Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରଖ୍ୟାତ କବି ଦେବଦାସ ଛୋଟରାୟ ପାଇବେ ସାରଳା ପୁରସ୍କାର 

ଭୁବନେଶ୍ୱର: ପ୍ରଖ୍ୟାତ କବି ତଥା ଲେଖକ ଦେବଦାସ ଛୋଟରାୟଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ ସଂକଳନ 'ମ୍ୟାଟିନି ସୋ' ପାଇଁ ୪୬ତମ ସାରଳା ପୁରସ୍କାର ପ୍ରଦାନ କରାଯିବ। ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (IMPaCT) ଦ୍ୱାରା ପ୍ରତିଷ୍ଠିତ ସାହିତ୍ୟିକ ପୁରସ୍କାରର ଅଂଶ ଭାବରେ ତାଙ୍କୁ…

ଦେଶରେ ଏବେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଏଆଇ ଶିକ୍ଷା, ପ୍ରଥମ କରି ଏହି ରାଜ୍ୟରେ ଆରମ୍ଭ ହେଲା…

ନୂଆଦିଲ୍ଲୀ: ଏବେ ଭାରତରେ, ସରକାରୀ ସ୍କୁଲର ପିଲାମାନଙ୍କ ପାଠ୍ୟକ୍ରମରେ ମଧ୍ୟ କୃତ୍ରିମ ବୁଦ୍ଧିମତା (AI) ଶିକ୍ଷାକୁ ସାମିଲ କରାଯିବ । କାରଣ ସବୁ କ୍ଷେତ୍ରରେ ଏବେ କୃତ୍ରିମ AI ବ୍ୟବହାର ହେବାରେ ଲାଗିଛି । କାରଣ ଏଆଇ ଅନେକ ମାତ୍ରାରେ କାମକୁ ସହଜ ଓ ଶୀଘ୍ର କରିପାରୁଛି । ବର୍ତ୍ତମାନ ଏଆଇ…

Russian Foreign Ministry: ‘ଭାରତ-ରୁଷ ସମ୍ପର୍କ ଦୃଢ଼ ଏବଂ ସେହିପରି ରହିବ…’ ପୁଟିନଙ୍କ…

ନୂଆଦିଲ୍ଲୀ: ରୁଷ ବୈଦେଶିକ ମନ୍ତ୍ରଣାଳୟ ଭାରତକୁ ପ୍ରଶଂସା କରିଛି । ଭାରତକୁ ପ୍ରଶଂସା କରି କହିଛି ଯେ, ନୂଆଦିଲ୍ଲୀ ମସ୍କୋ ସହିତ ସହଯୋଗ ଜାରି ରଖିବା ଏବଂ ସମ୍ପର୍କ ଭାଙ୍ଗିବା ପାଇଁ ଚାପକୁ ପ୍ରତ୍ୟାଖ୍ୟାନ କରିବାର ସାହସ ଦେଖାଇଛି । RT (Russia Today) ର ପ୍ରଶ୍ନର ଉତ୍ତରରେ ମନ୍ତ୍ରଣାଳୟ…

ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା, ବିଦାହେଲେ ଅଧ୍ୟାପକ

ଜଗତସିଂହପୁର: ନକଲି ସାର୍ଟିଫିକେଟ ଦେଇ ବହିଷ୍କାର ହେଲେ ଜଣେ ଅଧ୍ୟାପକ । ଘଟଣାଟି ଘଟିଛି ଜଗତସିଂହପୁର ଜିଲା ବାଲିକୁଦା କଲେଜରେ । ଅଧ୍ୟାପକ ସନ୍ତୋଷ ଶତପଥୀ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବାର ଧରାପଡିବା ପରେ ତାଙ୍କୁ ବହିଷ୍କାର କରାଯାଇଛି । ସୂଚନା ଅନୁସାରେ, ବାଲିକୁଦା…

