Latest Odisha News

BREAKING NEWS

Browsing Category

ଶରଦଶଶୀ

ଶିଶୁ କବିତା : ଭଳିକି ଭଳି

ସୁବ୍ରତ କୁମାର ଜେନା ଭଳିକି ଭଳି ପକ୍ଷୀଏ ଯେତେ ଗାଇ ବୁଲନ୍ତି ଗୀତ ଝରଣା ଆସି ପାହାଡ଼ ସାଥେ ନିତି ବସଇ ମିତ ।। ଭଳିକି ଭଳି ଫୁଲତ ଫୁଟି ବାସ ଚହଟି ଯାଏ ଗ୍ରୀଷ୍ମ ଆସେ ବରଷା ଆସେ ସବୁ ହୃଦୟ ଛୁଏଁ ।। ରାତି ପାହିଲେ ସକାଳ ହୁଏ ଡାକଇ କାଉ କା' ଘର ଅଗଣା କାମକୁ ସାରି ଖୁଆଇ…

ଶିଶୁ ଗପ : ମନର ଠାକୁର

କୁଞ୍ଜ ବିହାରୀ ସାହୁ  ଏ ବର୍ଷ ଜାକଜମକରେ ଶ୍ରୀ ଜିଉଙ୍କର ରଥଯାତ୍ରା ହେଲା । କାହିଁ କୁଆଡ଼ୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀକ୍ଷେତ୍ରଧାମ ପୁରୀକୁ ଧାଇଁଆସିଲେ । ଠାକୁରଙ୍କ ରୀତି-ନିତି-କାନ୍ତି ସମୟ ଅନୁଯାୟୀ ଅନୁଷ୍ଠିତ ହେଲା । ହରିବୋଲ, ହୁଳହୁଳିରେ ବଡ଼ଦାଣ୍ଡ ଦୁଲୁକିଲା । ସାଧୁ ସନ୍ଥଙ୍କର…

ଶିଶୁ କବିତା : କୁହ ଜହ୍ନମାମୁଁ

ଅଶୋକ କୁମାର ପ୍ରଧାନ ନୀଳ ଆକାଶରେ ବିରାଟ କୋଳରେ ଗଢିଛି କେ ତୋତେ ଜହ୍ନରେ ଦେଖିଲେ ତୋହାର ତୋଫା ଚେହେରାକୁ ଖୁସି ଆସେ ମୋର ମନରେ। କେତେ ତୁମେ ତୋଫା କିରଣ ବିତର ବିଲ ବାଡି ନଈ ନାଳରେ ଦିନରେ ତ ତୁମେ ଦେଖା ଦିଅ ନାହିଁ ଆସ କିଆଁ ରାତି କାଳରେ। ଦେହରେ ତୁମର ପାହାଡ଼ ପଥର…

ଶିଶୁ କବିତା : ମଉନେ ଦିଏ ଜୀବନ

ବନ୍ଦିତା ଦାଶ ଦୀପ ଲଗାଅ ତୁଳସୀ ମୂଳେ ଧୂପ ଲଗାଅ ଠାକୁର ଘରେ ଝୁଣା ଗୋଗ୍ଗୁଳ ବାସରେ ପୂରୁ ଆମରି ପରିବେଶ, ଗଛ ଲଗାଅ ପଥର ଧାରେ ମଞ୍ଜି ପକାଅ ଲଣ୍ଡା ଭୂଇଁରେ ନାନା ଜାତିର ଫୁଲ ଫଳରେ ସୁନ୍ଦର ହେଉ ଗଛ ।୧। ଗଛ ବଢ଼ିବ ମନ ଖୁସିରେ ପକ୍ଷୀ ବସିବେ ତା'ର ଶାଖାରେ ଜାତି ଜାତିକା…

ଶିଶୁ ଗଳ୍ପ : ବାଇଚଢ଼େଇରେ…ବାଇଚଢ଼େଇ

କୁଞ୍ଜ ବିହାରୀ ସାହୁ ଅଢ଼େଇଗୁଣ୍ଡି ଗାଁ ଭିତରକୁ ଯାଉ ଯାଉ ଦିଶିଯାଉଛି ଧାଡ଼ି ଧାଡ଼ି ତାଳଗଛ । ସେହି ତାଳଗଛରେ ବାଇଚଢ଼େଇ ବସାଟିଏ କରିଛି । ତଳକୁ ଝୁଲିରହିଛି ବସାଟି । ଯିଏ ଯାଉଛି ଘଡ଼ିଏ ଅନେଇ ରହୁଛି । ଅଦିନିଆ ପବନ ବୋହିଗଲା ଦିନେ । ଖରାଦିନିଆ ମେଘ ପବନ । ଡରିଗଲା ଚଢ଼େଇଟି । ତା' ବସା…

