Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାହୁଲ ଗାନ୍ଧୀ ଦେଶକୁ ଅପମାନିତ କରିବାର ସୁଯୋଗ କେବେ ହାତଛଡ଼ା କରନ୍ତି ନାହିଁ: ବିଜେପି

ନୂଆଦିଲ୍ଲୀ: କଲମ୍ବିଆରେ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ବିଜେପି ପାଲଟା ଆକ୍ରମଣ କରିଛି। ବିଜେପି କହିଛି ଯେ ରାହୁଲ ଗାନ୍ଧୀ ଦେଶକୁ ଅପମାନିତ କରିବାର ସୁଯୋଗ କେବେ ହାତଛଡ଼ା କରନ୍ତି ନାହିଁ। ତାଙ୍କ କଥା ଚୀନ୍ ପ୍ରତି ତାଙ୍କର ପ୍ରେମକୁ ପ୍ରତିଫଳିତ କରେ। ସେ ସବୁବେଳେ ଦେଶ ବିରୋଧରେ କୁହନ୍ତି।…

Trump To Meet Xi: ସୋୟାବିନ୍ ବିବାଦ ନେଇ ସାକ୍ଷାତ କରିପାରନ୍ତି ଟ୍ରମ୍ପ ଏବଂ ଜିନପିଙ୍ଗ, ବଦଳିପାରେ ବାଣିଜ୍ୟ…

ନୂଆଦିଲ୍ଲୀ: ଟାରିଫ୍ ପରେ ଏବେ ଆମେରିକୀୟ ସୋୟାବିନ୍ ବିବାଦ ନୂଆ ପ୍ରସଙ୍ଗ ପାଲଟିଛି। ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ଗଭୀର ହେଉଛି। ବର୍ଦ୍ଧିତ ଶୁଳ୍କ ଯୋଗୁଁ, ଚୀନ୍ ଆମେରିକାରୁ ସୋୟାବିନ୍ କିଣିବା ବନ୍ଦ କରିଦେଇଛି, ଏବଂ ଆମେରିକୀୟ ଚାଷୀମାନେ ଏହାର ପ୍ରଭାବ ବହନ କରୁଛନ୍ତି।…

ପ୍ରବଳ ବର୍ଷାରେ ଭାଙ୍ଗିଲା ଲାଇଟ ଗେଟ;୫ ଆହତ

ଜଗତସିଂହପୁର: ଜଗତସିଂହପୁର-ବାଲିକୁଦା ବଜାରରେ ଅଘଟଣ। ପ୍ରବଳ ବର୍ଷାରେ ଭାଙ୍ଗିଲା ଲାଇଟ ଗେଟ। ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ିଆସୁଛି ଗଭୀର ଅବପାତ। ଆଜି ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଜିଲ୍ଲାର ବାଲିକୁଦା ବସଷ୍ଟାଣ୍ଡ ଦୁର୍ଗା ପୂଜା କମିଟିର ତୋରଣ ଭାଙ୍ଗି…

ହୁସିଆର! ମିଳିଛି ମହାବଳର ପଞ୍ଝା ଚିହ୍ନ…ରାତିରେ ଜଙ୍ଗଲ ଭିତରକୁ ଯାଆନ୍ତୁ ନାହିଁ

ଅନୁଗୁଳ: ଦେବଗଡ ପରେ ଅନୁଗୁଳ  ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ବାଘ। ଛେଣ୍ଡିପଦା ନିକଟସ୍ଥ କଙ୍କୁରପାଳ ଗାଁ ନିକଟରେ ଗତକାଲି ଦେଖିବାକୁ ମିଳିଛି ବାଘର ପଞ୍ଝା ଚିହ୍ନ। ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ତା ଜଙ୍ଗଲରେ ଦେଖିବାକୁ ମିଳିଛି। ପାଦ ଚିହ୍ନକୁ ନେଇ ବନବିଭାଗ ଛାନଭିନ୍‌ ଆରମ୍ଭ…

