Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଗାମୀ ନିର୍ବାଚନ ତାଲିକାର ଏସଆଇଆର୍-୨୦୨୬ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଗାମୀ ନିର୍ବାଚନ ତାଲିକାର ବିଶେଷ ସଘନ ସଂଶୋଧନ (SIR), ୨୦୨୬ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ…

Flash Flood: ୧୭ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ…

ଭୁବନେଶ୍ୱର: ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମରେ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି । ସୂଚନା ଯୋଗ୍ୟ ଯେ ଭାରତୀୟ ପାଣିପାଗ…

Bareilly Violence: ନମାଜ ପରେ ବିଶୃଙ୍ଖଳା ସୃଷ୍ଟି, ଭଙ୍ଗାରୁଜା କରୁଥିବା ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠିଚାର୍ଜ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି। ‘I love Muhammad’ ପୋଷ୍ଟର ବିବାଦକୁ ନେଇ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଆଇଏମସି ମୁଖ୍ୟ ମୌଲାନା ତୌକିର ରଜା ଏହି ପ୍ରତିବାଦର ଆହ୍ୱାନ ଦେଇଥିଲେ। ପୋଲିସ ପ୍ରଦର୍ଶନକାରୀଙ୍କୁ ବୁଝାଇବାକୁ…

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ୨୬୪୪ଟି ଆବେଦନ ପଞ୍ଜିକୃତରୁ ୨ ଶହ କଟିଲେ

ପୁରୀ: ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ରେ ଶେଷ ହେବ କାର୍ତ୍ତିକ ବ୍ରତ । ଏହି ସମୟରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପୁରୀରେ ଲାଗିବ ହବିଷ୍ୟାଳୀଙ୍କ ପ୍ରବଳ ଭିଡ । ଏହି ପ୍ରରିପେକ୍ଷୀରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପ୍ରଶାସନ ପାଖରେ ୨୬୪୪ଟି ଆବେଦନ…

ନକଲି ଆଇପିଏସକୁ ବାନ୍ଧିଲା ଅସଲି ପୋଲିସ, ବିପୁଳ ମାତ୍ରାରେ ଚୋରି ସାମଗ୍ରୀ ଜବତ

ଭଦ୍ରକ: ବିଭିନ୍ନ ରାଜ୍ୟରେ ପ୍ରବେଶ କରି ପୋଲିସର ପରିଚୟ ଦେଇ ରହୁଥିବା ଏକ ନକଲି ପୋଲିସକୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଗିରଫ ନକଲି ପୋଲିସ ଜଣକ ହେଲା ରାହୁଲ ସିଂ ରାଣାବତ । ତା ନିକଟରୁ ନକଲି ବନ୍ଧୁକ, ବିଭିନ୍ନ ରାଜ୍ୟର ପୋଲିସ ଡ୍ରେସ, ରେଲୱେ ପୋଲିସର ଡ୍ରେସ ଏବଂ…

Sonam Wangchuk Arrested: ଲେହରେ ବ୍ୟାପକ ହିଂସା ପାଇଁ ସୋନମ ୱାଙ୍ଗଚୁକ୍‌ ଗିରଫ

ନୂଆଦିଲ୍ଲୀ: ଲେହ-ଲଦାଖ ହିଂସାର ପ୍ରତିକ୍ରିୟାରେ ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ କରିଛନ୍ତି। ଏହାପରେ ଆଜି ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌‌ଙ୍କୁ ଗିରଫ କରାଯାଇଛି। ଜାତୀୟ ସୁରକ୍ଷା ଆଇନ୍ ବଳରେ…

Odisha High Court: ଆସନ୍ତା ୨୯ ରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ, ଅକ୍ଟୋବର ୮ରେ ଖୋଲିବ ଅଦାଲତ

କଟକ: ଆରମ୍ଭ ହେଲାଣି ପାର୍ବଣ। ଆସନ୍ତା ୨୯ ତାରିଖ ସୋମବାରରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ ହେଉଛି। ଶୁକ୍ରବାର ଶେଷ କାର୍ଯ୍ୟ ଦିବସ। ଅକ୍ଟୋବାର ୮ରେ ଅଦାଲତ ଖୋଲିବ। ଏହି ଛୁଟି ସମୟ ମଧ୍ୟରେ ଜରୁରୀ ମାମଲାର ଶୁଣାଣି ପାଇଁ ତିନିଦିନ ଅର୍ଥାତ୍‌ ଆସନ୍ତା ୨୯ ତାରିଖ, ଅକ୍ଟୋବର ୧ ତାରିଖ ଓ ୬…

ଏଣିକି ଦ୍ଵାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ AI ଟେକ୍ନୋଲୋଜି

ଭୁବନେଶ୍ୱର: ଏଣିକି ଦ୍ଵାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ AI ଟେକ୍ନୋଲୋଜି। ଘରେ ବସି AI ମାଧ୍ୟମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନିଜ ଦକ୍ଷତା ଜାଣିହେବ। ବିଭିନ୍ନ ମଡ୍ୟୁଲ୍‌ର ପ୍ରଶ୍ନ ରଖିବ AI ଏବଂ ଉତ୍ତର ଦେବେ ପରୀକ୍ଷାର୍ଥୀ। ଏଭଳି ପରୀକ୍ଷା ପ୍ରସ୍ତୁତି ପୋର୍ଟାଲ…

ଭାରତରେ ସ୍ମାର୍ଟଫୋନ୍ ତିଆରି କରିବ ୟୁକେର Nothing; ହେବ ଗ୍ଲୋବାଲ ଏକ୍ସପୋର୍ଟ୍ ହବ୍

ନୂଆଦିଲ୍ଲୀ: ଲଣ୍ଡନର ଟେକ୍ କମ୍ପାନୀ ନଥିଙ୍ଗ (Nothing) ନିଜର ବଜେଟ୍ କ୍ୟାଟେଗୋରୀ ସବ୍-ବ୍ରାଣ୍ଡ CMF (Colour, Material, Finish)କୁ ଏବେ ଏକ ସ୍ୱାଧୀନ ଭାରତୀୟ ସହାୟକ କମ୍ପାନୀ ଭାବରେ ଲଞ୍ଚ କରିଛି। କମ୍ପାନୀ ମାଲିକ କାର୍ଲ ପେଇ ଭାରତକୁ CMF ପାଇଁ ବିଶ୍ୱସ୍ତରୀୟ ମୁଖ୍ୟାଳୟ କରିଛନ୍ତି,…

NATO Chief Big Claim: ‘ଭାରତ ଉପରେ ଶୁଳ୍କ, ରୁଷକୁ କ୍ଷତି’, ନାଟୋ ମୁଖ୍ୟ କଲେ ବଡ଼ ଦାବି……

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା। ତଥାପି, ଏବେ ଆଲୋଚନାର ପଥ ଖୋଲିଯାଇଛି। ଏହି ସମୟରେ, ୩୨ ଟି ଦେଶର ଆମେରିକା ନେତୃତ୍ୱାଧୀନ ମେଣ୍ଟ ନାଟୋ ଏକ ବଡ଼ ଦାବି କରିଛି।…