Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଦାଶ ବେନେହୁରଙ୍କ ରଚିତ ପୁସ୍ତକ ‘ଝଡ଼ର ଇଗଲ’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନେହୁରଙ୍କ ରଚିତ ପୁସ୍ତକ 'ଝଡ଼ର ଇଗଲ' ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦ୍ୟ…

ବିଜୁ ପଟ୍ଟନାୟକଙ୍କୁ ନେଇ ରଚିତ ଦୁଇଟି ପୁସ୍ତକର ପ୍ରଛଦ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟର ପ୍ରକାଶନ ସଂସ୍ଥା ପେନ୍ ଇନ ବୁକ୍ସ ତରଫରୁ ଦୁଇଟି ନୂଆ ବହି ପ୍ରକାଶିତ ହେବାକୁ ଯାଉଛି ବୋଲି ସୂଚନା ଦିଆଯିବା ସହ ଉଭୟ ପୁସ୍ତକର ପ୍ରଛଦ ପ୍ରକାଶନ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି ।…

କଥାକାର କିଶୋରୀଚରଣ ଦାସଙ୍କ ଜୟନ୍ତୀ ପାଳିତ

କଟକ : କିଶୋରୀଚରଣ ସ୍ମୃତି ସଂସଦ ଆନୁକୂଲ୍ୟରେ କଥାକାର କିଶୋରୀଚରଣ ଦାସଙ୍କ ୯୭ତମ ଜୟନ୍ତୀ ଉତ୍ସବ କଟକ ଶ୍ରୀରାମଚନ୍ଦ୍ର ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ବିଶେଷ କର୍ତ୍ତବ୍ୟରତ ଅଧିକାରୀ ବିଜୟ କୁମାର ନାୟକ ଯୋଗଦେଇ  କିଶୋରୀଚରଣଙ୍କୁ ଜୀବନ…

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ସଂଗ୍ରହାଳୟସ୍ଥିତ ମୁକ୍ତାକାଶ ଉଦ୍ୟାନରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ହି ଅବସରରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସନ୍ତୋଷ କୁମାର ରଥ ସନ୍ଥକବି ଭୀମ ଭୋଇଙ୍କ "ସ୍ତୁତି ଚିନ୍ତାମଣି " ବିଷୟରେ ଆଲୋଚନା…

କୃଷ୍ଣ ବଳଙ୍କ ପ୍ରବନ୍ଧ ସଙ୍କଳନ ‘ରକ୍ତରାଗର ଚହଟା’ ଲୋକାର୍ପିତ

ଭୁବନେଶ୍ୱର : ବିଶିଷ୍ଟ ପ୍ରାବନ୍ଧିକ  କୃଷ୍ଣ ବଳଙ୍କ ପ୍ରବନ୍ଧ ' ରକ୍ତରାଗର ଚହଟା ' ଲୋକାର୍ପିତ ହୋଇଯାଇଛି। ଏହି ଉତ୍ସବରେ ଔପନ୍ୟାସିକା ଇନ୍ଦିରା ଦାସ ଅଧ୍ୟକ୍ଷତା କରି ପ୍ରାବନ୍ଧିକ ଶ୍ରୀ ବଳଙ୍କ ଲେଖକ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ନିବାସ ଦାସ ସ୍ୱାଗତ ଭାଷଣ ଦେଇଥିବା…

ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଭୁବନେଶ୍ୱର ପୁସ୍ତକ ମେଳା

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଭୁବନେଶ୍ୱର ପୁସ୍ତକ ମେଳା "ଅକ୍ଷର"। ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏହା ଅନୁଷ୍ଠିତ ହେବ। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ,ରାଜଧାନୀ ପୁସ୍ତକ ମେଳା କମିଟି ,ଏକାମ୍ର ପୁସ୍ତକ…

ଉମାଶଙ୍କର ମିଶ୍ରଙ୍କ ଦୁଇଟି ଉପନ୍ୟାସ ‘ପ୍ରାୟଶ୍ଚିତ’ ଓ ‘ପରିବ୍ରାଜନ’ ଉନ୍ମୋଚିତ

କଟକ : ବିଶିଷ୍ଟ କଥାକାର ଉମାଶଙ୍କର ମିଶ୍ରଙ୍କ ଦୁଇଟି ଉପନ୍ୟାସ ‘ପ୍ରାୟଶ୍ଚିତ’ ଓ ‘ପରିବ୍ରାଜନ’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଲେଖିକା ଡ. ମନୋରମା ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ…

ଦିଲ୍ଲୀପ ବେହେରା ପାଇବେ କିଶୋରୀଚରଣ ପୁରସ୍କାର

କଟକ : ଯୁବ ଲେଖକ  ଦିଲ୍ଲୀପ ବେହେରା ପାନ୍ଥଶାଳା ଗଳ୍ପ ପୁସ୍ତକ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ୧ ତାରିଖରେ ଆୟୋଜନ ହେବାକୁ ଥିବା କଥାକାର କିଶୋରୀ ଦାସଙ୍କ ୯୭ତମ ଜୟନ୍ତୀ କାର୍ଯ୍ୟକ୍ରମ ରେ ଏହି ସମ୍ମାନ ପ୍ରଦାନ କରାଯିବ।…

 ମଣିଷ ଦେହେ ଦିବ୍ୟଜ୍ଞାନ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଦୁର୍ଗା ଚରଣ ମିଶ୍ରଙ୍କ ରଚିତ ମଣିଷ ଦେହେ ଦିବ୍ୟଜ୍ଞାନ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସୁସ୍ଥ,ସୁନ୍ଦର ଏବଂ ଆଧ୍ୟାତ୍ମିକ ଜୀବନ ଜିଇଁବା ପାଇଁ ଏହି ପୁସ୍ତକ ଯୁବ ସମାଜ ପାଇଁ ଏକ…

ମମତା ଦାଶଙ୍କୁ ୨୦୨୧ ମସିହା ପାଇଁ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ

ଭୁବନେଶ୍ୱର : ବାଲେଶ୍ୱରରୁ  ପ୍ରକାଶିତ ମାସିକ ମହିଳା ପତ୍ରିକା ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଜୟଦେବ ଭବନରେ ସମ୍ପାଦିକା ମମତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,…