Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା ଉତ୍ତର ପ୍ରକାଶିତ; ସବିଶେଷ ବିବରଣୀ ଏଠାରେ ପଢ଼ନ୍ତୁ

ଜୟପୁର: ସେପ୍ଟେମ୍ବର ୨୧ରେ ରାଜସ୍ଥାନର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ CUCET (କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା) ଉତ୍ତର ପ୍ରକାଶ କରିଛି। ପରୀକ୍ଷା ପାଇଁ ଆସିଥିବା ଛାତ୍ରମାନେ CUCET ଅଫିସିଆଲ୍ ସାଇଟ୍ cucetexam.in ପରିଦର୍ଶନ କରି ସେମାନଙ୍କର ଉତ୍ତର ଯାଞ୍ଚ…

IIM CAT ୨୦୨୦ ଅନଲାଇନ୍ ପଞ୍ଜୀକରଣର ଆଜି ଶେଷ ଦିନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ପାଇଁ ସାଧାରଣ ଆଡମିଶନ ଟେଷ୍ଟ (କ୍ୟାଟ୍) ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟା, ଆଜି ଅପରାହ୍ନ ୫ଟା ରେ ବନ୍ଦ ହେବ । ସ୍ନାତକୋତ୍ତର ଏବଂ ଯୋଗ୍ୟ ପ୍ରାର୍ଥୀ, ଯେଉଁମାନେ ସ୍ନାତକୋତ୍ତର (ପିଜି)…

OJEE ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ

ଭୁବନେଶ୍ୱର: ଚଳିତ ବର୍ଷ ଓଜେଇଇ ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ । ଏଥିପାଇଁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ରଖାଯାଇଛି । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍ ଫି’ ଜମା ପାଇଁ ଡେଡଲାଇନ୍ ରହିଛି ।…

ରିଲିଜ ହେଲା ଆଇବିପିଏସ୍ ପ୍ରୋବେସନାରୀ ଅଫିସର ନିଯୁକ୍ତି ପରୀକ୍ଷା, ୨୦୨୦ର ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ମଙ୍ଗଳବାର ଦିନ ପ୍ରୋବେସନାରୀ ଅଫିସର (ପିଓ) ପଦବୀ ପାଇଁ ଆଇବିପିଏସ୍ ପ୍ରାଥମିକ ନିଯୁକ୍ତି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି। ନାମଲେଖା ହୋଇଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍…

ରାଜ୍ୟସଭାରେ ପାସ ହେଲା ଆଇଆଇଆଇଟି ସଂଶୋଧନ ବିଲ: ଜାତୀୟ ଗୁରୁତ୍ୱ ଟ୍ୟାଗ୍ ପାଇବେ ପାଞ୍ଚଟି ନୂତନ ଅନୁଷ୍ଠାନ

ନୂଆଦିଲ୍ଲୀ: ଭାରତୀୟ ସଂସଦ ମଙ୍ଗଳବାର ଏକ ବିଲ୍ ପାରିତ କରିଛି ଯେଉଁଥିରେ ପାଞ୍ଚଟି ନୂତନ ଭାବରେ ଗଠିତ ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) କୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାବରେ ଘୋଷଣା କରାଯିବ। ଏକ ସାର୍ବଜନୀନ-ବେସରକାରୀ ଭାଗିଦାରୀ ମଡେଲରେ…

ଆଜିଠୁ +୩ ଓ ପିଜି ଶେଷ ସେମିଷ୍ଟର

ଭୁବନେଶ୍ୱର: କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଉଛି ପରୀକ୍ଷା । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଜିଠାରୁ ଯୁକ୍ତ ୩ ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ…

JEE ଆଡ଼ଭାନ୍ସ ୨୦୨୦ ପାଇଁ କିପରି କରିବେ ଆଡ଼ମିଟ କାର୍ଡ ଡାଉନଲୋଡ, ଜାଣନ୍ତୁ

ନୂଆଦିଲ୍ଲୀ: JEE ଆଡଭାନ୍ସ ୨୦୨୦ ସୋମବାର ଆଡମିଟ୍ କାର୍ଡ ରିଲିଜ କରିଛି। ତେବେ ଏଥିରେ ପଞ୍ଜୀକୃତ କରିଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jeeadv.ac.in ମାଧ୍ୟମରେ ଅନ୍ଲାଇନରେ ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଆଇଆଇଟି ଏବଂ ଆଇଏସସିରେ ସ୍ନାତକୋତ୍ତର ପାଠ୍ୟକ୍ରମରେ…

ଆଜିଠୁ ଯୁକ୍ତ ୨ ନାମଲେଖା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା । ଆସନ୍ତା ୨୬ ଯାଏଁ ପ୍ରଥମ କଟ ଅଫ୍ ମାର୍କର ଚାଲିବ ନାମଲେଖା ପ୍ରକ୍ରିୟା । କୋଭିଡ ଗାଇଡାଲାଇନ୍‌କୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ବ୍ୟବପକ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ଆଡମିଶନ…

ସରିଲା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଦେଶର ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ପ୍ରବେଶ ପାଇଁ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରବେଶ ପରୀକ୍ଷା ସିୟୁସିଇଟି-୨୦୨୦ ଶେଷ ହୋଇଛି । ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର…

ସର୍ଭେ, ୬୦% ପିଲା ଚାଲିଚାଲି ଯାଉଛନ୍ତି ସ୍କୁଲ

ନୂଆଦିଲ୍ଲୀ: ଦେଶ ଆଜି ବିକାଶ ପଥରେ କିନ୍ତୁ ଶିକ୍ଷାନୁଷ୍ଠନ ଯିବା ପାଇଁ ଛାତ୍ରଛାତ୍ରରଙ୍କ ପ୍ରଥମ ପସନ୍ଦ ପାଲଟିଛି ପାଦ ଚଲାବାଟ । ସେହିପରି ଦ୍ୱିତୀୟ ପସନ୍ଦ ରହିଛି ସାଧାରଣ ପରିବହନ ସେବା । ଏହାକୁ ନେଇ ଏକ ସର୍ଭେ କରିଛି ଜାତୀୟ ପରିସଂଖ୍ୟାନ ସଂଗଠନ(ଏନ୍‌ଏସ୍‌ଓ) । ଏହି ସର୍ଭେ ଉଭୟ…