Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

E-Passport: ଭାରତରେ ଇ-ପାସପୋର୍ଟ ସେବା ଆରମ୍ଭ…ଜାଣନ୍ତୁ ଯୋଗ୍ୟତା, ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ:ଭାରତ ଆନୁଷ୍ଠାନିକ ଭାବରେ ଇ-ପାସପୋର୍ଟ ସେବା ଆରମ୍ଭ କରିଛି । ଭାରତ ଏବେ ଇ-ପାସପୋର୍ଟ ପ୍ରଦାନ କରୁଛି। ଏହା ପାସପୋର୍ଟର ଏକ ନୂତନ ଏବଂ ଉନ୍ନତ ସଂସ୍କରଣ, ଯାହାକୁ ଲୋକମାନେ ସାରା ଦେଶରେ ଆବେଦନ କରିପାରିବେ। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍ ପ୍ରୋଜେକ୍ଟ ଭାବରେ ୧ ଏପ୍ରିଲ୍…

ଯାତ୍ରୀଙ୍କ ପାଇଁ ଖୁସି ଖବର; ‘ରେଳ ନୀର’ ବୋତଲର ଦାମ କମାଇଲା ରେଳବାଇ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ରେଳ ଷ୍ଟେସନ ଏବଂ ଟ୍ରେନରେ ଉପଲବ୍ଧ ପ୍ୟାକେଜ୍ ପାଣିର ମୂଲ୍ୟ ହ୍ରାସ କରିଛି। ଏହି ନୂତନ ମୂଲ୍ୟ ୨୨ ସେପ୍ଟେମ୍ବର ଠାରୁ ଲାଗୁ ହେବାକୁ ଯାଉଛି। ବର୍ତ୍ତମାନ୍ 'ରେଳ ନୀର'ର ୧ ଲିଟର ବୋତଲ ପାଣିର ମୂଲ୍ୟ ୧୫ ଟଙ୍କାରୁ ହ୍ରାସ ପାଇ ୧୪ ଟଙ୍କା ହୋଇଥିବା ବେଳେ ୫୦୦…

ସାର ପ୍ରସଙ୍ଗରେ ବିରୋଧିଙ୍କ ହଟ୍ଟଗୋଳ; ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବି ଚାଲିପାରୁନି ଗୃହକାର୍ଯ୍ୟ । ତୃତୀୟ ଦିନରେ ଗୃହ ଆରମ୍ଭରୁ ଚାଲିପାରି ନାହିଁ । ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ସାର ପ୍ରସଙ୍ଗରେ ବିଜେଡି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଯାହା ଫଳରେ ଗୃହକୁ ମୁଲତବୀ ରଖିଲେ…

କୋଣାର୍କ-ଭୁବନେଶ୍ୱର ନୂଆ ରେଳପଥ ପାଇଁ ନିମାପଡା ଓ ଗୋପରେ ହେବ ଲୋକେଶନ ସର୍ଭେ

ଭୁବନେଶ୍ଵର: ବହୁ ପ୍ରତିକ୍ଷିତ କୋଣାର୍କ-ଭୁବନେଶ୍ୱର ରେଳପଥକୁ ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର ମିଳିଛି । ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ ନୂତନ ରେଳଲାଇନ କୋଣାର୍କ ଯିବ । ଫାଇନାଲ ଲୋକେଶନ ସର୍ଭେ ପାଇଁ ଅନୁମୋଦନ ମିଳିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।…

Terrorist Organizations: ଅପରେସନ ସିନ୍ଦୁର ପରେ ବଦଳିଳା ଜୈଶ-ହିଜବୁଲର ଠିକଣା, ଏହି ସ୍ଥାନରେ ତିଆରି ହେଉଛି ନୂଆ…

ନୂଆଦିଲ୍ଲୀ: ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରେ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ସେମାନଙ୍କର ଘାଟି ସ୍ଥାନାନ୍ତର କରୁଛନ୍ତି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଏହି ସଂଗଠନଗୁଡ଼ିକ ନିଜର ଠିକଣାରୁ ହଟାଇ ଏବେ ପିଓକେରୁ…

Odisha Assembly: ଗଞ୍ଜେଇ ହବ୍ ପାଲଟିଛି ଓଡ଼ିଶା, ରାଜ୍ୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜ୍ୟରେ ୨୦୨୧-୨୨ ଓ ୨୦୨୪-୨୫ ଭିତରେ ଜବତ ହୋଇଛି ବହୁ ପରିମାଣର ଗଞ୍ଜେଇ। ୨୦୨୧-୨୨ରେ ୫୭୪ ମାମଲା ଆସିଥିବାବେଳେ ୩୨ ହଜାର ୨୭୬.୮୫ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ୬୮୨ ଗିରଫ ହୋଇଛନ୍ତି। ଏଭଳି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ। ମନ୍ତ୍ରୀ…

BJD Protest: ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ,…

ନ୍ୟାସନାଲ ଜିଓଗ୍ରାଫିକ ମାଗାଜିନ୍ କଭରରେ ଶିମିଳିପାଳର ବିରଳ କଳା ବାଘ…

ଭୁବନେଶ୍ୱର: ନ୍ୟାସନାଲ ଜିଓଗ୍ରାଫିକର କଭରରେ ସ୍ଥାନ ପାଇବା ପ୍ରତ୍ୟେକ ଫଟୋଗ୍ରାଫରଙ୍କ ସ୍ୱପ୍ନ। ଏଭଳୀ ସ୍ବପ୍ନ ପୂରଣ ହୋଇଛି ୱାଇଲ୍ଡ ଲାଇଫ ଫଟୋଗ୍ରାଫର ପ୍ରସେନଜିତ ଯାଦବଙ୍କର। ପ୍ରସେନଜିତ ଯାଦବଙ୍କର ଏକ ଫଟୋଗ୍ରାଫି ଅକ୍ଟୋବର ୨୦୨୫ ସଂସ୍କରଣ ପାଇଁ ପ୍ରତିଷ୍ଠିତ ୱାଇଲ୍ଡଲାଇଫ୍ ମାଗାଜିନ୍…

Second Bridge At Trisulia: ଟୁଇନ୍‌ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ୱିତୀୟ ସେତୁ

ଭୁବନେଶ୍ୱର: ଟୁଇନ୍‌ ସିଟିରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ବିତୀୟ ବ୍ରିଜ । ଏନେଇ ଆଜି ବିଧାନସଭାରେ କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଟେଣ୍ଡର…

Lok Seva Bhavan: ଖୁବଶୀଘ୍ର ନିର୍ମାଣ ହେବ ନୂଆ ଲୋକସେବା ଭବନ: ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର: ଖୁବଶୀଘ୍ର ନିର୍ମାଣ ହେବ ନୂଆ ଲୋକସେବା ଭବନ। ମାଷ୍ଟର ପ୍ଲାନ ପାଇଁ ସେତୁ ଓ ନିର୍ମାଣ ନିଗମକୁ ଦାୟିତ୍ବ ଦିଆଯାଇଛି। ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ। ବର୍ତ୍ତମାନର ଲୋକସେବା ଭବନ ୬୮ ବର୍ଷ ପୁରୁଣା। ପାର୍କିଂ ସମସ୍ୟା ରହୁଛି, ତେଣୁ ନୂଆ ଲୋକସେବା ଭବନ ନିର୍ମାଣ ହେବ…