Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାଷା ରକ୍ଷା ପାଇଁ ଦୀକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପିଂଡରେ ପ୍ରାଣ ଥିବା ଯାଏଁ ପ୍ରାଣୀଟି ଅହଂଗ୍ରସ୍ତ ହୁଏ ଚିତ୍ତରୁ ଅହଂନାଶ ପରେ ଦେହ ମରଣ ଲାଭ କରେ ମୁଁ କେବେ ଦେହରୁ ବାହାରି ଗଲେ ତ ଜୀବ ଯିବ ମରି ଦେହରେ ପ୍ରାଣ କରେ ବାସ ପ୍ରମାଣ : ନିଶ୍ବାସ, ପ୍ରଶ୍ବାସ କରୁଣା ଯେଣୁ…

ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପାଇଲେ ‘ନବଗୁଞ୍ଜର ସମ୍ମାନ’

ଭୁବନେଶ୍ୱର : 'ନବଗୁଞ୍ଜର ସଂସ୍କୃତି ମଞ୍ଚ' ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଏକ ସାରସ୍ବତ ବନ୍ଧୁମିଳନ ତଥା ନବଗୁଞ୍ଜର ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କୁ ନବଗୁଞ୍ଜର ସମ୍ମାନ ପ୍ରଦାନ…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କ ଶଙ୍ଖାରୀ ଗସ୍ତ

ବାଲେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ବାଲେଶ୍ବର ଜିଲ୍ଲାର ଶଙ୍ଖାରୀ ଗସ୍ତ କରି ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ସ୍ଥାନ ଶଙ୍ଖାରୀଠାରେ ବିଭାଗ ପକ୍ଷରୁ…

କବିତା : ସାର୍ଥକ ଜୀବନ

ନିରୁପମା ପତି ଶୀତ ଆଗମନେ ନିର୍ମଳ ଗଗନେ ସ୍ବାଗତ କରୁଛି ଧରା, ପଲ୍ଲବେ ନିହାର ମୁକ୍ତାର ଶିଶିର ଇନ୍ଦ୍ରଧନୁ ସାଜି ପରା ।। କୁସୁମେ ଶୋଭିତ ଫଲ୍ଗୁରେ ମୋହିତ ଚାନ୍ଦିନୀ ପରଶ ପାଇ, ଆଶାର କୋଣାର୍କ ଗଢ଼ି ଯିବା ଆଜି ସମ୍ପର୍କ ର ସାଥୀ ହୋଇ ।। ଶାନ୍ତି,ପ୍ରୀତି, ମୈତ୍ରୀ ଏକତାର…

ଭାଷା ଭାଗବତ : ଚଳିତ ସମୟର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥାରେ ଯେଉଁ ଶବ୍ଦ ଚଳେ ତାହା କେବଳ ଲେଖିଦେଲେ ଭାଷାକୁ ପଶେ ସରଳତା ବିଲୁପ୍ତ ହୁଏ ଦୁର୍ବୋଧ୍ୟତା ଲିପି ତ ଧ୍ବନିର ସୂଚକ ସ୍ବତଃ ତା ଶବ୍ଦର ରକ୍ଷକ ମୂଳ ଭାଷା ପାଟିର କଥା ସଂଭାଳେ ଶବ୍ଦର ସ୍ଥିରତା ଧ୍ବନି ଓ ଲିପିର…

ମହାଳୟା

ହିନ୍ଦୁ ଧର୍ମ ସହ ଅନେକ ରୀତିନୀତି , ପରମ୍ପରା , କିମ୍ବଦନ୍ତୀ ତଥା ପର୍ବପର୍ବାଣୀ ଆଦି କେଉଁ ଅନାଦି କାଳରୁ ଜଡି଼ତ । ପ୍ରତିଟି ପୂଜା ପର୍ବ ସହ ଏକ କାହାଣୀ ବା କିମ୍ବଦନ୍ତୀ ଜଡ଼ିତ ହୋଇଥାଏ । ଧାର୍ମିକ ଭାବନା ସହ ସଂଶ୍ଲିଷ୍ଟ ‘ ମହାଳୟା’ ହିନ୍ଦୁ ଧର୍ମର ଏକ ବିଶେଷ ଦିନ ଭାବରେ ପରିଗଣିତ ।…

ପ୍ରକୃତ ବନ୍ଧୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଯିଏ କି କିଛି ନବୁଝି ନଶୁଝି ଆପଣଙ୍କର ଯେ କୌଣସି ପରିସ୍ଥିତିରେ ସାଥିରେ ରହିଥାଏ ସେ ବନ୍ଧୁ ପଦବାଚ୍ୟ । ପ୍ରକୃତ ବନ୍ଧୁ କେବେ ବି ଭଲ ମନ୍ଦ ବିଚାର କରେନାହିଁ । ଯେ ମିତ୍ରର ସୁବିଧା ଅସୁବିଧାରେ ପ୍ରଥମେ ଆସି ଉପସ୍ଥିତ ହୁଏ ସେ…

ଅନୁବାଦ କବିତା : ରୁଦ୍ରକୁ ଚିଠି

ମୂଳ ବାଂଲା : ତସଲିମା ନାସରିନ ପ୍ରିୟ ରୁଦ୍ର, ମାର୍ଫତ ଆକାଶ ତୁମେ ଆକାଶର ଠିକଣାରେ ଚିଠି ଲେଖିବାକୁ କହିଥିଲ। ତୁମେକି ବର୍ତ୍ତମାନ ଆକାଶ ଭରିଅଛ ? ତୁମେ ଆକାଶରେ ଉଡ଼ିବୁଲ ତୁଳା ପରି, ପକ୍ଷୀମାନଙ୍କ ପରି ତୁମେ ଏଇ ଜଗତ, ଏଇ ସଂସାର ଛାଡ଼ି ଆକାଶକୁ ଚାଲିଯାଇଛ। ଅସଲରେ ତୁମେ…

ଭାଷା ଭାଗବତ : ନିଷ୍ଠା ବିହୀନ ଚେଷ୍ଟା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅହଂ, ଈର୍ଷା ଦିଅଂତି ସ୍ରଷ୍ଟା ମାରିବା ପାଇଁ କରି ଚେଷ୍ଟା ଆମେ ମିଶାଉନାହୁଁ ନିଷ୍ଠା ତେଣୁ ତ ମିଳେନି ପ୍ରତିଷ୍ଠା ପରଶ୍ରୀକାତର ଦୁର୍ଗୁଣ ପାଣି ସହ ଯେମିତି ଲୁଣ ଚଂଚଳ ହୋଇଲେ ବିଲୀନ ସୁଂଦର ହେବ ଏ ଜୀବନ ମନୁଷ୍ଯ ଜୀବନ…

ଭାଷା ଭାଗବତ : ଗୋମାତା, ସ୍ବମାତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୋମାତାଠାରୁ ଦୁହିଁ କ୍ଷୀର ଗୋପାଳ ଚଳାଏ ବେପାର ବାଛୁରି ରହିପାରେ ଜିଇଁ ବାସିଭାତ ତୋରାଣି ପିଇ ସ୍ବମାତା ଥନ ଗଲେ ଶୁଖି ଶିଶୁଟେ ଗୁଂଡ କ୍ଷୀର ଢୋକି ମାଆର ମୁହଁକୁ ନିରେଖି ସତରେ ହୋଇଥାଏ ସୁଖୀ ଗୋମାତା, ସ୍ବମାତା…