Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡିଶାରେ ବିଧାୟକଙ୍କ ବିରୁଦ୍ଧରେ ରହିଛି ୧୫୬ ମାମଲା: ଆଇନ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଧାୟକଙ୍କ ନାଁରେ ରହିଛି ୧୫୬ଟି ମାମଲା । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଏହିସବୁ ମାମଲା ଅପରାଧିକ ଶ୍ରେଣୀର ହୋଇଥିବା ବେଳେ ସମସ୍ତ ମାମଲା ବିଚାରାଧୀନ ରହିଛି । ଗତ ଏକ ବର୍ଷରେ କୌଣସି ବିଧାୟକ ଦୋଷୀ…

କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଚଳିତବର୍ଷ କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଭୋର ୪ଟା ରୁ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ ।…

ରାଜ୍ୟରେ ଏହି ଜିଲ୍ଲାରେ ସର୍ବାଧିକ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି…

ଭୁବନେଶ୍ଵର: ରାଜ୍ୟରେ ଶିଶୁ ପୁଷ୍ଟିହୀନତା ନେଇ ବଡ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ…

Dadasaheb Phalke Award: ଅଭିନେତା ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍‌କେ ପୁରସ୍କାର; ଏହି ଦିନ କରାଯିବ…

ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଅମୂଲ୍ୟ ଅବଦାନ ପାଇଁ ମାଲାୟାଲମ୍ ସୁପରଷ୍ଟାର ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ସେପ୍ଟେମ୍ବର ୨୩ ତାରିଖରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ। ୨୦୨୩ ବର୍ଷ ପାଇଁ ମୋହନଲାଲଙ୍କୁ…

ସୁଭଦ୍ରା ୩ୟ କିସ୍ତିରୁ ବାଦ୍‍ ପଡିଛନ୍ତି ୩ ଲକ୍ଷ ୯୯ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ: ମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରାର ୩ୟ କିସ୍ତିରୁ ବାଦ ପଡିଛନ୍ତି ୩ଲକ୍ଷ ୯୯ହଜାର ୩୫୨ଜଣ ହିତାଧିକାରୀ । ୨ୟ କିସ୍ତିରୁ ୧ଲକ୍ଷ ୮୩ହଜାର ୭୮୫ଜଣ ବାଦ ପଡିଥିବା ବେଳେ ସୁଭଦ୍ରାର ପ୍ରଥମ କିସ୍ତିରେ ୧କୋଟି ୮୦ହଜାର ୯୨ଜଣ ପାଇଛନ୍ତି । ୨ୟ କିସ୍ତିରେ ୧କୋଟି ୯୬ହଜାର ୩୦୭ ଜଣ ପାଇଛନ୍ତି । ୩ୟ କିସ୍ତି ପାଇଛନ୍ତି…

IND vs PAK: ପାକିସ୍ତାନର ସରୁନି ଡ୍ରାମା; ଭାରତ ସହ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହିଲା ପାକ୍

ନୂଆଦିଲ୍ଲୀ: ଭାରତ ହାତ ନ ମିଳାଇବା ଘଟଣା ପରଠୁ ପାକିସ୍ତାନ ଖେଳାଳିଙ୍କ ସରୁନି ଡ୍ରାମା । ସଂଯୁକ୍ତ ଆରବ ଏମିରେଟ୍ସ (UAE) ବିପକ୍ଷରେ ଲିଗ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଏକ ସାମ୍ବାଦିକ ସମ୍ମିଳନୀ ବାତିଲ କରିଥିଲା, ଏବେ ଭାରତ ବିପକ୍ଷରେ ସୁପର ଫୋର୍ ମ୍ୟାଚ୍ ପୂର୍ବରୁ ସମାନ ଆଚରଣ…

E-Passport: ଭାରତରେ ଇ-ପାସପୋର୍ଟ ସେବା ଆରମ୍ଭ…ଜାଣନ୍ତୁ ଯୋଗ୍ୟତା, ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ:ଭାରତ ଆନୁଷ୍ଠାନିକ ଭାବରେ ଇ-ପାସପୋର୍ଟ ସେବା ଆରମ୍ଭ କରିଛି । ଭାରତ ଏବେ ଇ-ପାସପୋର୍ଟ ପ୍ରଦାନ କରୁଛି। ଏହା ପାସପୋର୍ଟର ଏକ ନୂତନ ଏବଂ ଉନ୍ନତ ସଂସ୍କରଣ, ଯାହାକୁ ଲୋକମାନେ ସାରା ଦେଶରେ ଆବେଦନ କରିପାରିବେ। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍ ପ୍ରୋଜେକ୍ଟ ଭାବରେ ୧ ଏପ୍ରିଲ୍…

ଯାତ୍ରୀଙ୍କ ପାଇଁ ଖୁସି ଖବର; ‘ରେଳ ନୀର’ ବୋତଲର ଦାମ କମାଇଲା ରେଳବାଇ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ରେଳ ଷ୍ଟେସନ ଏବଂ ଟ୍ରେନରେ ଉପଲବ୍ଧ ପ୍ୟାକେଜ୍ ପାଣିର ମୂଲ୍ୟ ହ୍ରାସ କରିଛି। ଏହି ନୂତନ ମୂଲ୍ୟ ୨୨ ସେପ୍ଟେମ୍ବର ଠାରୁ ଲାଗୁ ହେବାକୁ ଯାଉଛି। ବର୍ତ୍ତମାନ୍ 'ରେଳ ନୀର'ର ୧ ଲିଟର ବୋତଲ ପାଣିର ମୂଲ୍ୟ ୧୫ ଟଙ୍କାରୁ ହ୍ରାସ ପାଇ ୧୪ ଟଙ୍କା ହୋଇଥିବା ବେଳେ ୫୦୦…

ସାର ପ୍ରସଙ୍ଗରେ ବିରୋଧିଙ୍କ ହଟ୍ଟଗୋଳ; ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବି ଚାଲିପାରୁନି ଗୃହକାର୍ଯ୍ୟ । ତୃତୀୟ ଦିନରେ ଗୃହ ଆରମ୍ଭରୁ ଚାଲିପାରି ନାହିଁ । ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ସାର ପ୍ରସଙ୍ଗରେ ବିଜେଡି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଯାହା ଫଳରେ ଗୃହକୁ ମୁଲତବୀ ରଖିଲେ…

କୋଣାର୍କ-ଭୁବନେଶ୍ୱର ନୂଆ ରେଳପଥ ପାଇଁ ନିମାପଡା ଓ ଗୋପରେ ହେବ ଲୋକେଶନ ସର୍ଭେ

ଭୁବନେଶ୍ଵର: ବହୁ ପ୍ରତିକ୍ଷିତ କୋଣାର୍କ-ଭୁବନେଶ୍ୱର ରେଳପଥକୁ ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର ମିଳିଛି । ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ ନୂତନ ରେଳଲାଇନ କୋଣାର୍କ ଯିବ । ଫାଇନାଲ ଲୋକେଶନ ସର୍ଭେ ପାଇଁ ଅନୁମୋଦନ ମିଳିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।…