Latest Odisha News
Browsing Category

  ଶିଶୁ ଗଳ୍ପ

ଶିଶୁ ଗପ : ମିଛୁଆ ମଶା

ସଫଳା ଦାସ ଥରେ ଗୋଟିଏ ଆମ୍ବ ଗଛରେ ମହୁମାଛିଟିଏ ମହୂଫେଣା ତିଆରି ତା ପିଲା ମାନଙ୍କୁ ଜଗି ବସି ଥାଏ ।ସେହି ଗଛ ମୂଳରେ ଅଳିଆ ଗଦା କରିଥାନ୍ତି ଲୋକମାନେ । କାହାରି ନଜର ନଥାଏ ମହୂ ଫେଣା ଉପରେ । ସେହି ଅଳିଆ ଗଦା ଉପରେ ମଶାଟିଏ ବୁଲୁ ଥାଏ । ଧିରେ ଧିରେ ଉଡି ଉଡି ମହୂ ଫେଣା ପାଖରେ…

ଶିଶୁ ଗଳ୍ପ : ଟଗର ଗଛ ଓ ଲତିକା

 କୁଞ୍ଜ ବିହାରୀ ସାହୁ ସବୁଦିନ ସକାଳୁ ସକାଳୁ ଲତିକା ବାହାରିଯାଏ ଫୁଲ ତୋଳିବାକୁ । ଶୀତୁଆ ପାଗ ହେତୁ ସୁଇଟର ପିନ୍ଧିଥାଏ । ବେଳେବେଳେ ଚଦର ଘୋଡ଼େଇ ଗଲାବେଳକୁ ଭାବୁଥାଏ ଏମିତିକା ଥଣ୍ଡା ପବନ ବହୁଥିଲେ ଭଲ ହେଇଥାନ୍ତା । ଟଗରଫୁଲରେ ଶରଧା ବଳେ ଲତିକାର । ହେଲେ ଶୁଖିଲା ଗଛଟିକୁ ଦେଖି…

ଶିଶୁ ଗଳ୍ପ : ଗପ ଗୋଟିଏ ଶିକ୍ଷା କୋଟିଏ

ଅଶୋକ କୁମାର ପ୍ରଧାନ  ରୋଶନ୍ ଧନୀଘର ପିଲା।ବାପା ତା'ର ବଡ ବ୍ୟବସାୟୀ।ଏ ଅଞ୍ଚଳରେ ତାଙ୍କ ବ୍ୟବସାୟରେ ଭଲ ନାଁ ଅଛି।ରୋଶନ୍ ଅଷ୍ଟମ ଶ୍ରେଣୀର ଛାତ୍ର।ପିଲାଟି ଦେଖିବାକୁ ଯେତିକି ସୁନ୍ଦର ପାଠ ପଢ଼ାରେ ବି କମ୍ ନୁହେଁ। ସ୍କୁଲରେ ସବୁ ପିଲାଙ୍କ ଠାରୁ ସେ ବେଶ୍ ଭଲ ପଢେ। କିନ୍ତୁ ବାପାଙ୍କର…

ଶିଶୁ ଗଳ୍ପ : ମିକୁନ୍ ନିଜର ଭୁଲ୍ ବୁଝିଲା

କୁଞ୍ଜ ବିହାରୀ ସାହୁ କପିଳାସ ପାହାଡ଼ ତଳେ ଗୋଟିଏ ଆଜବେଷ୍ଟସ ଘରେ ମିକୁନ୍ ତା' ବାପା ବୋଉ ସାଥିରେ ରହେ । ନୋଡାଲ ସ୍କୁଲରେ ପଢ଼େ । ମନଦେଇ ପାଠପଢ଼େ ବୋଲି ଗୁରୁଜୀ ଗୁରୁମା ଭଲପାଆନ୍ତି, ଆଦର କରନ୍ତି । ରବିବାର ସ୍କୁଲ ଛୁଟି । ପାଠପଢ଼ା ନାହିଁ । ମଜାମଜଲିସ କରି ସମୟ ବିତେଇବା ହେଲା…

ଶିଶୁ ଗଳ୍ପ : ମାନବିକତା

କୁଞ୍ଜ ବିହାରୀ ସାହୁ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଅମିତ ପାଠରେ ଯେମିତି ଖେଳକୁଦରେ ବି ସେମିତି । ତା ଛଡା ଦୁଃଖୀ, ରଙ୍କିକୁ ଦେଖିଲେ ସାହାଯ୍ୟ କରିବାକୁ ଆଗେଇ ଆସେ । ରବିବାର ଦିନ ଅମିତ ଘରେ ବସି ଟି.ଭି ଦେଖୁଛି । ଦାଣ୍ଡ ଦୁଆର ପାଖରେ ଜଣେ ବୁଢ଼ୀର ପାଟି ଶୁଣିଲା । ଟି.ଭି.ପାଖରୁ ମୁହଁ…

