Latest Odisha News

BREAKING NEWS

Browsing Category

ଶରଦଶଶୀ

ଶିଶୁ ଗପ : ରୀତୁର ମହାନତା

କୁଞ୍ଜ ବିହାରୀ ସାହୁ  ରୀତୁର ବାପା ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି । ସେଇଥିପାଇଁ ଦି ମାସ ତଳୁ ରୀତୁ ଗାଁରୁ ଆସିଛି । ଦିନକର କଥା । ରୀତୁ ଦାଣ୍ଡପିଣ୍ଡାରେ ଠିଆ ହେଇଛି । ବାହାରେ ବହୁତ ଖରା ହେଉଛି । ଝାଞ୍ଜି ପବନ ବହୁଛି, ମୁହଁ ଜଳିଲାପରି ଲାଗୁଛି । ଗାଁରେ…

ଶିଶୁ କବିତା : ଗୁଣ୍ଡୁଚି ମୂଷା

ତରୁଣ କୁମାର ମିଶ୍ର  କଉତୁକିଆ ଜୀବଟେ ମୁହିଁ ନାଆଁ ଗୁଣ୍ଡୁଚି ମୂଷା , ଗଛ କୋରଡ଼େ ଚାଳ ସନ୍ଧିରେ କରିଥାଏ ମୁଁ ବସା । ପିଠିରେ ମୋର ଆଙ୍ଗୁଳି ଛାପ ଭାରି ସୁନ୍ଦର ଦିଶେ , ଚାଲିଲା ବେଳେ ଲାଞ୍ଜକୁ ଟେକି ଯାଇ ଟିକିଏ ବସେ । ପଛ ଗୋଡ଼ରେ ଦେଇକି ଭରା ଆଗ ଗୋଡ଼ରେ ଧରି , ଖାଦ୍ଯକୁ…

ଶିଶୁ ଗପ : ମିଛୁଆ ମଶା

ସଫଳା ଦାସ ଥରେ ଗୋଟିଏ ଆମ୍ବ ଗଛରେ ମହୁମାଛିଟିଏ ମହୂଫେଣା ତିଆରି ତା ପିଲା ମାନଙ୍କୁ ଜଗି ବସି ଥାଏ ।ସେହି ଗଛ ମୂଳରେ ଅଳିଆ ଗଦା କରିଥାନ୍ତି ଲୋକମାନେ । କାହାରି ନଜର ନଥାଏ ମହୂ ଫେଣା ଉପରେ । ସେହି ଅଳିଆ ଗଦା ଉପରେ ମଶାଟିଏ ବୁଲୁ ଥାଏ । ଧିରେ ଧିରେ ଉଡି ଉଡି ମହୂ ଫେଣା ପାଖରେ…

ଶିଶୁ କବିତା : ଆମ୍ବ

ନମିତା ପାଇକରାୟ  ଫାଲଗୁନ ଆଉ ଚୈତ୍ର ମାସେ ବଉଳ ଭିତରୁ ଆମ୍ବ ଦିଶେ । ପୁପୁ, ନିପା ,ଦୀପା ହୁଅନ୍ତି ଖୁସି ଖାଇବେ କିପରି ଆମ୍ବ କଷି । ମାରନ୍ତି ପଥର ଆମ୍ବ ଗଛ କୁ ଖସିପଡେ କିଛି ଆମ୍ବ ତଳକୁ । ଖୁସି ରେ ପିଲାଏ ନାଚନ୍ତି ସେଠି ପାଟି ଶୁଣି ଆଈ ଆସନ୍ତି ଉଠି । କିଏ…

ଶିଶୁ ଗଳ୍ପ : ଟଗର ଗଛ ଓ ଲତିକା

 କୁଞ୍ଜ ବିହାରୀ ସାହୁ ସବୁଦିନ ସକାଳୁ ସକାଳୁ ଲତିକା ବାହାରିଯାଏ ଫୁଲ ତୋଳିବାକୁ । ଶୀତୁଆ ପାଗ ହେତୁ ସୁଇଟର ପିନ୍ଧିଥାଏ । ବେଳେବେଳେ ଚଦର ଘୋଡ଼େଇ ଗଲାବେଳକୁ ଭାବୁଥାଏ ଏମିତିକା ଥଣ୍ଡା ପବନ ବହୁଥିଲେ ଭଲ ହେଇଥାନ୍ତା । ଟଗରଫୁଲରେ ଶରଧା ବଳେ ଲତିକାର । ହେଲେ ଶୁଖିଲା ଗଛଟିକୁ ଦେଖି…