ଜୟପୁରରେ ଉଦ୍ଧାର ହେଲା ପ୍ରଥମ ଉଡନ୍ତା ସାପ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରରେ ପ୍ରଥମଥର ପାଇଁ ଉଦ୍ଧାର ହୋଇଛି ଉଡନ୍ତା ସାପ । ସହରରେ ଥିବା ଗୌଡସାହିର ଜଣେ ବ୍ୟକ୍ତିଙ୍କ ଘରେ ଏହି ସାପ ପଶିଥିବା ଦେଖି ସଙ୍ଗେସଙ୍ଗେ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ । ଏହାପରେ ୱାଇଲ୍ଡ ଆନିମଲ ରେସ୍କ୍ୟୁ ଟିମର ସସ୍ଥାପକ କୃଷ୍ଣକେଶବ…

ଦେଶର ଶକ୍ତି ସନ୍ତୁଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ ଶରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ (PSP) ଉପରେ ଜନଶୁଣାଣି ୧୬ ଏବଂ ୧୮ ସେପ୍ଟେମ୍ବରରେ ପ୍ରସ୍ତାବିତ ହୋଇଛି । କୁହାଯାଉଛି ଯେ ଏହି ପ୍ରୋଜେକ୍ଟ ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ । ବିଶ୍ୱାସ କରାଯାଉଛି ଯେ ଏହି ପ୍ରୋଜେକ୍ଟ ଭାରତର ସ୍ୱଚ୍ଛ…

Naxalite Surrender: ଭାଙ୍ଗୁଛି ମାଓଗଡ଼, ଜଣେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ଭାଙ୍ଗୁଛି ମାଓଗଡ଼। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଛନ୍ତି ମାଓବାଦୀ। ଏହି ଧାରାରେ ଆଜି ପୁଣି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମହିଳା ମାଓବାଦୀ ବଛେଲା ଅଟାମି ଓରଫ୍ ଜାନସୀ ଆତ୍ମସମର୍ପଣ କରିଛନ୍ତି। ଗରିଆବନ୍ଧ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜାନସୀ।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ୧୫ ମାସରେ ଦିଆଯାଇଛି ୧ ଲକ୍ଷ ୭ ହଜାର ୯୨୬ ନିଯୁକ୍ତି

ଭୁବନେଶ୍ୱର: ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ସୂଚନା। ୧୫ ମାସରେ ୧ ଲକ୍ଷ ୭ ହଜାର ୯୨୬ ନିଯୁକ୍ତି ଦିଆଯାଇଛି କହିଲେ ମୁଖ୍ୟମନ୍ତ୍ରୀ। ସରକାରୀ ପଦବୀରେ ୩୦ ହଜାର ଏବଂ ଘରୋଇ କ୍ଷେତ୍ରରେ ୭୭ ହଜାର ନିଯୁକ୍ତି ଦିଆଯାଇଛି। ସୂଚନା ଥାଉକି, ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ୫୨ ହଜାରରୁ ଅଧିକ ଯୁବ-ଯୁବତୀ ପାଇବେ ନିଯୁକ୍ତି

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟର ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୨୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫ ହଜାର କୋଟି…

ଆସନ୍ତାକାଲିଠୁ ଅନର୍ଦ୍ଧିଷ୍ଟ କାଳ ଯାଏଁ ଝାଡୁ ବନ୍ଦ ଆନ୍ଦୋଳନ କରିବ ସଫେଇ ସଂଘ

ଭୁବନେଶ୍ୱର: ଦରମା ବୃଦ୍ଧି ଓ ବୋନସ ଦାବିରେ ଝାଡୁ଼ ବନ୍ଦ ଆନ୍ଦୋଳନ କରିବ ରାଜଧାନୀର ସଫେଇ ମଜଦୁର ସଂଘ । ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠାରୁ ଅନର୍ଦ୍ଧିଷ୍ଟ କାଳ ଯାଏ ଝାଡୁ଼ ବନ୍ଦ ଆନ୍ଦୋଳନ ଚାଲିବ । ପ୍ରାୟ ୫ ହଜାର ସଫେଇ କର୍ମଚାରୀ ଏହି ନିଷ୍ପତ୍ତି ନେଇଛନ୍ତି । ଧାରଣାରେ ବସିବେ ସଫେଇ…