Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଚନ୍ଦ୍ରଶେଖର ହୋତା ପାଇଲେ ‘ ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର’

ବାଙ୍ଗାଲୋର : ଯୁବ ପ୍ରାବନ୍ଧିକ ତଥା ସମାଲୋଚକ ଚନ୍ଦ୍ରଶେଖର ହୋତା ବାଙ୍ଗାଲୋରସ୍ଥିତ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ୨୦୨୦ ମସିହା ପାଇଁ "ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର" ଗ୍ରହଣ କରିଛନ୍ତି । ପ୍ରସିଦ୍ଧ ହିନ୍ଦୀ କବି ଅରୁଣ କମଳ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି…

ପରପାରିରେ କବୀ ପ୍ରମିଳା ଶତପଥୀ

ବାଲେଶ୍ୱର : ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟର ଯଶସ୍ବୀ ପ୍ରତିଭା , ୨୯ ଖଣ୍ଡ କବିତା ସଙ୍କଳନର ସ୍ରଷ୍ଟା କବୀ ପ୍ରମିଳା ଶତପଥୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । କିଛିଦିନ ପୂର୍ବେ ସେ କରୋନାରେ ସଂକ୍ରମିତ ହୋଇଥି ଚିକିତ୍ସିତ ହେଉଥିଲେ ଏବଂ ଚିକିତ୍ସାଧୀନ…

ଉନ୍ମୋଚିତ ହେଲା ‘ଅଫେରା ବସନ୍ତ’

ଭୁବନେଶ୍ୱର : ବର୍ଷା ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବୀ ମମତା ରାଣୀ ନାୟକଙ୍କ ଗୀତି କବିତା ପୁସ୍ତକ "ଅଫେରା ବସନ୍ତ ",ସ୍ଥାନୀୟ ଓଡ଼ିଶା ସାମ୍ବାଦିକ ୟୁନିୟନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରସନ୍ନ କୁମାର ଜେନା, କୃପାସିନ୍ଧୁ ମିଶ୍ର, ସଙ୍ଘମିତ୍ରା ମିଶ୍ର, ପ୍ରଣବ ଜ୍ୟୋତି…

ଦାସିଆ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ

ଉମରକୋଟ : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ଦାସିଆ ସାଂସ୍କୃତିକ ପରିଷଦ"ର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ, ସ୍ଥାନୀୟ ଏସ. ଏସ. ଇଣ୍ଟରନ୍ୟାସନାଲଠାରେ ଅନୁଷ୍ଠିତ ହୋଇଯାଇଛି ଲ ଏହି ଅବସରରେ ପରିଷଦର ମୁଖପତ୍ର " ପ୍ରେରଣା " ଓ ବାସନ୍ତୀ ଲତା ଜେନାଙ୍କ କବିତା ସଙ୍କଳନ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଗାନ୍ଧିଜୀ ଇନ୍ ଓଡ଼ିଶା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟର କୃତି ଓ କୀର୍ତ୍ତିର ସ୍ମୃତିରେ ଇଂରାଜୀ ଭାଷାରେ ରଚିତ ପୁସ୍ତକ "ଗାନ୍ଧିଜୀ ଇନ୍ ଓଡ଼ିଶା " ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି। ଏହି…

କେଦାର ମିଶ ଓ ସଞ୍ଜୟ କୁମାର ବାଗ ପାଇବେ ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ

ଭବାନୀପାଟଣା : ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୦୨୦ ପାଇଁ କେଦାର ମିଶ୍ର ଏବଂ ୨୦୨୧ ପାଇଁ ସଞ୍ଜୟ କୁମାର ବାଗ, ରାଜ୍ୟସ୍ତରୀୟ ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ପାଇବେ ବୋଲି ସୂଚନା ଦିଆଯାଇଛି। ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ଚୟନ କମିଟି…

ଓଡ଼ିଆ ଭାଷା ସାହିତ୍ୟକୁ ଗୌରୀ କୁମାରଙ୍କ ଦାନ ଅତୁଳନୀୟ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ , ସଭାପତି ହୃଷିକେଶ ମଲ୍ଲିକଙ୍କ ପୋୖରହିତ୍ୟରେ , ସ୍ଥାନୀୟ ସଂସ୍କୃତି ଭବନରେ ବାଗ୍ମୀ ଗୌରୀ କୁମାର ବ୍ରହ୍ମାଙ୍କର ରାଜ୍ୟସ୍ତରୀୟ ଶ୍ରଦ୍ଧୋତ୍ସବ ପାଳନ ଉପଲକ୍ଷେ, ଏକ ସାରସ୍ୱତ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ବିବେକାନନ୍ଦ ପାଣିଗ୍ରାହୀ…

ସାହିତ୍ୟ ପତ୍ରିକା ‘ଶିଳାଶ୍ରୀ’ର ପୂଜା ସଂଖ୍ୟା ଓ ‘ତଥାସ୍ତୁ’ ଉନ୍ମୋଚିତ

ଭୁବନେଶ୍ୱର : ତ୍ରୈମାସିକ ସାହିତ୍ୟ ପତ୍ରିକା ଶିଳାଶ୍ରୀର ପୂଜା ବିଶେଷାଙ୍କ ଏବଂ ଶିଳାଶ୍ରୀ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ମଞ୍ଜୁଳା ତ୍ରିପାଠୀଙ୍କ କବିତା ସଙ୍କଳନ "ତଥାସ୍ତୁ " ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଉନ୍ମୋଚିତ ହୋଇ ଯାଇଛି। ଏହି ଅବସରରେ ଲତିକା ମହାପାତ୍ର ( ସଙ୍ଗୀତ),…

ରାଜେନ୍ଦ୍ର ମିଶ୍ର ପାଇବେ ‘ଗଙ୍ଗା ଶରଣ ସିଂହ’ ପୁରସ୍କାର

ଭୁବନେଶ୍ୱର : ଭାରତ ସରକାରଙ୍କ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ , ଆଗ୍ରା ପକ୍ଷରୁ ୨୦୧୮ ବର୍ଷ ପାଇଁ ହିନ୍ଦୀ ସେବୀ ସମ୍ମାନ ପୁରସ୍କାର ଘୋଷିତ ହୋଇ ଯାଇଛି। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ଗଙ୍ଗା…

ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ ବର୍ଷା ବାଣ୍ଟିଲେ ପୁସ୍ତକ

ଭୁବନେଶ୍ୱର : ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ ପାଠାଗାର ଆନ୍ଦୋଳନର ପୁରୋଧା ସ୍ବର୍ଗତଃ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା) ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ୟମରେ ଆମ ପାଠାଗାରର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି…