Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

RSS Centenary: “ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ, ମୁଦ୍ରାରେ ଭାରତ ମାତା…’,RSSର ଶତବାର୍ଷିକୀରେ ଡାକଟିକଟ…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର(RSS) ୧୦୦ ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିବା ବେଳେ, ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା…

Ganja Dealer Arrested: ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ବେପାରୀ ଗିରଫ, ଟୁରିଷ୍ଟ ବେଶରେ କରୁଥିଲେ ବେପାର

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ବେଶରେ କରୁଛନ୍ତି ନିଶା ବେପାର। ନିଜକୁ ଟୁରିଷ୍ଟ ପରିଚୟ ଦେଇ ଚାଲିଛି ବେପାର। ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡ଼ିଲା ଏହି ଛଦ୍ମବେଶରେ ଥିବା ବିହାରର ଯୁବକ। ଟ୍ରଲି ବ୍ୟାଗ ଭିତରେ ଗଞ୍ଜେଇ ନେବା ବେଳେ ଧରିଲା RPF। ଏହାର ଓଜନ ପ୍ରାୟ ୩୦ କେଜି ହେବ। ଦୁଇଟି…

Gold Rate Today: ମହାନବମୀରେ ପୁଣି ମହଙ୍ଗା ହେଲା ସୁନା ଦର…ଧନତେରାସ ପୂର୍ବରୁ ଲକ୍ଷେ ୧୮ ଟପିଲା…

ଭୁବନେଶ୍ବର: ମହାନବମୀ ଅବସରରେ ଆଜି ସୁନା ଦର ପୁଣି ବୃଦ୍ଧି ପାଇଛି। ଆଜି ସୁନାର ମୂଲ୍ୟ ୧୦୦୦ ରୁ ଅଧିକ ବୃଦ୍ଧି ପାଇଛି, ଯାହା ଦ୍ୱାରା ୧୦ ଗ୍ରାମ ସୁନାର ମୂଲ୍ୟ ୧,୧୮,୬୦୦ ହୋଇଛି। ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ୧,୨୦୦ ମହଙ୍ଗା ହୋଇଛି, ତେଣୁ ଆଜି ମୂଲ୍ୟ ୧,୧୮,୬୪୦ ହୋଇଛି,…

Pension: ୱାର୍କଚାର୍ଜଡ୍‌ କର୍ମଚାରୀ ପାଇବେ ପେନସନ୍‌

ଭୁବନେଶ୍ୱର: ୯୮ଜଣ ୱାର୍କଚାର୍ଜଡ୍‌ କର୍ମଚାରୀ ପାଇବେ ପେନସନ୍‌। ସୁପ୍ରିମ୍‌କୋର୍ଟଙ୍କ ଆଦେଶ ବଳରେ ରାଜ୍ୟ ଜଳସମ୍ପଦ ବିଭାଗର ଏହି ୱାର୍କଚାର୍ଜଡ୍‌ କର୍ମଚାରୀ ପେନସନ ପାଇବେ। ଏଥି ନିମନ୍ତେ ଜଳସମ୍ପଦ ବିଭାଗ ଯନ୍ତ୍ରୀମୁଖ୍ୟଙ୍କୁ ଚିଠି କରିବାପରେ ଉକ୍ତ ପେନସନ ପ୍ରଦାନବାବଦରେ କେତେ ଟଙ୍କା…

ରଙ୍ଗରୁଟ୍‌ ନେଲା ଜୀବନ; କଣ୍ଟେନର ଧକ୍କାରେ ୩ମୃତ

ଖୋର୍ଦ୍ଧା: ରଙ୍ଗରୁଟ୍‌ରେ ଭୁବନେଶ୍ବର ପଟୁ ବାଇକ୍‌ରେ ଯିବାବେଳେ ଦୁର୍ଘଟଣା । ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ବାଇପାସ ନିକଟରେ କଣ୍ଟେନର ଧକ୍କାରେ ଚାଲିଗଲା ୩ ଜୀବନ । ବାଇକ ଓ କଣ୍ଟେନର ମଧ୍ୟରେ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାମୁତାବକ,ବିଳମ୍ବିତ ରାତିରେ ପିଏନ…

Odisha Police SI: ପୋଲିସ ଏସଆଇ ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ: ୧୧୭ ପରୀକ୍ଷାର୍ଥୀ ଓ ୨ ଦଲାଲ ଗିରଫ

ବ୍ରହ୍ମପୁର: ଓଡିଶା ପୋଲିସ SI ପରୀକ୍ଷା କେଲେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ। ୧୧୭ ପରୀକ୍ଷାର୍ଥୀ ଓ ୨ ଦଲାଲ ଗିରଫ ହୋଇଛନ୍ତି। ପଚରାଉଚରା ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହି କେଲେଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍…

Weather Update: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ନନ୍ ଷ୍ଟପ୍ ବର୍ଷା

ଭୁବନେଶ୍ୱର: ପାର୍ବଣ ଭିଜିବ ସାରା ଓଡିଶ। ଆସିଲାଣି ଆଉ ଗୋଟିଏ ଲଘୁଚାପ। ଏହା ଅବପାତ ହୋଇ ପ୍ରବଳ ବର୍ଷା କରିପାରେ। ବେଶି ବର୍ଷିବ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି। ଘନୀଭୂତ ହୋଇ ଅକ୍ଟୋବର…

୬.୯ ତୀବ୍ରତାରେ ଥରିଲା ଫିଲିପାଇନ୍ସ, ୨୨ ମୃତ

ଫିଲିପାଇନ୍ସ: ମଙ୍ଗଳବାର ରାତିରେ ଫିଲିପାଇନ୍ସରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଫଳରେ ଲୋକମାନେ ଘରୁ ପଳାଇଥିଲେ। ଅଧିକାରୀମାନେ କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ରୀୟ ଫିଲିପାଇନ୍ସ ପ୍ରଦେଶରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପରେ ଘର ଏବଂ କୋଠାର କାନ୍ଥ…

ଯାହା କରିବାର ଅଛି ମୋ ସହ କାର; କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କଲେ ବିଜୟ

ଚେନ୍ନାଇ: କରୁରରେ ଦଳାଚକଟା ଘଟଣା ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ନେଇଛି। ଅଭିନେତାରୁ ରାଜନେତା ହୋଇଥିବା ବିଜୟ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଦଳାଚକଟାକୁ ନେଇ ବିଜୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ସାର, ଯଦି ଆପଣ ଆମ ଉପରେ ପ୍ରତିଶୋଧ…

Women’s World Cup 2025: ବିଜୟରୁ ଭାରତର ଅଭିଯାନ ଆରମ୍ଭ; ପରବର୍ତ୍ତୀ ମ୍ୟାଚରେ ପାକ୍ ସହ ଟକ୍କର

ନୂଆଦିଲ୍ଲୀ:ମହିଳା ଦିନିକିଆ ବିଶ୍ବକପ୍‌ର ୧୩ତମ ସଂସ୍କରଣ ମଙ୍ଗଳବାର ଆରମ୍ଭ ହୋଇଯାଇଛି । ତେବେ ଭାରତୀୟ ମହିଳା କ୍ରିକେଟ ଦଳ ବିଜୟ ସହିତ ବିଶ୍ୱକପ ଆରମ୍ଭ କରିଛି । ଭାରତ ଶ୍ରୀଲଙ୍କା ମହିଳା ଦଳକୁ ୫୯ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୪୭ ଓଭରରେ ୨୬୯ ରନ କରିଥିଲା,…