Latest Odisha News
Browsing Category

ସ୍ମୃତିଲିପି

ସେ ବି ଏକ ଦଶହରା ଥିଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… ନିୟମିତ ପ୍ରାତଃ ଭ୍ରମଣ ମୋର ବହୁଦିନର ଅଭ୍ୟାସ। ବଡିଭୋରରୁ ଉଠି ବଜାର ଆଡ଼େ ଘେରାଏ ବୁଲି ଆସିଲେ ବୁଲା ବୁଲି ସାଙ୍ଗରେ ପରିବା କିଣା ବି ହେଇଯାଏ। ହେଲେ କୋଭିଡ଼ ଲାଗି ଏବେ ଆଉ ବଜାର ରାସ୍ତାରେ ଚାଲିବାଟା ସୁବିଧା ଲାଗୁନାହିଁ । ଏଣୁ ଗଲା କିଛି…

ପୈସା ତୋ ଗୟା ଗୟା , ଜୁହାର ଭି ଗୟା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… ଗଳି ମୁଣ୍ଡରେ ଉଠା ଦୋକାନଟିଏ ପକେଇ ଲୁଗାପଟା ଇସ୍ତ୍ରୀ କରେ କନ୍ଦର୍ପ। ବହୁତ ମାନେ, ନାନୀ ,ନାନୀ ବୋଲି ଡାକେ, ଘରୁ ଆସି ଲୁଗା ନେଇଯାଏ, ଇସ୍ତ୍ରୀ କରି ଆଣିଦିଏ। ଏସନ ବର୍ଷା ଆରମ୍ଭରୁ ତା ଦୋକାନଟା ଭାଙ୍ଗି ରୁଜି ଯାଇଥିଲା, ଉପରୁ ପାଣି…

ମୋ କୁମାର ପୂର୍ଣ୍ଣିମା

ଲୋପାମୁଦ୍ରା ପରିଡା  "ପୁଚି ଲୋ ପୁଚି ଯା ଯା ଲୋ ଘୁଞ୍ଚି ।।" କୁନି କୁନି ପାଦ ସବୁ ଘୁଞ୍ଚି ଘୁଞ୍ଚି ଯାନ୍ତି ହସର ତାଳେ ତାଳେ । "ଠିଆ ପୁଚି ନାରଙ୍ଗ ଗୋଡ ଦିଟା ସାରଙ୍ଗ ସାରଙ୍ଗ ବଣକୁ ଯାଇଥିଲି ସାରଙ୍ଗ କୋଳି ଆଣିଥିଲି ଅଧେ କଲି କଞ୍ଚା, ଅଧେ କଲି ଭଜା ମୋ ଭଉଣୀ ରାଣୀ ଲୋ,…

ମୋ’ ପିଲାଦିନ କୁଆଁର ପୁନେଇଁ

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ…….  ପିଲାଟି ଦିନରୁ କଟକ ସହରରେ ରହି ଆସିଛି ମୁଁ । ସହରରେ କୁଆଁର ପୁନେଇଁ କେବଳ ଏକ ବିଧି ରକ୍ଷା ପୂଜା ବୋଲି ମୋ’ର ମନେହୁଏ। କାରଣ ଆମେ ଦଶହରା ଯେତେ ଯାକଯମକରେ ପାଳନ କରୁ, କୁଆଁର ପୁନେଇଁରେ ତାହା ନଥାଏ। ଘରେ ଚଉରା ମୂଳେ ସକାଳ ସଞ୍ଜରେ ସୂର୍ଯ୍ୟ ଆଉ…

ଏବେବି ଖୋଜୁଛି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ......  କୈଶୋରର ଚାପଳତା , ଯୌବନର କର୍ମମୟ ବ୍ୟସ୍ତଜୀବନ ଜଞ୍ଜାଳ ଭିତରେ ଗତି କରି ଷାଠିଏ ପରର ପରିଣତ ବୟସରେ ପହଞ୍ଚି ଆଜି ଯେବେ ମୁଁ ଅତୀତକୁ ରୋମନ୍ଥନ କରେ ବିବିଧ ଅନୁଭୂତି, ଅଭିଜ୍ଞତା ତଥା ଉପଲବ୍ଧି ପୃଷ୍ଟ ମନ କେତେବେଳେ ପ୍ରାପ୍ତିର…

