Latest Odisha News
Browsing Category

ଶରଦଶଶୀ

ଶିଶୁ କବିତା : ବାପୁ

ସଫଳା ଦାସ କିଶୋର କିଶୋରୀ କଳିକା ଗଣ ଆମ ବାପୁଙ୍କର ଜନମ ଦିନ।। ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ପାଳୁଥିଲେ ସତ୍ୟ ଅହିଂସା ନୀତି ।। ପିଲାଦିନେ ଦୋଷ ଅନେକ କରି ସ୍ୱୀକାର କରିଣ ଗଲେ ସୁଧୁରି।। ପାନ ବିଡି ନୁହେଁ ଛୋଟିଆ ନିଶା ଜଣା ପଡେ ନାହିଁ ଟାଣେ ପଇସା ।। ଖରାପ…

ଶିଶୁ କବିତା : ବିଲୁଆ ନନାର ବାହାଘର

ପ୍ରଣତି ଆଚାର୍ଯ୍ୟ ମିଶ୍ର  ବାଘମାମୁଁ ଯେ ବଣର ରାଜା କଲା ଏକ ବିଚାର ସଭିଏଁ ମିଶି କରିବେ ବନେ ବିଲୁଆ ନନା ବାହାଘର।। ଡାଳକୁ ଡାଳ ଡେଇଁଣ ପାତି ଡାକିଲା ଯାଇ ସର୍ବୈ ଘରକୁ ଘର ଖବର ଦେଇ ଚତୁର କାଉ ରାବେ।। ସଭା କରିଲେ ସଭିଏଁ ମିଶି କାମ କିପରି ହେବ କାମ ବାଣ୍ଟିଲେ ନିଜ ଭିତରେ…

ଶିଶୁ ଗପ : ପରୋପକାର

କୁଞ୍ଜ ବିହାରୀ ସାହୁ ଗୋଟିଏ ସହରର ଉତ୍ତର ମଧୁବନରେ ରହନ୍ତି ସୁକାନ୍ତି । ପ୍ରାଇମେରୀ ସ୍କଲ ଶିକ୍ଷୟତ୍ରୀ । ପିଲାଙ୍କୁ ଭଲ ପଢ଼ାନ୍ତି । ପଢ଼ା ସମୟରେ ପିଲାଙ୍କର ଭଲମନ୍ଦ ବୁଝନ୍ତି । ସେଇଥିପାଇଁ ସୁକାନ୍ତିକୁ ସମସ୍ତେ ଭକ୍ତି କରନ୍ତି । ସୁକାନ୍ତି ସକାଳୁ ଉଠିଲା ପରେ ନିତ୍ୟକର୍ମ ସାରି…

ଶିଶୁ ଗଳ୍ପ : କୁମ୍ବିକାଠରୁ  କୁମ୍ଭୀର

କୁଞ୍ଜ ବିହାରୀ ସାହୁ କେଉଁଟ ଘରର ଦୁଇପୁଅ । ନଦୀରୁ ମାଛ ଧରିବା ତାଙ୍କର ବେଉସା । ଅକାତକାତ ପାଣିକୁ ଡର ନାହିଁ । ଦୁଇଭାଇ ସାଥୀ ହୋଇ ବଣକୁ ଗଲେ । ହାଲକା କୁମ୍ବିକାଠଟିଏ କାଟିଲେ । ଡଙ୍ଗାଟିଏ ତିଆରିକଲେ । ଡଙ୍ଗାକୁ ନେଇ ପାଖ ନଦୀକୁ ଗଲେ । ସାଥିରେ ବଡ଼ ଜାଲଟିଏ ଧରିଲେ । ଅନେକ…

ବିଶେଷତାରେ ବିଘ୍ନରାଜ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଗଣେଶ ପୂଜା । ତୁମେମାନେ ତ ଆଜି ପୂଜା କରିବ। ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ । ଏହାର ଅର୍ଥ ଆମେ କୌଣସି ଦେବାଦେବୀଙ୍କ ପୂଜା କରିବା ଆଗରୁ ପ୍ରଥମେ ଗଣେଶଙ୍କର ପୂଜା କରୁ। କାରଣ ଗଣେଶ ବିଘ୍ନବିନାଶକ ଭାବରେ ସବୁ ଅସୁବିଧାର ସମାଧନ କରିଥାନ୍ତି। ପିଲାମାନେ…

