Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ’

ପୁରୀ: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତ ଅବସରରେ ବିଭିନ୍ନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ପୁରୀ ଧାଡ଼ି ଦର୍ଶନକୁ ନେଇ ସେ କହିଛନ୍ତି ଯେ, ହୁଣ୍ଡି ଉଠିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି। ହୁଣ୍ଡି ଉଠିବାର ୭ ଦିନ ଭିତରେ…

ଚାଷୀଙ୍କ ପାଇଁ ଯଦି କିଏ ଅଧିକ ହିତାକାଂକ୍ଷୀ, ସେ ହେଉଛନ୍ତି ବିଜେପି ସରକାର: ମୁକେଶ ମହାଲିଙ୍ଗ

ଭୁବନେଶ୍ବର: ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କାଉଣ୍ଟର ଆଟାକ କରିଛନ୍ତି ସ୍ବାସ୍ଥ୍ୟ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର୍ ମୁକେଶ ମହାଲିଙ୍ଗ । ସେ କଡା ଜବାବ ରଖି କହିଛନ୍ତି ଯେ, ଚାଷୀଙ୍କ ପାଇଁ ସବୁଠୁ ଅଧିକ ଚିନ୍ତା କରୁଥିବା ସରକରା ହେଉଛି ଆମ ସରକାର । ଓଡ଼ିଶାରେ ବିଜେପି…

Davis Cup: ୩୨ ବର୍ଷ ପରେ ଇତିହାସ ରଚିଲା ଭାରତୀୟ ଟେନିସ୍ ଦଳ, ୩-୧ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କଲା…

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ବିଏଲ୍ ସହରରେ ଶନିବାର ଭାରତୀୟ ପୁରୁଷ ଟେନିସ୍ ଦଳ ଇତିହାସ ରଚିଛି। ଭାରତୀୟ ଦଳ ସ୍ୱିଜରଲ୍ୟାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି ଡେଭିସ୍ କପ୍ ୨୦୨୫ ବିଶ୍ୱ ଗ୍ରୁପ୍ ଆଇ ଟାଇ ଜିତିଛି ଏବଂ ୨୦୨୬ କ୍ୱାଲିଫାୟରରେ ସ୍ଥାନ ସୁରକ୍ଷିତ କରିଛି। ତେବେ ୩୨ ବର୍ଷ ମଧ୍ୟରେ ଏକ…

PM Modi in Assam: ଆସାମରେ ପ୍ରଧାନମନ୍ତ୍ରୀ ମୋଦି, ସାଧାରଣ ସଭାରେ ମା’ଙ୍କ ଫଟୋ ଦେଖି ହେଲେ ଭାବୁକ…

ଗୌହାଟି: ଏବେ ୫ ରାଜ୍ୟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ଆସାମରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟୀ ରିଙ୍ଗ ରୋଡ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆସାମରେ ୧୮,୫୩୦ କୋଟି ଟଙ୍କାରୁ ଅଧିକ…

ଏଣିକି ଶନିବାର ସାଢ଼େ ୧୨ଟା ପୂର୍ବରୁ ସ୍କୁଲ୍ ବନ୍ଦ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ଖୋର୍ଦ୍ଧା: ଦିନ ୧୧ ନୁହଁ ଏବେ ସାଢେ ୧୨ଟା ପର୍ଯ୍ୟାନ୍ତ ଖୋଲା ରହିବ ସ୍କୁଲ । ବେଗୁନିଆ ବ୍ଳକର ବିଭିନ୍ନ ପ୍ରାଥମିକ ସ୍କୁଲ ଗୁଡିକ ପୂର୍ବୂରୁ ଶନିବାର ଦିନ ୧୧ଟା ସୁଦ୍ଧା ଛୁଟି ହେଉଯାଉଥିଲା । ଏନେଇ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି । ଏଥର ଦିନ ୧୨ଟା…

‘ମୁଁ କ୍ଷମତାର ସ୍ୱାଦ ଚାଖିବାକୁ ଆସିନାହିଁ, ବର୍ବରତା ଘଟଣାରେ ସମ୍ପୃକ୍ତ ଲୋକଙ୍କର ତଦନ୍ତ କରାଯିବ’

କାଠମାଣ୍ଡୁ: ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ରବିବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୧୨ ସେପ୍ଟେମ୍ବର ରାତିରେ ସିଂହ ଦରବାରରେ ଶପଥ ଗ୍ରହଣ କରିଥିଲେ । କାର୍କି କାର୍ଯ୍ୟଭାର ଗ୍ରହଣ କରିବା ପରେ ଗଣମାଧ୍ୟମରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ…

IND vs PAK: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ୫ T20, ଆଗରେ ରହିଛି ଟିମ୍ ଇଣ୍ଡିଆ, ଏଥର ବି…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ରେ ଗ୍ରୁପ-ଏର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରବିବାର ଅର୍ଥାତ୍ ଆଜି ଭାରତୀୟ ସମୟ ରାତି ୮ ଟାରେ ଖେଳାଯିବ। ଏହି ମ୍ୟାଚ୍ ବିଷୟରେ ବହୁତ ଦିନ ଧରି ଆଲୋଚନା ଚାଲିଛି, ଯେଉଁଥିରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ବହୁତ ଦୃଢ଼…

London Anti-Immigrant Protest : ମସ୍କଙ୍କ ଉପସ୍ଥିତି, ଟ୍ରମ୍ପ ସମର୍ଥକଙ୍କ ସମର୍ଥନ…“ପ୍ରବାସୀଙ୍କୁ ବିଦା…

ନୂଆଦିଲ୍ଲୀ: ସାମ୍ପ୍ରତିକ ନେପାଳ ଏବଂ ଫ୍ରାନ୍ସ ନାଗରିକଙ୍କ ବିରୋଧ ପରେ ଏବେ ଇତିହାସର ସବୁଠାରୁ ବଡ଼ ପ୍ରଦର୍ଶନ ଶନିବାର ବ୍ରିଟେନ ରାଜଧାନୀ ଲଣ୍ଡନରେ ଦେଖିବାକୁ ମିଳିଛି । ଯେଉଁଠାରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରବାସୀ ବିରୋଧୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ୟୁନିଟ୍ ଦି କିଙ୍ଗଡମ୍ ନାମକ…

Weather Update: ଆଜି ଏବଂ କାଲି ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହୋଇପାରେ । ଆଜି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ଅଛି । ଆସନ୍ତାକାଲି ତଥା ସୋମବାର ଉପକୂଳ ଓଡ଼ିଶା ଓ…

IND vs PAK Match: “ଭାରତ-ପାକିସ୍ତାନ ମ୍ୟାଚ୍ ଦେଖାଇଲେ, ଭାଙ୍ଗିଦେବୁ ସବୁ ହୋଟେଲ୍”, ଧମକ ଦେଲେ…

ନୂଆଦିଲ୍ଲୀ: ରବିବାର ଦୁବାଇରେ ହେବାକୁ ଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍‌କୁ ନେଇ ଏବେ ସେରା ଦେଶରେ ବିରୋଧର ସ୍ବର ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥନରେ ଏହି ମ୍ୟାଚକୁ ବୟକଟ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ହଙ୍ଗାମା ଦେଖିବାକୁ ମିଳିଛି । ବିଭିନ୍ନ କ୍ରିକେଟ…