ଶିଶୁ ଗଳ୍ପ : ଗପ ଗୋଟିଏ ଶିକ୍ଷା କୋଟିଏ

ଅଶୋକ କୁମାର ପ୍ରଧାନ  ରୋଶନ୍ ଧନୀଘର ପିଲା।ବାପା ତା'ର ବଡ ବ୍ୟବସାୟୀ।ଏ ଅଞ୍ଚଳରେ ତାଙ୍କ ବ୍ୟବସାୟରେ ଭଲ ନାଁ ଅଛି।ରୋଶନ୍ ଅଷ୍ଟମ ଶ୍ରେଣୀର ଛାତ୍ର।ପିଲାଟି ଦେଖିବାକୁ ଯେତିକି ସୁନ୍ଦର ପାଠ ପଢ଼ାରେ ବି କମ୍ ନୁହେଁ। ସ୍କୁଲରେ ସବୁ ପିଲାଙ୍କ ଠାରୁ ସେ ବେଶ୍ ଭଲ ପଢେ। କିନ୍ତୁ ବାପାଙ୍କର…

ଶିଶୁ କବିତା : ଆମେ ଭାରତର ସନ୍ତାନ

ବନ୍ଦିତା ଦାଶ  ଆମେ ଭାରତ ମାଆର ସନ୍ତାନ ଆମ ମନରେ ନଦିଅ କଷଣ ଆମେ କରିବୁନି ମାନ ଅଭିମାନ ବିତୁ ନିରଳସ ଆମ ଜୀବନ। ଅମୂଲ୍ଯ ଆମ ଏ ଜୀବନ ଆମ ମାଟି ଆମପାଇଁ ମହାନ ରକ୍ଷା କରିବୁ ତାହାର ସମ୍ମାନ ଆମ ପାଇଁ ସେ ଯେ ବାସଚନ୍ଦନ। ଟେକ ରଖିବୁ ଯାବତଜୀବନ ଗରୀୟସୀ ସରଗଠୁ ମହାନ ତା'ର…

ଶିଶୁ ଗଳ୍ପ : ମିକୁନ୍ ନିଜର ଭୁଲ୍ ବୁଝିଲା

କୁଞ୍ଜ ବିହାରୀ ସାହୁ କପିଳାସ ପାହାଡ଼ ତଳେ ଗୋଟିଏ ଆଜବେଷ୍ଟସ ଘରେ ମିକୁନ୍ ତା' ବାପା ବୋଉ ସାଥିରେ ରହେ । ନୋଡାଲ ସ୍କୁଲରେ ପଢ଼େ । ମନଦେଇ ପାଠପଢ଼େ ବୋଲି ଗୁରୁଜୀ ଗୁରୁମା ଭଲପାଆନ୍ତି, ଆଦର କରନ୍ତି । ରବିବାର ସ୍କୁଲ ଛୁଟି । ପାଠପଢ଼ା ନାହିଁ । ମଜାମଜଲିସ କରି ସମୟ ବିତେଇବା ହେଲା…

ସ୍ୱାମୀ ବିବେକାନନ୍ଦ

ପ୍ରିୟ କୁନି ପିଲାମାନେ ତୁମେମାନେ ସ୍ୱାମୀ ବିବେକାନନ୍ଦଙ୍କ ନାଁ ଶୁଣିଥିବ। ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମକୁ ସେ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ । ଆଜି ଆମେ ତାଙ୍କ ବିଷୟରେ ଜାଣିବା । ୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ କଲିକତାର…

ଶିଶୁ ଗଳ୍ପ : ମାନବିକତା

କୁଞ୍ଜ ବିହାରୀ ସାହୁ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଅମିତ ପାଠରେ ଯେମିତି ଖେଳକୁଦରେ ବି ସେମିତି । ତା ଛଡା ଦୁଃଖୀ, ରଙ୍କିକୁ ଦେଖିଲେ ସାହାଯ୍ୟ କରିବାକୁ ଆଗେଇ ଆସେ । ରବିବାର ଦିନ ଅମିତ ଘରେ ବସି ଟି.ଭି ଦେଖୁଛି । ଦାଣ୍ଡ ଦୁଆର ପାଖରେ ଜଣେ ବୁଢ଼ୀର ପାଟି ଶୁଣିଲା । ଟି.ଭି.ପାଖରୁ ମୁହଁ…