Latest Odisha News

BREAKING NEWS

Browsing Category

ଶରଦଶଶୀ

ଗଳ୍ପ:ଆସ୍ତିକ

ମିକୁଲର ଜେଜେମା ଭାରି ଇଶ୍ଵର ବିଶ୍ୱାସୀ। ସବୁ କଥାକୁ ନେଇ ଠାକୁରଙ୍କ ପାଖରେ ଥୋଇବେ । ଭୋର ଚାରିଟାର ସକାଳ ପ୍ରଭାତୀରୁ ତାଙ୍କ ଦିନ ଆରମ୍ଭ ହେବ ଆଉ ରାତିର ପ୍ରାଥନାରେ ସରିବ। ବେଦ , ଉପନିଷଦ ଉପରେ ତାଙ୍କର ବହୁତ ଜ୍ଞାନ। ଏମିତିକି ସବୁ ପୁରାଣ ଓ ଭଗବତ ଗୀତା ତାଙ୍କ ଜିଭ ଅଗରେ। ପିଲାବେଳେ…

ବିଜ୍ଞାନ ଖେଳ: ପେପର ସ୍ପିନର୍‌

ଗୋଟିଏ ସାଧା କାଗଜ ପଟିରୁ ଆମେ ତିଆରି କରିବା ସ୍ପିନର୍‌, ଦେଖିବା ଏହା କେମିତି ଉଡୁଛି । ୧- କାଗଜ ପଟି ନିଅ ୨- କାଗଜ ପଟିର ଗୋଟିଏ ଧାରରେ ଅଠା ଲଗାଇ ଦୁଇ ମୁଣ୍ଡକୁ ଯୋଡି ଦିଅ । ଆମକୁ ଗୋଟିଏ ଗୋଲ ପଟି ମିଳିବ ୩- ପଟିର ଭିତରପଟରେ ଗୋଟିଏ ଜାଗାରେ ଅଠା ଲଗାଇ ଯୋଡିଦିଅ । ଇଂରାଜୀ ୮…

ନୂଆ ବରଷ ହେ ଆସିଛ

ଶୀତ ସକାଳର ପହିଲି ଖରାରେ ନୂଆ ବରଷ ହେ ଆସିଛ ମୁହଁ ଫୁଲେଇ ଲୁହ ଝରେଇ ମନ ମାରି କିଆଁ ବସିଛ? ଜଣା ଆମକୁ , ନଥିଲା ଭଲ ଗଲା ବରଷ ଯାକ ରୋଗ ଦାଉରେ ପଡ଼ି ସମସ୍ତେ ଭୁଲିଲେ ଶୋଷ ଭୋକ।। ଖୋଲିଲା ନାହିଁ ବିଦ୍ୟାଳୟ କି ହେଲାନି କିଛି ଯାତ ମନ ମାରିକି ରହିଲୁ ଆମେ…

ସ୍ଵରବର୍ଣ୍ଣ

✍?ସୁପ୍ରିୟା ପଣ୍ଡା  ଅ ରେ ଅରଟ , ଆ ରେ ଆତ ପଢ଼ିବା ଲେଖିବା ଗାଇବା ଗୀତ । ଇ ରେ ଇଟା ପୁଣି ଈ ରେ ଈଷ ଖେଳ ପରେ ପାଠ ପଢ଼ିବା ଆସ। ହର୍ଷ ଉ ରେ ଉଇ ,ଦୀର୍ଘ ଊ ରେ ଊଖଲ ଛୁକୁ ଛୁକୁ କରି ଚାଲୁଥାଏ ରେଳ। ଋ ରେ ଋଷି, ଋ ରେ ଋଣ ଗୁରୁଙ୍କ କଥା କୁ ସଭିଏଁ ଶୁଣ। ଏ ରେ ଏକ,  ଐ ରେ ଐର…

ଗଳ୍ପ: ବିଶ୍ୱାସର ଯାଦୁ

                                          ଶ୍ରୁତକୀର୍ତ୍ତି ତ୍ରିପାଠୀ ସବୁଆଡେ ବଡଦିନର ଗହଳ ଚହଳ l ଘରେ ଘରେ ସଜାସଜି, ସୁସ୍ୱାଦୁ ଖାଇବା ଓ ଉତ୍ସବର ମାହୋଲ l ଯୀଶୁଙ୍କ ଆଗମନ ଅପେକ୍ଷାରେ ସମସ୍ତେ l ଚର୍ଚ୍ଚ ସବୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ l ସହରବାସୀ ରାତି ଉଜାଗର ରହି…

