Latest Odisha News
Browsing Category

ଶରଦଶଶୀ

ଶିଶୁ ଗଳ୍ପ : ଝିଣ୍ଟିକାର ଜନ୍ମକଥା

କୁଞ୍ଜବିହାରୀ ସାହୁ ପାହାଡ଼ ତଳେ ଜାତିଜାତିକା ଗଛ । ଶାଳ, ପିଆଶାଳ, ଶିଶୁ, କୁରୁମ, ଆମ୍ବ ,ପଣସ ଇତ୍ୟାଦି କେତେ ପ୍ରକାର ଗଛ ରହିଛି । ଡାଳପତ୍ର ଦେଖିଲେ ଖୁସି ଲାଗୁଛି । ସତେ ଯେମିତି ସବୁଆଡ଼େ ଶାଗୁଆ ରଙ୍ଗ ନେସିହେଇଯାଇଛି । ପାଖରେ କୁଳୁକୁଳୁ ଗୀତ ଗାଇ ଝରଣାଟିଏ ବହିଯାଉଛି । କେଉଁଠି…

ଶିଶୁ କବିତା : ତୁମେ ଆମର ଭବିଷ୍ୟ

ବନ୍ଦିତା ଦାଶ ଆସରେ ପିଲେ ଆସ ମୁହଁରେ ଫୁଟାଇ ହସ ନୂଆ ରାଇଜେ ଅଛି ତୁମ ପାଇଁ କେତେ ରସ କେତେ ବାସ... । ତୁମେ ଆମ ସାହସ ତୁମେ ହିଁ ଗଢ଼ ଦେଶ ନଥିବ ଯହିଁ ଟିକିଏ ହେଲେ ହିଂସା କି ବିଦ୍ୱେଷ ।। ହାତରେ ହାତ ରଖ ମନରେ ମନ ଯୋଖ ମଣିଷପଣିଆ ଜୟଗାନ କରି ମିଶିକି ରହିବା ଶିଖ।।…

ଶିଶୁ ଗଳ୍ପ : ପୁପୁନିର ଶୀତ ସକାଳ

କୁଞ୍ଜ ବିହାରୀ ସାହୁ ଆଜି ରବିବାର । ପୁପୁନି ଆରାମରେ ଶୋଇଛି । ସକାଳୁ ଉଠିପଡ଼ି ତା’ ବୋଉ ପୁପୁନିର ଦେହ ଉପରେ କମ୍ବଳ ଘୋଡ଼େଇଦେଲେ । ଭାବିଲେ – ଆଜି ତ ରାବିବାର ସ୍କୁଲ ଛୁଟି । ବାହାରେ ସିରିସିରି ପବନ ବୋହୁଛି । ବୁଲିଲେ ଦେହରେ ଥଣ୍ଡା ପଶିଯିବ । ପୁପୁନି ତ ଗେଲବରଷର । ତା ଦେହ…

ସେବକ ବୀର ଚାଖି ଖୁଣ୍ଟିଆ

ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ଉପଲକ୍ଷେ ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗଲାଗି ସେବକ।  ମାତୃଭୂମି ପ୍ରତି କର୍ତ୍ତବ୍ୟ ପାଳନରେ ପ୍ରବଳ ପରାକ୍ରମ ସହ ଇଂରେଜ ସରକାର ବିରୋଧରେ ଯୁଦ୍ଧ କରିଥିଲେ। ଅବଶିଷ୍ଟ ଜୀବନ ଜଗନ୍ନାଥଙ୍କ ସେବକ ଭାବରେ କାଟି ଦେଇଥିଲେ। ଦେଶପ୍ରେମ ଓ ପ୍ରଭୁପ୍ରେମର…

ବହ୍ନିକନ୍ୟା ପାର୍ବତୀ

ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସେ ଥିଲେ ଝଡ଼ର ଈଗଲ । ବିପ୍ଳବର ବହ୍ନିଶିଖା। ମୁକ୍ତି ସଂଗ୍ରାମର ଆଲୋକ ବର୍ତ୍ତିକା। ଅଳ୍ପ ବୟସରୁ ମାତୃଭୂମି ପାଇଁ ତେଜି ଦେଇଥିଲେ ତମାମ ସୁଖ। ଇଂରେଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ହସି ହସି କାରାବରଣ କରିଥିଲେ। ମହିଳା ସଶକ୍ତିକରଣର ସେ…

ଶିଶୁ କବିତା : ମହୁମାଛି

ତରୁଣ କୁମାର ମିଶ୍ର ବିଶ୍ବନିୟନ୍ତାଙ୍କ ସୃଷ୍ଟିରେ ଟିକି ଜୀବଟେ ମୁହିଁ , ଫୁଲରୁ ଫୁଲକୁ ଉଡ଼ିଣ ମହୁ ଶୋଷି ଆଣଇ । ବିନ୍ଦୁ ବିନ୍ଦୁ ମହୁ ସଞ୍ଚଇ ନେଇ ଫେଣାରେ ମୋର , ହାଲିଆ କେବେ ମୁଁ ହୁଏନି ଥାଏ କର୍ମ ତତ୍ପର । ପ୍ରିୟ ପରିଜନ ସାଥିରେ ମଧୁ ସଂଗ୍ରହେ ଯାଏ , ଡେଣା ଝାଡ଼ି ଝାଡ଼ି…

ଶିଶୁ କବିତା : ଧାନକ୍ଷେତ

ତରୁଣ କୁମାର ମିଶ୍ର ଆହା କି ସୁନ୍ଦର ସୁନାର ଫସଲ ପବନରେ ଦୋଳାୟିତ , କାକର ଭିଜାରେ ପୂର୍ଣ୍ଣଗଭା ହୋଇ ଖିଲି ଖିଲି ହସେ କ୍ଷେତ । ସବୁଜ ପତ୍ରର ସମ୍ଭାରରେ ଥାଇ ସୁନେଲି ଧାନର କେଣ୍ଡା , କ୍ଷେତକୁ ହସାଏ ମନ ମୋହିନିଏ ତା' ର ରୂପକାନ୍ତି ଆଭା । ଧାନକ୍ଷେତ ପରେ ହିଡ଼ମୁଣ୍ଡେ ବସି…

ଶିଶୁ ଗଳ୍ପ : କୁନାର ଡଙ୍ଗା ଭସା

କୁଞ୍ଜବିହାରୀ ସାହୁ ବୋଉ....ବୋଉ.... ହଁ, କଣ ହେଲା କୁନା ? ବୋଉ କାଲି ପରା କାର୍ତ୍ତିକ ପୂନେଇଁ, ଡଙ୍ଗା ଭସାହେବ ଆମ ଗାଁ ନଦୀରେ । ମୋ ପାଇଁ ଡଙ୍ଗା କିଣିଦେବୁନି କି ? କଦଳୀପଟୁକା ହେଉ ସୋଲର ଡଙ୍ଗା କିଣିଦେ । ମୁଁ ସେଥିରେ ଧୂପ, ଦୀପ, ଫୁଲ ଚନ୍ଦନ, ଭୋଗ ରଖି କାଲି…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ୱିତୀୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନେ ଆନନ୍ଦ ଓ ଉତ୍ସାହର ସହ ସବୁ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି । ସ୍ଥାନୀୟ ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଏହି ମହୋତ୍ସବର…

ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଉଦଘାଟିତ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୬ ସ୍ଥିତ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ସହିତ କଳାକୁ ସମ୍ମାନିତ କରିବା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ବିଭିନ୍ନ କଳାର ବିକାଶ…