Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ବସ୍ତୁ ବ୍ୟବହାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁସ୍ତକ କାଗଜ ନିର୍ମିତ ବସ୍ତୁ ଭାବରେ ବିବେଚିତ ହେବାରୁ ଥିଲେ ସୁଦ୍ଧା ରହି ପାରୁନି ସ୍ବଜ୍ଞାନ ବଢ଼ାଇ ଅଲୋଡ଼ା ହେବାରୁ ପନିକି କେମିତି ଲାଗିଛି କଳଂକି ଏହା ସଭିଏଁ ଦେଖି ଦେଖି ମାଜି ଓ ପୋଛି ଦେଉଛୁଁ କି ? କଥାରୁ…

ସ୍ୱଳ୍ପ ଗଳ୍ପ : ଫଲନ୍ ଆଷ୍ଟ୍ରୋନଟ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୯ "ଫଲନ୍ ଆଷ୍ଟ୍ରୋନଟ୍" ର ଗୋଟିଏ ଶୁଦ୍ଧ ଓଡିଆ ଭାଷାନ୍ତର ଟିକିଏ ଜଗି ରଖି ମୂଳଶବ୍ଦକୁ ସେମିତି ଅସମ୍ମାନ ନ କରି ଭାଷାର ସଂଭ୍ରମତା ରକ୍ଷାକରି ସାହିତ୍ୟ ସାହିତ୍ୟ ଲାଗିବା ଭଳି, ଏହିପରି କରାଯାଇପାରେ, ଅର୍ଥାତ୍, "ଅବନତ ନଭଚାରୀ"…

ନିଜ ବିଚାର

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଶୁଆ ଆଉ ଛୁଆ ଭିତରେ ଏମିତି କେତେ ଫରକ କି? ଯେମିତି ଶୁଆ ଶାବକଟିଏ ଆଣି ଘରେ ପଞ୍ଜୁରୀ ଭିତରେ ରଖି ପୋଷା ମନେଇ ରାମ ନାମ ଘୋଷେଇଲେ, ଆହାର , ଆଦର ପାଇ ଆଉ ଘରଛାଡି ନଯାଇ ଶିଖେଇଥିବା କଥା କହେ, ଛୁଆଙ୍କୁ ପାଳିପୋଷି ବଡ଼କରି ଯାହା ବତେଇବେ.. ସେମାନେ ସେମିତି…

କବିତା : ଠିକଣା

ମାନସ ରଞ୍ଜନ ମହାପାତ୍ର ଆମେ ସବୁ ହଜିଯାଇଥିବା ଲୋକ ଠିକଣା ହଜେଇଥିବା ପଳାତକ ଆମେ ସବୁ ଆହୁଲା ହଜେଇ ନାଆ ଖୋଜୁଥିବା ନାବିକ ମିଶିଯିବା ଆଗରୁ ମହାକାଳର ସ୍ରୋତରେ ଆସ ଆମେ ଥରେ ଦେଖାହେବା ଏଇଠି ଏକାଠି ପରିଚୟକୁ ଖୋଜିବା ଅଚିହ୍ନା ଏଇ ସହରରେ । କେତେ ଶତାବ୍ଦୀ ବିତିଗଲାଣି କହିଲ…

ଭାଷା ଭାଗବତ : ଗୋଷ୍ଠୀଛଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାହାର ସଂଗଲାଭ ପାଇଁ ମୁଁ ଯେଣୁ ଇଚ୍ଛା କରେଁନାହିଁ ନିଜ କାମରେ ରହି ଲିପ୍ତ ହୁଏଁ ମୁଁ ସର୍ବାଧିକ ତୃପ୍ତ ଏ ତୃପ୍ତି ପାଇବା ସକାଶେ ସ୍ବେଚ୍ଛାରେ ଉଠେଁ ଆଉ ବସେଁ ଗୋଷ୍ଠୀରେ ହୁଏଁନାହିଁ ଯୋଡ଼ି କେହି ବି ପାରଂତିନି ତଡ଼ି…