ଶିଶୁ ଗଳ୍ପ : ଶିଶୁ ହସିଲେ ଦୁନିଆ ହସେ

କୁଞ୍ଜ ବିହାରୀ ସାହୁ  ଫୁଲ ବଗିଚାରେ ବୁଲୁଥିଲା ସୋନି । ଗଛଗୁଡ଼ିକୁ ମନଖୁସିରେ ଆଉଁଷିଦେଲା । ଛନଛନିଆ ଦିଶୁଛି । କେତେ ରକମର, କେତେ ରଙ୍ଗର ଫୁଲ ଫୁଟିଛି ବଗିଚାରେ । ଫୁଲମାନେ ସୋନିକୁ ପଚାରିଲେ - 'ତୁ ଆମ ପାଖକୁ ଆସିଛୁ । ବଢିଆ ହେଲା । ଆମେ ଗପିବା, ଗୀତ ଗାଇବା, ମଜା କରିବା ।'…

ଶିଶୁ ଗଳ୍ପ : ଟୁକୁଲର ଡଙ୍ଗା ଭସା

କୁଞ୍ଜ ବିହାରୀ ସାହୁ  ପୁଅ ଉଠିପଡ଼ ସକାଳ ହେଲାଣି । କାଉ ରାବିଲାଣି । ଏମିତି ଘୋଡ଼େଇ କେତେ ସମୟ ଶୋଇବୁ ଯେ ! ବୋଉ କଥାକୁ ନ ଶୁଣି କମ୍ବଳ ଘୋଡ଼େଇ ଶୋଇଲା ଟୁକୁଲ । ଏଇ କେଇଦିନ ହେଲା ପହାନ୍ତା ପହରେ ଶୀତ ଲାଗୁଛି । ଟୁକୁଲ ଜାଣିଶୁଣି ଉଠୁନି । କିଛି ସମୟ ରହି ବୋଉ ଡାକିଲେ - ଉଠି…

ଶିଶୁ ଗଳ୍ପ : ଗର୍ବ ଭାଙ୍ଗିଲା

କୁଞ୍ଜ ବିହାରୀ ସାହୁ  ସକାଳର ସମୟ । ଆମ୍ବଗଛ ଚୁପଚାପ ଠିଆ ହେଇଥାଏ ଏକୁଟିଆ । ଚାହୁଁଥାଏ ଏପଟ ସେପଟ । ଅଳ୍ପ ଦୂରରେ ବାଉଁଶ ଗଛ ହାଇମାରୁଛି ଅଧା ବୁଢ଼ା ହେଇଯାଇଛି ବୋଲି । ସହଜରେ ତ ଡେଙ୍ଗା । ସରୁ ସରୁ ପତର । ଅଧା ଅଧା ପାଚିଯାଇଛି । କାଳେ ଆମ୍ବଗଛ ଶୁଣିପାରିବନି ଭାବି ଟିକେ ଜୋରରେ…

ଶିଶୁ ଗଳ୍ପ : ପ୍ରକୃତ ବନ୍ଧୁ

ଲଳିତ ମୋହନ ମିଶ୍ର ପପୁନ ପ୍ରତିଦିନ ସ୍କୁଲ ଯାଉଥିଲା ବାପାଙ୍କ ସହିତ କାରରେ । ପପୁନର ବାପା ଜଣେ ବଡ ବ୍ୟବସାୟୀ । ପପୁନ ଅନ୍ୟ ପିଲାମାନଙ୍କ ଠାରୁ ଟିକେ ଭିନ୍ନ । ସେ ବହୁତ ଶାନ୍ତ ଶିଷ୍ଟ ସରଳ ଏବଂ ଅମାୟିକ । କିଛି ନୂଆ କରିବା ଏବଂ କିଛି ନୂଆ ଶିଖିବାରେ ତାର ସବୁବେଳେ ଆଗ୍ରହ । ପପୁନର…

ଶିଶୁ ଗଳ୍ପ : ସୁନାପୁଅ

କୁଞ୍ଜ ବିହାରୀ ସାହୁ ଦିନେ ବାପାଙ୍କ ସହ କଥା ହେଉ ହେଉ ଅମିତ୍ କହିଲା, ବାବା, ମୁଁ କାଲି ସ୍କୁଲକୁ ଗଲାବେଳେ ରାସ୍ତାକଡେ କଡ଼େ କାଶତଣ୍ଡୀର ଧଳା ଚଅଁର ପବନରେ ଝୁଲୁଛି । ଘଡ଼ିଏ ଠିଆହେଲି। ସତରେ ବହୁତ ସୁନ୍ଦର ଦିଶୁଥିଲା । ଆଛା ବାବା, କାହିଁ ଆଗରୁ ତ ମୁଁ କେବେ ଦେଖିନି । ଅମିତର ବାବା…