ଶିଶୁ କବିତା : ବଗ   

ପ୍ରତିଭା ସାହୁ  ଧୋବ ଫର ଫର ଦେହଟି ତୋର ନାଆଁଟି ଅଟଇ ବଗ ଦଳଦଳ ହୋଇ  ଉଡିଯାଅ ତୁମେ ସଭିଏଁ  ଗୋଟିଏ  ଦିଗ। ଲମ୍ଵାଳିଆ ବେକ ସୁନ୍ଦର ଦିଶ୍ଇ ଲମ୍ବା  ଥଣ୍ଟ ଲମ୍ବା ଗୋଡ଼ ସକାଳୁ ସକାଳୁ  ପୋଖରୀ କୂଳରେ ହୋଇଥାଏ ତୁମ ଭିଡ଼ । ସାଧୁ ସନ୍ଥ …

ଶିଶୁ କବିତା : ପ୍ରକୃତି କହେ

ଆନନ୍ଦ କୁମାର ମେହେର  ବିଶାଳ ଆକାଶ କହୁଅଛି ଶୁଣ ମୋ ସମାନ ହେଉ ତୁମ ହୃଦୟ ଗମ୍ଭୀର ଅଚଳ ପର୍ବତ କହୁଛି ମୋ ସମାନ ହୁଅ ତୁମେ ନିର୍ଭୟ । ମିଟି ମିଟି କରି ତାରକା କହଇ ଅଜ୍ଞାନ ଅନ୍ଧାରେ ଦେଖାଅ ବାଟ ନୀଳସାଗରର ତରଙ୍ଗ କହଇ ପରମ ଉମଙ୍ଗେ ଜୀବନ କାଟ । ଧରଣୀ ନୀରବେ ଦିଅଇ ବାରତା…

ଶିଶୁ କବିତା : ଗୁଡ଼ିଆଣୀ ଅପା ଲଡ଼ୁ

ସଚ୍ଚିଦାନନ୍ଦ କର  ଗୁଡ଼ିଆଣୀ ଅପା ଗୁଡ଼ିଆଣୀ ଅପା ଭଲ ଦୋକାନଟି ତୋର ସଜେଇ ରଖିଛୁ ଲଡୁ ସବୁ ଦେଖି ଲାଖିଯାଏ ଆଖି ମୋର ।। ବାପା ଅଜା ମାମୁଁ ପୀଉସୀ ମାଉସୀ ମୋ ପାଇଁ ଆଣନ୍ତି କେତେ ଗୋଟି ଗୋଟି ଧରି ଖୁସିରେ ଖାଏ ମୁଁ ମନ ମୋର ଚାହେଁ ଯେତେ ।। ଆହା କେଡ଼େ ମିଠା ଭଲଲାଗେ ଭାରି…

ଶିଶୁ କବିତା : ତୁମେସବୁ ସୁନାପିଲା

ବନ୍ଦିତା ଦାଶ  ମିଛ କହିବନି କେବେରେ ଛଳନାବି କେବେ କରିବନି ସୁନାପିଲା ହୋଇ ରହିବରେ କେବେବି ବାହାନା କରିବନି। ଯେତେ ବଡ ଭୁଲ ହୋଇଥାଉ କେବେ ମିଛକୁ ପ୍ରଶ୍ରୟ ଦେବନି ମିଛୁଆ ପ୍ରମାଣ ହୋଇଗଲେ ସେହି ଦାଗ ଆଉ ଲିଭିବନି। ନ୍ୟାୟ କଥାରେ କେବେହେଲେ ଚୁପହୋଇ ତୁମେ ରହିବନି…

ଶିଶୁ ଗଳ୍ପ : ମାଟି ମାଆର ଅମୂଲ୍ୟ ରତ୍ନ

କୁଞ୍ଜ ବିହାରୀ ସାହୁ  ଇଂରେଜ ଶାସନ ଅମଳର କଥା । ବିଦେଶୀ ଶାସକ ଭାରତୀୟଙ୍କୁ ଗୋଲାମ କରି ରଖିଥିଲେ । 'ଯୋର ଯାର ମୁଲକ ତାର' ନ୍ୟାୟରେ ଶାସନ କରୁଥିଲେ । ଶିକ୍ଷାନୁଷ୍ଠାନରେ ତନ୍ତବୁଣା କପଡ଼ା ବ୍ୟବହାର ଉପରେ କଟକଣା । ସେଥିପାଇଁ ଯେଉଁ ପିଲା ତନ୍ତବୁଣାର ଜାମା- ପ୍ୟାଣ୍ଟ ପିନ୍ଧି…