Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Habisha Brata: ୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ

ପୁରୀ: ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ ହେବ। ମାସେ ଧରି ବ୍ରତ ପାଳନ କରିବେ ହବିଷ୍ଯାଳୀ। ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପକ୍ରିୟା। ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା…

ସୁଭଦ୍ରା ପାଇଁ ଆଉ ଏକ ଖୁସି ଖବର, ଏଣିକି ଅଭିଯୋଗ କଲେ ତୁରନ୍ତ ସମସ୍ୟାର ହେବ ସମାଧାନ

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ଆସିଲା ଖୁସି ଖବର । ଅଭିଯୋଗ କଲେ ଏଣିକି ତୁରନ୍ତ ସମସ୍ୟାର ସମାଧାନ ହେବ । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮୫ ହଜାର ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି । ଆସନ୍ତା ଅକ୍ଟୋବର ୧୭ ତାରିଖ ମଧ୍ୟରେ ସୁଭଦ୍ରା ଯୋଜନାର ବର୍ଷ ପୂରଣ ହେବ । ଆଉ ଏହି ବର୍ଷ ପୂର୍ତ୍ତି…

ଛାତ୍ରୀନିବାସରେ ଡାଇରିଆ ଆତଙ୍କ, ୧୩ ଛାତ୍ରୀ ଆକ୍ରାନ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରର ଏକ ଛାତ୍ରୀନିବାସରେ ଡାଇରିଆ ଆତଙ୍କ। ଏଠାରେ ହଠାତ୍ ୧୩ ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତ ଛାତ୍ରୀମାନେ କୁନ୍ଦୁରା ବ୍ଳକ ଭେଜାହାଣ୍ଡି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଥିବା…

ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା: ଅଭିଯୋଗ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ହୋମ୍‌ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ମାମଲା । ନିଯୁକ୍ତି କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ । କମିଟିର ନୋଟିସ ଅନୁଯାୟୀ, କିଛି ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖିତ ଦକ୍ଷତା ବା ଶୃଙ୍ଖଳା ଆବେଦନ ଫର୍ମରୁ ଭିନ୍ନ ଥିବା…

Waqf Amendment Act 2025: ସମ୍ପୂର୍ଣ୍ଣ ଓ୍ବାକଫ୍‌ ଆଇନ୍ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୱାକଫ (ସଂଶୋଧନ) ଆଇନକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଲେ ସମ୍ପୂର୍ଣ୍ଣ ଆଇନ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। କେବଳ କିଛି ଧାରା ଉପରେ ରୋକ୍ ଲଗାଯାଇଛି।ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କ…

Odia Tourists: ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ, ବୁଲିବାକୁ ଯାଇ ଫସିଥିଲେ ୧୦ ପରିବାର

ଯାଜପୁର: ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ । ୧୦ ପରିବାରର ୨୩ ଜଣ ସଦସ୍ୟ ସୁରକ୍ଷିତ ଭାବେ ଯାଜପୁର ଫେରିଛନ୍ତି । ହାୱଡା- ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସରେ ଆସି ଯାଜପୁର ରୋଡ ରେଳଷ୍ଟେସନରେ ଓହ୍ଲାଇଛନ୍ତି ପର୍ଯ୍ୟଟକ ମାନେ । ପଶୁପତିନାଥଙ୍କ ଦର୍ଶନ ପାଇଁ ନେପାଳ ଯାଇଥିବା ବେଳେ,…

ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟଣା ଜନିତ ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ, ଫୋନରେ ଗପି ଗାଡ଼ି ଚଳାଇ ମରିବାରେ..

ଭୁବନେଶ୍ୱର: ମଦ ନେଉଛି ବହୁ ନୂଲ୍ୟ ଜୀବନ । ତେବେ ମଦ କାରଣରୁ ଓଡିଶାରେ ମୃତ୍ୟୁ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍‌ଓଆରଟିଏଚ୍‌) ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛିଯେ, ଦେଶରେ ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟଣା ଜନିତ ମୃତ୍ୟୁରେ…

Bus Accident: ଗୁମା ଘାଟି ନିକଟରେ ରାସ୍ତାରୁ ତଳକୁ ଖସିଲା ଘରୋଇ ବସ୍, ୮ ଯାତ୍ରୀ ଆହତ

ରାୟଗଡ଼ା: ହଠାତ୍ ରାସ୍ତା କଡକୁ ଖସି ପଡ଼ିଲା ଘରୋଇ ବସ୍। ରାୟଗଡ଼ା ଗୁମା ଘାଟି ନିକଟରେ ବସ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରବିବାର ରାତିରେ ପ୍ରବଳ ବର୍ଷା ହେଉଥିଲା।…

Top Maoist Gunned Down: ପୋଲିସକୁ ଏକ ବଡ଼ ସଫଳତା, ଏକ କୋଟି ପୁରସ୍କାର ରାଶି ଥିବା ଟପ୍ ନକ୍ସଲ ସମେତ ତିନି ନିପାତ

ରାଞ୍ଚି: ଝାଡ଼ଖଣ୍ଡରେ ଚାଲିଥିବା ନକ୍ସଲ ଅପରେସନରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ହଜାରିବାଗ ପୋଲିସ ଏବଂ କୋବ୍ରା ବାଟାଲିୟନର ମିଳିତ ଅପରେସନରେ, ୧ କୋଟି ପୁରସ୍କାର ରାଶି ଥିବା ଜଣେ ନକ୍ସଲ ସମେତ ତିନି ଜଣ ନକ୍ସଲ ଏକ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ପୋଲିସ ସୂତ୍ର ଅନୁଯାୟୀ ରବିବାର…

PM Modi Visit Bihar:ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୪୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ…

ପାଟନା: ଆଜି ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ କୋଲକାତାରେ ସଶସ୍ତ୍ର ବଳଗୁଡ଼ିକର ସଂଯୁକ୍ତ କମାଣ୍ଡରଙ୍କ ସମ୍ମିଳନୀର ଉଦ୍‌ଘାଟନ କରିବେ ଏବଂ ଏହାପରେ ଅପରାହ୍ନରେ କୋଲକାତାରୁ ବାହାରି ବିହାରର ପୂର୍ଣ୍ଣିଆ ଗସ୍ତ କରିବେ ମୋଦି। ସେଠାରେ ସେ ୪୦ ହଜାର କୋଟି ଟଙ୍କାର…