Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଣ : ନ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖୁଁ ପୁଣ୍ୟ ଓ କହୁଁ ପୁନ୍ୟ ଦିଶେ ବଣ୍ୟ ଓ ଶୁଭେ ବନ୍ୟ ଆମର ଭାଷାର ଲକ୍ଷଣ ବୁଝଂତି ସର୍ବସାଧାରଣ ଆଖି ଦେଖେ ଓ ଶୁଣେ କାନ ଲିପି ଓ ଧ୍ବନି ଭିନ୍ନ ଭିନ୍ନ ହେଲେ ବି ଆମ ଭାଷା ଜ୍ଞାନ ପାଆଂତି ସାଧାରଣ ଜନ ଆଣ : ଆନ ଓ…

ଲୋକକଳା ମାଧ୍ୟମରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ପ୍ରୟାସରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର…

ଅଭୁଲା ଗୀତ : ବାରି ଝରେ

ଗାୟନ : ଉଦୟନାଥ ସାହୁ ସଙ୍ଗୀତ : କାଳୀଚରଣ ଉଦୟନାଥ ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ନାରୀ, ୧୯୬୩ ବାରି ଝରେ ନାୟକ:ବାରି ଝରେ ବାରି ଝରେ ବାରି ଝରେ ଅଦିନ ଘୋର ଘନ ଘେରି ନୀଳାମ୍ବରେ ନାୟିକା:କେ’ ପିଆସୀ ମୋରେ ଡାକେରେ କେ’ ପିଆସୀ ମୋରେ ଡାକେରେ…

ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀ ମତେ ଲେଖିବାକୁ ପ୍ରେରିତ କଲା : ଅନୀତା ଦାସ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନୀତା ଦାସଙ୍କ ସହ ‘ସ୍ୱଳ୍ପ ଆଳାପ’…

ଭାଷା ଭାଗବତ : ଳ : ଲ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ରଡ଼ିଛାଡ଼ିଲେ କ୍ରୂର କାଳ ଶୁଣିପାରେନି ଜଣେ କାଲ ହାତରେ ରଖନାହିଁ ଗାଲ ଚଂଚଳ ଯାଇ ଭାତ ଗାଳ ନାନା କୌଶଳେ, ବଳେ କଳେ ସଭିଏଁ ମିଶି କାମ କଲେ ପୁରୁଣା କଟକକୁ ଗଲି ଦେଖିଲି ସରୁ ଲଂବା ଗଳି କରିଲ ନିଜେ ଏତେ ହେଳା ସତରେ କ'ଣ…

କବିତା : ପ୍ରେମ

ତପସ୍ୱିନୀ ଶତପଥୀ ଶାଶ୍ୱତ ଅମୃତର ସ୍ପର୍ଶ ଯୋଡ଼େ ଦୁଇ ଅନ୍ତର ନା ତାର ପ୍ରେମ କରଇ ସଭିଙ୍କୁ ହର୍ଷ ସୁପ୍ତ ଚେତନାକୁ ଜାଗ୍ରତ କରେ ସ୍ଵୟଂ ସିଦ୍ଧ କରେ ପରିଚୟ । ମୃଦୁ ମଳୟର ମଳୟ ପବନେ ପୁଲ୍ଲକିତ ସ୍ପନ୍ଦନ ପ୍ରେମ ନିଷ୍ପାପ କରେ ଜୀବନ ବନ୍ଧନ ଶ୍ରାବଣ ଭିଜା ବରଷା ଟିପାରେ ତନୁ…

ତମାଖୁ ସେବନ ଓ ଜଳବାୟୁ ପରିବର୍ତ୍ତନ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ତମାଖୁ ଉଦ୍ଭିଦ ଜାତ ଜିନିଷ ଅଟେ। ତମାଖୁରେ ନିକୋଟିନ୍ ରହିଥାଏ । ଯାହାକି, ଉଭୟ ଉତ୍ସାହକାରୀ ଏବଂ ଉଦାସୀନ ପ୍ରଭାବକାରୀ ନିଶାର ପ୍ରକାରରେ ଅନ୍ତର୍ଭୁକ୍ତ। ତମାଖୁ ପତ୍ର, ତମାଖୁ ଉତ୍ପାଦ ତିଆରି ପାଇଁ ବ୍ୟବହୃତ ହୁଏ ; ଯାହା ମୁଖ୍ୟତଃ ତିନୋଟି ଉପାୟରେ ସେବନ…

ଭାଷା ଭାଗବତ : ‘ଅଂତର୍ଜାଲ’ରେ ସ୍ଥାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଅଂତର୍ଜାଲ ' ରେ ଯେତେ ସ୍ଥାନ ଓଡ଼ିଆ ଏଯାଏଁ ଗ୍ରହଣ କରିଛି, ତା'ର ପରିମାଣ ସତରେ ଅଟଇ ନଗଣ୍ୟ ମିଳୁଛି ବହୁ ଯଂତ୍ରାବଳି ତେବେ ବି ଭାଷାକୁ ସଂଭାଳି ପାରୁନାହାଂତି ଗୁଣୀଜନ କେହି ତ ଖୋଜୁନି କାରଣ ସ୍ଥିତି ନୁହଇ…

ସନେଟ : ଅଷ୍ଟପ୍ରହରୀ

କାମଦେବ ମହାରଣା ଲିଭିଗଲା ନିଆଁ ଧମକାଏ ଧୁଆଁ ଦାନ୍ତ କାଢ଼ି ଆସେ ରାତି ବିଞ୍ଚିଗଲା ଜହ୍ନ ବାଉଁଶ ବାରିରେ କେମିତି ସହିବ ଛାତି ଧୂଳି ହୋଇ ଉଡେ ସପନ ସବୁ ହେ ସ୍ମୃତି ହୋଇଯାଏ ମେଘ ଭୟ ମାଡ଼ିଯାଏ ଜୁଆର ପରାୟେ ପତ୍ର ବି ଛାଇ ବାଘ। ନିଆଁ ହୋଇ ଜଳେ ଜୀବନ ଏଇଠି ପାଉଁଶ ପାଲଟେ ପ୍ରେମ…

ଡାକେ ବିପ୍ଳବୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ "ଯେଉଁମାନେ ସ୍ୱାଧୀନତା ଚାହୁଁଛନ୍ତି ସେମାନେ ନିଜେ ଉଦ୍ୟମ କରିବା ଉଚିତ୍ । କୌଣସି ଦୃଶ୍ୟମାନ କିମ୍ବା ଅଦୃଶ୍ୟ ଶକ୍ତି ସ୍ୱାଧୀନତା ଆଣି ଦେବ ନାହିଁ । କେବଳ ଆମ ଦେଶର ଯୁବକଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରିବ ବୋଲି ଭଗତ ସିଂ ଓ ତାଙ୍କ…