Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

US Nuclear Weapons Tests: ଆମେରିକା କରିବ ପରମାଣୁ ପରୀକ୍ଷଣ…

ନୂଆଦିଲ୍ଲୀ: ୩୩ ବର୍ଷ ପରେ ଆମେରିକାର ପରମାଣୁ ପରୀକ୍ଷଣ...ପରମାଣୁ ପରୀକ୍ଷଣ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ଟ୍ରମ୍ପ...ସାରା ବିଶ୍ବରେ ହଇଚଇ...କିଛି ବଡ ସଙ୍କେତ ଦେଉଛନ୍ତି କି?...ନା ପୁଟିନ୍, ଜିନପିଙ୍ଗଙ୍କ ଭୟରେ ଦେଖାଉଛନ୍ତି ଶକ୍ତି? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ…

One nation One Police Uniform: ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ନେଇ କେନ୍ଦ୍ରର ତନାଘନା: ଓଡ଼ିଶା ପୋଲିସକୁ…

ଭୁବନେଶ୍ୱର: ଖୁବଶୀଘ୍ର ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ପଲିସି ଆପଣେଇବ ସାରା ଦେଶ। ଦେଶରେ ଏଣିକି ଲାଗୁ ହେବ ପୋଲିସମାନଙ୍କ ଗୋଟିଏ ପ୍ରକାରର ୟୁନିଫର୍ମ। ଓଡ଼ିଶା ସମେତ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଲା ଗୃହ ମନ୍ତ୍ରାଳୟ। ଭିନ୍ନ ଭିନ୍ନ ରାଜ୍ୟରେ ଆଉ ଭିନ୍ନ ଭିନ୍ନ…

“ଦିଲ୍ଲୀରେ ମୁଁ ଆଜାଦ୍ ଅଛି”, ନିର୍ବାସନ ପରେ ପ୍ରଥମ ଥର ସାମ୍ନାକୁ ଆସିଲେ Sheikh Hasina…ବାଂଲାଦେଶ…

ନୂଆଦିଲ୍ଲୀ: ବାଂଲାଦେଶୀ ରାଜନୀତିର ଏକଦା ପ୍ରମୁଖ ବ୍ୟକ୍ତିତ୍ୱ ଶେଖ୍ ହସିନା ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି। ସେହି ହସିନା ଯିଏ ୧୫ ବର୍ଷ ଧରି କ୍ଷମତାରେ ରହିଥିଲେ। ସେହି ହସିନା ଯାହାଙ୍କ ଶାସନକୁ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରଶଂସା କରାଯାଇଥିଲା । ହେଲେ ତା'ପରେ ଏକଛତ୍ରବାଦୀଙ୍କ ଅଭିଯୋଗ…

Lingaraj Temple: କାଲିଠାରୁ ଓପାସରେ ଥିଲେ ମହାପ୍ରଭୁ ଲିଙ୍ଗରାଜ; ଆଜି ସ୍ବାଭାବିକ ହେଲା ନୀତିକାନ୍ତି

ଭୁବନେଶ୍ବର: କାର୍ତ୍ତିକ ମାସ ପରି ପବିତ୍ର ଧର୍ମମାସରେ ଦେଖା ଦେଖାଦେଇଥିଲା ମହାବିଭ୍ରାଟ । ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଗୁରୁବାର ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି। କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି ।ଗତକାଲି ଲିଙ୍ଗରାଜ ମନ୍ଦିର…

Naxals surrender: ୫୧ ନକ୍ସଲଙ୍କ ଆତ୍ମସମର୍ପଣ; ସେମାନଙ୍କ ମଧ୍ୟରେ ୯ ଜଣ ମହିଳା

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଏକ ବଡ଼ ସଫଳତା ମିଳିଛି। ବିଜାପୁରରେ ୫୧ ଜଣ ମାଓବାଦୀ କ୍ୟାଡର ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟଧାରାରେ ସାମିଲ ହୋଇଥିବା ଏହି କ୍ୟାଡରମାନଙ୍କ ମଧ୍ୟରେ ନଅ ଜଣ ମହିଳା ଏବଂ ୪୨ ଜଣ ପୁରୁଷ ଅଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୨୦ ଜଣ…

Shukra Gochar 2025: ନଭେମ୍ବର ୨ରେ ଶୁକ୍ର ଗ୍ରହଙ୍କ ଗୋଚର; ଏହି ୩ ରାଶିକୁ ମିଳିବ ଶୁଭଫଳ

ନୂଆଦିଲ୍ଲୀ: ୨୦୨୫ ନଭେମ୍ବର ମାସଟି ଜ୍ୟୋତିଷ ଦୃଷ୍ଟିକୋଣରୁ ବହୁତ ସ୍ୱତନ୍ତ୍ର ହେବ। ଏହି ମାସ ଆରମ୍ଭରେ ଶୁଭ ଗ୍ରହ ଶୁକ୍ର ତାଙ୍କ ରାଶି ପରିବର୍ତ୍ତନ କରିବେ। ନଭେମ୍ବର ୨ ତାରିଖରେ ଦିନ ୧:୨୧ ସମୟରେ, ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିକୁ ଶୁକ୍ରଙ୍କ ରାଶି , ତେଣୁ ଏହି ଗୋଚର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର ବାଲୁକା କଳାକୁ ପ୍ରଶଂସା…

ପାକିସ୍ତାନ ପାଇଁ ଏୟାର ଇଣ୍ଡିଆର ୪୦୦୦ କୋଟି କ୍ଷତି 

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏୟାର ଇଣ୍ଡିଆର ଆୟ ଉପରେ ସର୍ବାଧିକ ପଡିଛି। ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏହି ଏୟାରଲାଇନ୍ସ ଏପ୍ରିଲ୍ ଠାରୁ ଏପର୍ଯ୍ୟନ୍ତ ମାତ୍ର ୬ ମାସ ମଧ୍ୟରେ ୪୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିବା ନେଇ କମ୍ପାନୀର…

Vigilance raid: ଭିଜିଲାନ୍ସ ଜାଲରେ CT&GST ଅଧିକାରୀ

ବଲାଙ୍ଗିର: ଟିଟିଲାଗଡ଼ର ଆସିଷ୍ଟାଣ୍ଟ CT & GST ଅଫିସର ଉମାକାନ୍ତ ମହାକୁଡ଼ ଲାଞ୍ଚନେବା ସମୟରେ ଧରାପଡ଼ିଲେ । ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କ ମିଥ୍ୟା ଜୋରିମାନା ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଅଧିକାରୀ ଶ୍ରୀ…