Latest Odisha News

BREAKING NEWS

Browsing Category

ସାହିତ୍ୟ

ଗପ : କେତେ ରୂପରେ ମା’

ପ୍ରସେନଜିତ ସେଠୀ                                                                          ଦଶହରା ସମୟ। ଆଜି ନବମୀ। ଚାରିଆଡ ଉତ୍ସବମୁଖର। ବିଭିନ୍ନ ପ୍ରକାର ଲାଇଟ୍ ରେ ସଜା ହେଇଛି ରାସ୍ତାଘାଟ। ମାଇକ୍ ରେ ଅନେକ ପ୍ରକାର ଗୀତ ବାଜି ଚାରିଆଡ କମ୍ପେଇ ଦେଉଛି। ଶକ୍ତପୀଠ…

କବିତା : ଦେବୀ

ଶୁଭ ନାରାୟଣ ସ୍ବାଇଁ କାଲି ଫେରିଲା ବେଳେ ପୁଣିଥରେ ମେଢ଼ ପାଖକୁ ଗଲି ଦେବୀଙ୍କୁ ଦେଖିଲି ଯେ ଝୁଣା ଧୂଆଁ ଭିତରେ ଥରିଲା ଭଳି ଦିଶୁଥିଲା ଦେବୀଙ୍କ ହାତ, ପାଦ ଓ ଦେହ ମଳିନ ଦିଶୁଥିଲା ଦେବୀଙ୍କ ମୁହଁ ! କେଜାଣି କାହିଁକି ମୋତେ ଲାଗିଲା ଇଏ ଜମାରୁ ଦେବୀ ନୁହଁ ।। ଫେରିଲା ବେଳକୁ…

ଭାଷା ଭାଗବତ : ସବୁ କାମ ବୃଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଝଡ଼, ବାତ୍ୟା,ବତାସ ଆସି ଏଠି ବହୁତ କିଛି ନାଶି ସହଜେ ଯାଇଥାଂତି ଖସି କେବେ ବୋଲାଂତିନାହିଁ ଦୋଷୀ ଲୋକେ ଲୋକଂକ ସହ ମିଶି ସଖା ହୁଅଂତି ବସି, ହସି ତା'ପରେ ଗଲେ ସୁଦ୍ଧା ଖସି କେବେ ତ ହୁଅଂତିନି ଦୋଷୀ ସଂପର୍କ ଯୋଡ଼ା,…

କବିତା : ଆଗମନୀ

ସୁଜାତା ମିଶ୍ର ଦେବୀ ଆସିଲା ବେଳକୁ ଫେରି ଯାଇଥିଲା ମୌସୁମୀ, ଧଳା ମେଘର ଓଢଣୀ ତଳେ ମୁହଁ ଲୁଚାଇଥିଲା କୁଆଁରୀ ଜହ୍ନ, ବିଜୁଳି ଯାଉ ଥିଲା ଫେରି ପାଦ କଚାଡ଼ି .. । ପୁଳାଏ ଆଣ୍ଟକୁ ଗଣ୍ଠି କରି ଫେରୁ ଥିଲା ଘଡ଼ଘଡ଼ି.. ସବୁଜ ପଣତ ମେଲାଇ କାଚକେନ୍ଦୁ ପାଣିରେ । ମୁହଁ…

ଭାଷା ଭାଗବତ : ତର୍କାଦି ସ୍ଥଗିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଭିଏଁ ବଦଳିବା ପରେ ମୁଁ ବି ବଦଳି ଯାଇପାରେଁ କରିଲେ ଏପରି ଭାବନା କିଛି ବି କେବେ ବଦଳେନା ବ୍ୟକ୍ତି-ଆଶ୍ରିତ ଏହି ଭାଷା ବଢ଼ାଇ ପାରୁନି ଭରସା ଜାତି ଦେଉଛି ଭାଷା ଛାଡ଼ି ଆପେ ଆପେ ପାରୁନି ବଢ଼ି ଲିପି ସରଳ ଆଉ ସ୍ପଷ୍ଟ ନ…