ମୋ ପିଲାଦିନ ଆଉ କଟକ ଦଶହରା

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ....... ହଜାରେ ବର୍ଷ ର ଏ କଟକ ସହର । ଉତ୍ତର ଦିଗରେ ମହାନଦୀ ଆଉ ଦକ୍ଷିଣ ଦିଗରେ କାଠଯୋଡି ର ମଧ୍ୟ ଭାଗ ରେ ଗଢି ଉଠିଥିବା ଏହି ସହରଟି ବାଉନବଜାର ଆଉ ତେପନ ଗଳି ରେ ଛନ୍ଦା ଛନ୍ଦି ହୋଇଛି । ହିନ୍ଦୁ ମୁସଲିମ୍ ଶିଖ୍ ଖ୍ରୀଷ୍ଟିଆନ୍ ସମସ୍ତଙ୍କୁ ଭାଇଚାରା ରେ…

ବିପଦରେ ଶିକ୍ଷା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ " ଅଲ ଅଫ ଲାଇଫ ଇଜ ଏଡୁକେସନ ଆଣ୍ଡ ଏଭରିବଡି ଇଜ ଏ ଟିଚର ଆଣ୍ଡ ଏଭରିବଡି ଇଜ ଫରଏଭର ଏ ପିଉପିଲ : ଆବ୍ରହାମ ମାସଲୋ ଶିକ୍ଷା ଯେ କେବଳ ବିଦ୍ୟାଳୟର ଚାରିକାନ୍ଥ ଭିତରେ ସୀମିତ ତାହା ନୁହେଁ ଜୀଵନ ରୂପକ ଏଇ ବିରାଟ ଶିକ୍ଷାନୁଷ୍ଠାନର ପ୍ରତି ପାଦରେ…

ଚତୁର୍ଥୀ ଜହ୍ନ ଓ ଅପବାଦ

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ....  ନିକଟ ଅତୀତରେ ଫେସବୁକରେ ଜଣେ ସାହିତ୍ୟିକ ବନ୍ଧୁ ଶିବାଶିଷ ପାଢୀଙ୍କ ଚତୁର୍ଥୀ ଜହ୍ନ ସମ୍ବନ୍ଧୀୟ ଗଳ୍ପଟି ପଢୁ ପଢୁ ମୋ ଜୀବନରେ ଘଟି ଯାଇଥିବା ସେମିତି ଏକ ବିଚିତ୍ର ଘଟଣା ମନେ ପଡିଗଲା, ଯଦିଓ ଚତୁର୍ଥୀ ଚନ୍ଦ୍ର ଦର୍ଶନ ସହ ଏହା ବିଶୁଦ୍ଧ…

ଗୀତ ଶିଖିବା ସେତିକିରେ ଇତି ହେଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ  ପିଲାବେଳ ଧୂଳିଖେଳ ଛାଡି ଯେବେ କୈଶୋରରେ ପ୍ରବେଶ କଲି, ବାପାଙ୍କ ଅନୁଶାସନ ଅତି କଠୋର ମନେ ହେଲା। ବାଲ୍ୟସୁଲଭ ମନକୁ କେବେକେବେ ତ ତାଙ୍କ ଆଚରଣ ଅତି ବିଚିତ୍ର ମନେ ହେଉଥିଲା, ଅନେକ କଥା ବୁଝି ବି ହେଉନଥିଲା। ଆଠ ଦଶ ବର୍ଷର ଅବୁଝା ମନକୁ…

ଭାଗବତ ଜନ୍ମ

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିରୁ ଖିଏ ସାତଶହ ବର୍ଷ ତଳ କଥା । ଶାସନୀ ବ୍ରାହ୍ମଣ ଗାଁ । ଷୋଳ ଶାସନରୁ ଶାସନେ କପିଳେଶ୍ବରପୁର । ମାଆଟିଏ ବୁଝିପାରୁନି ତା ଆଗ୍ରହର ବିଷୟବସ୍ତୁ । ପୋଥି ପୁରାଣ ଲେଖା ସଂସ୍କୃତରେ । ନାରୀ ଶିକ୍ଷାର ଆରମ୍ଭ ଯୁଗରୁ ବହୁପଛର ସମୟ । ସବୁ ଦିନେ ସ୍ବାମୀ…