ବିଜ୍ଞାନ ଖେଳ: ମହମବତୀ ଲିଭିବ, ପାଣି ଉଠିବ

ଗିନାରେ ଥିବା ପାଣି ମଝିରେ ଜଳୁଥିବା ମହମବତୀ ଲିଭିବା ମାତ୍ରେ ଗ୍ଲାସ୍ ଭିତରେ ପାଣି ଆପେ ଆପେ ଉପରକୁ ଉଠିବ । ମ୍ୟାଜିକ୍ .... । ଏମିତି କାହିଁକି ହେଉଛି ତାହା ତ ବୁଝିବା ତେବେ ତାଆଗରୁ ବିଜ୍ଞାନର ମଜା ଦେଖିବା । ଏହି ପରୀକ୍ଷା ଲାଗି ଦରକାର ଗୋଟିଏ ମହମବତୀ, ଡିଆସିଲ, କାଚ ଗ୍ଲାସ୍ ଆଉ ଗୋଟିଏ…

ବିଜ୍ଞାନ ଖେଳ : ଶୂନ୍ୟରେ ଭାସିବ ମଟର ମଞ୍ଜି

ଏହି ଖେଳଣା ତିଆରି କରିବା ପାଇଁ ଆମକୁ ଦରକାର ଗୋଟିଏ ସୋଡାଷ୍ଟ୍ର, କଇଁଚି ଏବଂ ମଟର ମଞ୍ଜି । - ସୋଡାଷ୍ଟ୍ରକୁ ୯୦ ଡିଗ୍ରୀ ମୋଡି ଦିଅ - ଛୋଟ ପଟର ଅଗକୁ କଇଁଚରେ ୪ ଜାଗା କାଟି ଦିଅ । କଟା ଅଂଶକୁ ଆଙ୍ଗୁଠିରେ ଟିକିଏ ଚାପିଦିଅ, ଯେମିତି ଏହି ଫନେଲ୍ ଆକାର ଭିତରେ ମଟର ମଞ୍ଜିକୁ…

ବିଜ୍ଞାନ ଖେଳ: ଗଛ ଚଢୁଥିବା କଣ୍ଢେଇ

ଆମେ ଘର୍ଷଣ ବଳକୁ ବ୍ୟବହାର କରି ଗୋଟିଏ ମଜାଦାର ଖେଳଣା ତିଆରି କରିପାରିବା । ଦେଖିବା କେମିତି କଣ୍ଢେଇ ଉପରକୁ ଉପରକୁ ଚଢୁଛି । ଏଥିପାଇଁ ଦରକାର ଗୋଟିଏ କାଗଜ -ଗୋଟିଏ ୩୦x୮ ସେମି କାଗଜ ପଟି ନିଅ -କାଗଜ ପଟିକୁ ଲମ୍ବା ପଟରେ ଦୁଇ ଭାଗ କରିଦିଅ - ସେହି ଲମ୍ବା…

ଗଣିତ ଖେଳ : ଆସ ଦେଖିବା ସଂଖ୍ୟା

ଗଣିତ କହିଲେ ସଂଖ୍ୟାର ଖେଳ । ସଂଖ୍ୟାକୁ ଚିହ୍ନିଲେ ହିଁ ଗଣିତକୁ ଭଲ କରି ବୁଝିହେବ । ସଂଖ୍ୟାକୁ ଦେଖିପାରିଲେ ଆମେ ଗଣିତ ସମୀକରଣକୁ ବି ଦେଖିପାରିବା । କଳାପଟା ରେ କି ଖାତାରେ ୧, ୨, ୩, ୪.... ଭଳି ପୂର୍ଣ ସଂଖ୍ୟା ଲେଖିଲା ବେଳେ ଆମେ ଏହାକୁ କେବଳ ଗୋଟିଏ ଚିହ୍ନ ଭାବରେ ଲେଖେ । ସଂଖ୍ୟାକୁ…

ବିଜ୍ଞାନ ଖେଳ : ପେନ୍ ବାଲାନ୍ସ ମ୍ୟାଜିକ୍‌

ଗୋଟିଏ ପେନସିଲ୍ କି ପେନ୍‌କୁ ଯଦି ଆମେ ଆଙ୍ଗୁଠି ଅଗରେ ରଖିବାକୁ ବା ବାଲାନସ୍ କରିବାକୁ ଚେଷ୍ଟା କରିବା ତେବେ ଏହାର ମଝାମଝି ଆଙ୍ଗୁଠି ରଖିବାକୁ ପଡିବ । କାରଣ ଏହାଦ୍ୱାରା ଆଙ୍ଗୁଠି ରଖିବା ଜାଗାର ଦୁଇ ପଟେ ସମାନ ଓଜନ ରହିବ । ବିଜ୍ଞାନ ଭାଷାରେ କହିବାକୁ ଗଲେ ଆଙ୍ଗୁଠି ରଖିବା ଜାଗାଟି ହେଉଛି…