ଶିଶୁ କବିତା : ଚମ୍ ଚମ୍

ପୂଣ୍ୟପ୍ରଭା ଦେବୀ ଚମ୍ ଚମ୍ ଚମ୍ ଚମ୍ ଖାଇବାକୁ ତତେ ଦିନେ କୁନା ହେଲା ନାକେଦମ୍ ଆସିଥିଲେ ମାମୁଁ ଥରେ ଆଣି ତତେ ସାଥିରେ କୁନା ଟୁନା ଖୁସିହୋଇ ଉଠୁଥିଲେ ମାତିରେ । ବୋଉ ବେଶୀ ଦେଲାନାହି ଗୋଟେ ଗୋଟେ ଦେଇକି ରୋଷଘରେ ଶିକାପରେ ରଖିଦେଲା ନେଇକି। ତା ପରେ ଯାଇ ବୋଉ…

ଶିଶୁ ଗଳ୍ପ : ଜାତୀୟ ପତାକା ବାଟ ଦେଖେଇଲା

କୁଞ୍ଜ ବିହାରୀ ସାହୁ  ଭଙ୍ଗା ଆଜବେଷ୍ଟସ୍ ଉପରେ କଳାରଙ୍ଗର ଜରି ଘୋଡ଼ାହେଇଛି । ଦଦରା କାନ୍ଥ । ସେ ଘର ଭିତରେ ରହୁଛି ସୁକାନ୍ତ । ଛଅ ସାତ ବର୍ଷର । ପାଠ ଶାଠ ନାହିଁ । ବୁଲାବୁଲି, ଖେଳାଖେଳିରେ ତାର ମନ । କିନ୍ତୁ ବାପା ବୋଉର ବୋଲ ମାନେ । ଯୁଆଡ଼େ ଗଲେ ବି ଠିକ୍ ସମୟରେ ଫେରିଆସେ । ତା'…

ମାଳତୀ ଚୌଧୁରୀ

ପ୍ରିୟ କୁନି ପିଲାମାନେ ଆଗରୁ ଆମେ ଅନେକ ମହାପୁରୁଷଙ୍କ ବିଷୟରେ ଜାଣିଛେ । ଆଜି ଜାଣିବା ଆମ ପ୍ରିୟ 'ନୂମା'ଙ୍କ ବିଷୟରେ । ନୂମା ହେଉଛନ୍ତି ମାଳତୀ ଚୌଧୁରୀ । ୧୯୦୪ ମସିହା ଜୁଲାଇ ୨୬ରେ ଅର୍ଥାତ ଠିକ ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ କୁମୁଦ ନାଥ ସେନ ଓ…

ଶିଶୁ ଗଳ୍ପ : ଡାମରାକାଉ

କୁଞ୍ଜ ବିହାରୀ ସାହୁ ଗୋଟେ ଡାମରକାଉ ଥିଲା। ତାକୁ ଶୋଷ ଲାଗିଲା । ଗଛଡାଳରେ ବସି କା..କା..କଲା । ଇଆଡ଼େ ସିଆଡ଼େ ଅନେଇଲା । ଭାବିଲା - ଏ ଘୋର ଜଙ୍ଗଲରେ କାହାର ବି ଦେଖାନାହିଁ । ବୟସ ଥିଲାବେଳେ ଏ ଡାଳରୁ ସେ ଡାଳ ଉଡ଼ି ବୁଲୁଥିଲି । ଗାଁ ଚାଳରେ ବସିଲେ ବୁଢ଼ାବୁଢ଼ୀମାନେ ଖୁସି…

ଶିଶୁ ଗଳ୍ପ : ବନ୍ଧୁ ହେବ ତ, ଏମିତି

ପ୍ରତିଭା ସାହୁ ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ନଈଟିଏ ବହିଯାଉଛି।ସେ ନଈରୁ ଜଙ୍ଗଲର ପଶୁ ପକ୍ଷୀ ସବୁ ପାଣି ପିଇଥାନ୍ତି । ନଈରେ ଅନେକ କଇଁଛ ଥାଆନ୍ତି । କଇଁଛର ଦଳପତି ପାଣିର ଯେଉଁ ଆଡକୁ ଯାଆନ୍ତି ଅନ୍ୟ କଇଁଛ ସବୁ ତାଙ୍କ କଥା ମାନି ସେ ଆଡେ ଯାଇଥାନ୍ତି । ଦଳପତି କଇଁଛ ଦିନେ ନ୍ଈପଠା ବାଲିରେ…