Kangana Ranaut On Rahul Gandhi: ରାହୁଲ ଗାନ୍ଧୀଙ୍କୁ “କଳଙ୍କ” ବୋଲି କହିଲେ କଙ୍ଗନା…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ଏବଂ ଅଭିନେତ୍ରୀ କଙ୍ଗନା ରାଣାୱତ କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। କଙ୍ଗନା ରାଣାୱତ ରାହୁଲ ଗାନ୍ଧୀଙ୍କୁ ଅପମାନଜନକ ବୋଲି କହିଛନ୍ତି। ସାଂସଦ କଙ୍ଗନା ଅଭିଯୋଗ କରିଛନ୍ତି ଯେ…

Dussehra 2025: ବିଶ୍ୱର ସବୁଠାରୁ ବଡ଼ ମୁସଲିମ ଦେଶରେ ବି ଅନନ୍ୟ ରୂପେ ପାଳିତ ହୁଏ ଦଶହରା…

ନୂଆଦିଲ୍ଲୀ: ୧୯୬୯ ମସିହାରେ, ନ୍ୟୁୟର୍କର ସେଣ୍ଟ ଜନ୍ସ ବିଶ୍ୱବିଦ୍ୟାଳୟରେ ଏସୀୟ ଇତିହାସ ଏବଂ ଧର୍ମର ତତ୍କାଳୀନ ସହାୟକ ପ୍ରଫେସର ସନ୍ତୋଷ ଏନ. ଦେଶାଇ ଏକ ବକ୍ତୃତା ଦେଉଥିଲେ। ସେ ବ୍ୟାଖ୍ୟା କରିଥିଲେ ଯେ ରାମାୟଣର କାହାଣୀ ତିନୋଟି ମୁଖ୍ୟ ମାର୍ଗ ଦେଇ ବ୍ୟାପିଥିଲା। ସ୍ଥଳପଥରେ, ଏହା ପଞ୍ଜାବ…

Mahatma Gandhi: ମିଳିନି କୌଣସି ଆନୁଷ୍ଠାନିକ ଉପାଧି, ତଥାପି କାହିଁକି ଆଜି ବି ‘ଜାତିର ପିତା’…

ନୂଆଦିଲ୍ଲୀ: ପିଲାଟି ବେଳରୁ ହିଁ ଆମେ "ଜାତିର ପିତା" ଭାବରେ ମହାତ୍ମା ଗାନ୍ଧୀଙ୍କୁ ହିଁ ସମ୍ବୋଧିତ କରିଆସୁଛି । କିନ୍ତୁ ଏହାକୁ ନେଇ ବିଗତ ବର୍ଷ ମାନଙ୍କରେ ଅନେକ ଯୁକ୍ତି ସାମ୍ନାକୁ ଆସିଛି । ସେ ଜଣେ ସ୍ବାଧିନତା ସଂଗ୍ରାମୀ ଥିଲେ, ତାଙ୍କୁ ଏଭଳି କୌଣସି ଆନୁଷ୍ଠାନିକ ଊପାଧି ମିଳିନାହିଁ ।…

ଭୟଙ୍କର ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛକୁ ପିଟିହେଲା କାର୍; ଜଣେ ମୃତ, ୫ ଗୁରୁତର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଭୁବନେଶ୍ଵରକୁ ସଂଯୋଗ କରୁଥିବା ୨୬ ନଂ ରାଜ୍ୟ ରାଜପଥର ଦେହେଲି ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଛି। ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର…

Pandit Chhannulal Mishra: ଆରପାରିରେ ଶାସ୍ତ୍ରୀୟ ଗାୟକ ପଦ୍ମବିଭୂଷଣ ପଣ୍ଡିତ ଛନ୍ନୁଲାଲ ମିଶ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୪ ପ୍ରସ୍ତାବକ ଥିବା ପ୍ରଖ୍ୟାତ ଭାରତୀୟ ଶାସ୍ତ୍ରୀୟ ଗାୟକପଣ୍ଡିତ ଛନ୍ନୁଲାଲ ମିଶ୍ରାଙ୍କର ଗୁରୁବାର ଭୋର ୪:୧୫ ମିନିଟରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି। ଝିଅ ନମ୍ରତା ମିଶ୍ର ସୂଚନା ଦେଇଛନ୍ତି ଯେ ତାଙ୍କ ବାପା ମିର୍ଜାପୁରରେ ଘରେ ଥିଲେ।…