ଭାଷା ଭାଗବତ : ବିଧିନିର୍ଦିଷ୍ଟ କାର୍ଯ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦେହରୁ ପ୍ରାଣର ବିଦାୟ ପରେ ଆରଂଭ ହୁଏ କ୍ଷୟ ଏହା ବିଧିନିର୍ଦିଷ୍ଟ କାର୍ଯ ସଂସାରେ ଅଟେ ଅନିବାର୍ଯ ଖୋଜିଲେ ମୃତ୍ୟୁର କାରଣ କରିହୁଏନି ନିବାରଣ ଯାହା ଏପରି ସୁନିଶ୍ଚିତ ତା ପାଇଁ ନ ହେଲେ ଚିଂତିତ…

ସାହିତ୍ୟ ପତ୍ରିକା ‘ଅକ୍ଷାଂଶ’ର ଶାରଦୀୟ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ହରିଶ୍ଚନ୍ଦ୍ର ବେହେରାଙ୍କ ସମ୍ପାଦନାରେ ପ୍ରକାଶିତ ସାହିତ୍ୟ ପତ୍ରିକା ' ଅକ୍ଷାଂଶ'ର ଶାରଦୀୟ ସଂଖ୍ୟା ସ୍ଥାନୀୟ ଜୟଦେବ ଭବନରେ ବିଶିଷ୍ଟ କବି ଫନୀ ମହାନ୍ତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରଦୂତ କବି ଅମରେନ୍ଦ୍ର ଖଟୁଆ ବରେଣ୍ୟ…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍‌ଯାପିତ

୮ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଉଦ୍‌ଯାପିତ ହୋଇଛି । ଏହି ଅବସରରେ ପରିଷଦର ସଦସ୍ୟମାନଙ୍କ ହରେନ୍‌ ସାହୁଙ୍କ ନିର୍ଦ୍ଦେଶିତ ନାଟକ ‘ସମୟ କହିବ କିଏ କାହାର’ ମଞ୍ଚସ୍ଥ ହୋଇଥିଲା ।…

ସୁଭାଷ ଶତପଥୀଙ୍କ ଅନୂଦିତ ସଙ୍କଳନ ‘ମରୀଚିକା ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

ଭୁବନେଶ୍ୱର : ଅନୁବାଦ ସାହିତ୍ୟ 'ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ' ଆନୁକୂଲ୍ୟରେ ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ କୋଙ୍କଣୀ ଗାଳ୍ପିକ ଦାମୋଦର ମାଜୋଙ୍କ ୧୨ଗୋଟି ନିର୍ବାଚିତ ଗଳ୍ପକୁ ନେଇ ଅନୁଦିତ ସଙ୍କଳନ"ମରାଚିକା ଓ ଅନ୍ୟାନ୍ୟ ଗଳ୍ପ” ସ୍ଥାନୀୟ 'ଆମ ଓଡ଼ିଶା' ସଭାଗୃହରେ ଉନ୍ମୋଚିତ…

ଅନୁବାଦ କବିତା : ସମ୍ପର୍କ

ମୂଳ ବଙ୍ଗଳା : ଶ୍ୟାମଳୀ ସେନଗୁପ୍ତ ନଦୀ ସହିତ ନିଆଁର ଏକ ଅଲୌକିକ ସମ୍ପର୍କ ଯେମିତି ଚିତାର ପୋଡାକାଠ ଛୁଇଁ ରହିଥାଏ ତକିଆ। ମୃତ୍ୟୁ ପରେ ପୋଡୁନଥୁବା ନାଭିକୁଣ୍ଡଳୀର ବିଶ୍ରାମ ଘର ଜଳ ଓ ପଙ୍କ । ତା'ପରେ ଦିନେ ନାଭିରୁ ଥପୁଥାଏ ତେଲ ସେହି ତେଲରେ ଶରୀର ଭିଜାଇ ନିଏ ଝିଅ। ତେଲରୁ…