ପୁସ୍ତକ ପରିଚୟ : ହୃଦୟର ହାତଗୋଡ଼

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ହୃଦୟର ହାତଗୋଡ ବିଜୟ ପ୍ରଧାନ, ଭବାନୀପାଟଣା ଯୋଗାଯୋଗ ‐ ୯୪୩୭୦୯୭୪୮୩ ପ୍ରକାଶକ ‐ ପଶ୍ଚିମା, ଭୁବନେଶ୍ବର ପୃଷ୍ଠା ‐ ୧୯୧, ମୂଲ୍ୟ ‐ ଟ.୧୭୦/- ମାତ୍ର ଖୁବ୍ କମ୍ ମାତ୍ର ଭଲ ଲେଖିବାରେ ବିଶ୍ବାସ ରଖୁଥିବା ଗାଳ୍ପିକ ବିଜୟ ପ୍ରଧାନ…

ମୁକ୍ତି ସଂଗ୍ରାମର ମହାନ ସଂଗ୍ରାମୀ ଜାତୀୟ କବି ବୀରକିଶୋର

ରାଜଲକ୍ଷ୍ମୀ ତ୍ରିପାଠୀ  ଦେଶ ସ୍ବାଧୀନତା ସଂଗ୍ରାମର ଅଶ୍ରୁଳ କାହାଣୀ ଯେପରି ବେଦନାଦାୟକ ସେପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ। ଆମ ସ୍ବାଧୀନତା ପ୍ରାପ୍ତିର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ସେ ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ତ୍ୟାଗର ଇତିହାସ ପ୍ରାୟ ବିସ୍ମୃତ। ଭାରତବର୍ଷର ମୁକ୍ତି…

କବିତା : ସ୍ୱାଧୀନ ଦେଶର ସନ୍ତାନ

ବାସନ୍ତୀ ଲତା ଜେନା  ସ୍ୱାଧୀନ ଦେଶର ସନ୍ତାନ ଆମେରେ ଆମେରେ ବୀର ଯବାନ ସତ୍ୟ ପଥେ ରହି କାମ କରିଯିବା ଆମେ ହେବା ବଳିୟାନ। ବହୁ କଷ୍ଟ ସହି ପୂର୍ବ ପୁରୁଷ ଯେ ଆଣିଦେଲେ ସ୍ୱାଧୀନତା ସ୍ୱାଧୀନତା ମାନ ରକ୍ଷା କରିବାକୁ ଆମର ବଢୁଛି ଚିନ୍ତା। ଆକାଶେ ଉଡୁଛି ତ୍ରିରଙ୍ଗା ପତାକା…

ଭାଷା ଭାଗବତ : ଶୃଂଗାରୋହୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୋ ନିଜ ମତର ଔଚିତ୍ୟ ପ୍ରମାଣ ନିମଂତେ ଉଦ୍ୟତ କେବେ ଥରେ ବି ହୋଇନାହିଁ ସ୍ବମତ ପାଳି, ଥାଏଁ ରହି ଯେହେତୁ ମୁଁ ନିଜେ ସ୍ବାଧୀନ ଅନ୍ୟ କାହାକୁ ପରାଧୀନ କରି ପାଶେ ରଖିବା ପାଇଁ କେବେ ଚେଷ୍ଟିତ ହୁଏନାହିଁ ନିଜ ଲକ୍ଷ୍ୟ…

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାର ପାଞ୍ଚଦିନିଆ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ଶିବିର ଉଦ୍‌ଘାଟିତ ହୋଇଛି । ଆଜିଠାରୁ ଆରମ୍ଭ ହୋଇ ୧୯ ତରିଖ ପର୍ଯ୍ୟନ୍ତ ଚାଲିବାକୁ ଏହି ପ୍ରଶିକ୍ଷଣ ଶିବିରରେ…