉତ୍ସବ) ଶୀର୍ଷକରେ ଆଜିଠାରୁ ଦ୍ଵିତୀୟ ଥର ପାଇଁ ତ୍ରିଦିବସୀୟ ସୋଆ ସାହିତ୍ୟ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ସାହିତ୍ୟ, ସଂସ୍କୃତି, କଳା, ମଞ୍ଚ ଓ…

ଭାଷା ଭାଗବତ : ସଫଳ ଓଡ଼ିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଘରକାମରୁ ତ୍ରାହି ନାହିଁ ପରକାମକୁ ବେଳ କାହିଁ କରିବ ପର ଉପକାର ଏପରି ଇଚ୍ଛା ନାହିଁ କା'ର ଯେ ଯାହା ଘରକାମେ ମଜ୍ଜି କର୍ତବ୍ୟ ପାରଂତିନି ଖୋଜି ଅଇଁଠା ଥାଳି, ଗିନା ମାଜି ଚଳିବା ପାଇଁ ସଦା ରାଜି ହାଟରେ ମୂଲାଇ ସଉଦା ପଚା…

ଏସସିଏସଟିଆରଟିଆଇ ପକ୍ଷରୁ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ

ଭୁବନେଶ୍ୱର : ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଏକ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ଯୋଗ ଦେଇଥିବା ଜନଜାତି କବିମାନଙ୍କୁ…

ଅନୁବାଦ କବିତା : ଅକିଞ୍ଚନ

ମୂଳ ହିନ୍ଦୀ : ଅଶୋକ ବାଜପେୟୀ  ଯଦି ତିଷ୍ଠିବ ତେବେ ସେ ହିଁ ତିଷ୍ଠିବ ଆମ ସମସ୍ତଙ୍କ ଭିତରେ ସେହି ଅକିଞ୍ଚନ ମଣିଷଟି ଯିଏ ରୁଆବ ଆଗରେ କାକୁତିମିନତି ହୁଏନି, ନିଜ ପିଲାଙ୍କ ନମ୍ୱର ବଢାଇବା ଲାଗି ଯାଏନି ମାଷ୍ଟରଙ୍କ ଘରକୁ, ଯିଏ ରାସ୍ତାରେ ପଡିଥିବା ଆହତକୁ ସବୁ କାମ ଛାଡି ସବା ଆଗେ…

ଭାଷା ଭାଗବତ : ଦେଶକୁ ଦୁର୍ଦିନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଗୋଷ୍ଠୀ, ସାମ୍ମୁଖ୍ୟ, ସଂଘ, ଦଳ ସବୁଠି ଦିଶୁଛି କେବଳ ପରିବାରର ପ୍ରତିପତ୍ତି ହେଉଛି ବହୁମୁଖୀ କ୍ଷତି ଉଚ୍ଚେ ଆସୀନ ନେତାଗଣ ଥାଉ ବା ନ ଥାଉ କାରଣ କରଂତି ଏକାକୀ ନିଷ୍ପତ୍ତି ଏଥିଯୋଗୁଁ ତ ଅଧୋଗତି ତଡ଼ା ନ ପାଇବା ପର୍ଯଂତ…

ମିନତୀ ମିଶ୍ରଙ୍କ ‘ମିନୁର ମିନି କବିତା’ ଲୋକାର୍ପିତ

ଭୁବନେଶ୍ୱର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ସପ୍ତମ କବିତା ସଙ୍କଳନ ‘ମିନୁର ମିନି କବିତା’ ଉନ୍ମୋଚିତ ହୋଇଯାଇଛି । ପ୍ରକାଶକ ତଥା ଲେଖକ ସରୋଜ ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଫନୀ ମହାନ୍ତି…

ଫକୀର ମୋହନ ନାହାକଙ୍କ ରଚିତ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ହେଲଥ କମ୍ୟୁନିକେସନ ଓ ଗାଁ କଥା ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ତିନି ଦିନିଆ ନ୍ୟାସନାଲ ମିଡିଆ କନକ୍ଳେଭର ଉଦ୍ଘାଟନୀ ସମାରୋହ ଅବସରରେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଉତ୍କଳ…

କବିତା : ନିର୍ଣ୍ଣୟ

ବଳରାମ ପୂଜାରୀ ବାହୁଡୁଥିଲେ ତମାମ ମୃତ୍ୟୁ ମୁହାଁ ପ୍ରତିଜ୍ଞାସବୁ ? ଖୋଳପା ଛଡେଇ ଆୟୁଷମାନେ ପାଲଟୁ ଥିଲେ ପ୍ରାରବ୍ଧର ପାଲଟାବାଘ ? ଦିର୍ଘାୟୁ ପ୍ରାପ୍ତ ଆଶୀର୍ବାଦର ଆହୁତିରେ ଭସ୍ମ ହେଉଥିଲେ ଭ୍ରମିତ ଆଣ୍ଟପଣର ଅସୀମ ଧୈର୍ଯ୍ଯ, ବାଟ ଭାଙ୍ଗୁଥିଲେ, ଅଭେଦ୍ଯ ଅସହିଷ୍ଣୁ…