Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହ ସଂଶୋଧିତ ନୂଆ ମୂଲ୍ୟ ତୁରନ୍ତ ଉଲ୍ଲେଖ କର’

ଭୁବନେଶ୍ୱର: ନିକଟରେ ଜିଏସ୍‌ଟି ପରିଷଦ ବୈଠକରେ ଦ୍ରବ୍ୟ ଓ ସେବାକର(ଜିଏସଟି) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ହୋଇଥିବା ସଂଶୋଧନକୁ ତୃଣମୂଳସ୍ତରରେ ଗ୍ରାହକମାନେ ଯେଭଳି ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯାଉଛି । ଏହି ପ୍ରରିପେକ୍ଷିରେ…

ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର; ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତର ପୂର୍ବ ବଙ୍ଗୋପସାଗର- ଉତ୍ତର ଆନ୍ଦ୍ୟପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ, ଆହୁରି ୨ ଦିନ ପ୍ରବଳ ବର୍ଷିବ ବୋଲି…

IND vs PAK: ପାକିସ୍ତାନ ବିପକ୍ଷରେ ବିଜୟକୁ ପହଲଗାମ ପୀଡିତ ଏବଂ ଭାରତୀୟ ସେନାଙ୍କୁ ଉତ୍ସର୍ଗ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ଷଷ୍ଠ ମ୍ୟାଚରେ  ରବିବାର ଦିନ ଭାରତ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି।ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୨୮ ରନ୍‌ର ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ଅତି ସହଜରେ ଭାରତ ୧୫.୫…

PM Modi in Kolkata: ଗୋଟିଏ ମାସ ମଧ୍ୟରେ ୨ୟ ଥର ପାଇଁ କୋଲକାତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବାହିନୀର ଯୁଗ୍ମ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କରିବା ପାଇଁ ରବିବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଆସାମର ଜୋରହାଟରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ପ୍ରାୟ ୬.୫୦ରେ କୋଲକାତା ବିମାନବନ୍ଦରରେ…

‘କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉ ନାହିଁ’

ଭୁବନେଶ୍ବର:ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମ୍‌ଡି ଡିଜି ଡ.ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ ସୂଚନା । ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ଲଘୁଚାପ…

ଭାରତ ଓ ପାକିସ୍ତାନ ମ୍ୟାଚ୍ ପାଇଁ ଆଲର୍ଟରେ ଦୁବାଇ ପୋଲିସ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଦୁବାଇ ପୋଲିସ ଦର୍ଶକଙ୍କ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ । ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କହିଛି ଯେ ନିୟମ ଭଙ୍ଗ…

ବିମାନ ଉଡ଼ାଣ ସମୟରେ ପାଇଲଟମାନେ ଶୋଇପାରିବେ କି? କ’ଣ କହୁଛି ସର୍ଭେ?

ନୂଆଦିଲ୍ଲୀ: ବିମାନ ଉଡ଼ାଣ ସମୟରେ ଜଣେ ପାଇଲଟ୍ ଶୋଇପାରିବେ କି? ଜର୍ମାନ ପାଇଲଟମାନଙ୍କ ଉପରେ କରାଯାଇଥିବା ଏକ ସର୍ଭେ ସମସ୍ତଙ୍କୁ ଚକିତ କରିଛି । ସର୍ଭେ କରାଯାଇଥିବା ସମସ୍ତ ଜର୍ମାନ ପାଇଲଟ୍ ଉଡ଼ାଣ ସମୟରେ ଶୋଇବା କଥା ସ୍ୱୀକାର କରିଛନ୍ତି । ଜର୍ମାନ ପାଇଲଟ୍ ୟୁନିଅନ୍ କହିଛି ଯେ, ଉଡ଼ାଣ…

Terror sympathizers arrested:୩ ଆତଙ୍କବାଦୀ ସମର୍ଥକ ଗିରଫ, ୭ଟି AK ରାଇଫଲ୍ ସମେତ ଯୁଦ୍ଧ ସାମଗ୍ରୀ ଜବତ

ଶ୍ରୀନଗର:ରବିବାର ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ ସଫଳତା ମିଳିଛି । ଜମ୍ମୁ ଓ କାଶ୍ମୀର ପୋଲିସ ପୁଞ୍ଚ (Poonc)ଜିଲ୍ଲାରେ ତିନି ଜଣ ଆତଙ୍କବାଦୀ ସମର୍ଥକଙ୍କୁ ଗିରଫ କରିବା ସହିତ ସାତଟି AK-47 ରାଇଫଲ (ପୂର୍ବରୁ ୦୪ଟି ଉଦ୍ଧାର କରାଯାଇଥିଲା) ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

OSAP ୨ୟ ବାଟାଲିୟନ୍‌ ପରୀକ୍ଷା ପାଇଁ ଅଭ୍ୟାସ ବେଳେ ଟଳି ପଡ଼ିଲେ ଯୁବକ

ଝାରସୁଗୁଡା: OSAP ୨ୟ ବାଟାଲିୟନ୍‌ ପରୀକ୍ଷା ପାଇଁ ଅଭ୍ୟାସ ବେଳେ ଟଳି ପଡ଼ିଲେ ଯୁବକ । ରିଜର୍ଭ ପୋଲିସ ପଡିଆରେ ଅଭ୍ୟାସ କରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତ ଯୁବକ ହେଲେ ନେପାଳର ବାସିନ୍ଦା ଗୋବିନ୍ଦ କୋମଲ । ଖବରମୁତାବକ, ଆସନ୍ତା ୧୭ ତାରିଖରେ ଝାରସୁଗୁଡ଼ାରେ ନିଯୁକ୍ତି ରାଲି ରହିଛି।…

ମିଗ୍-୨୧କୁ ସ୍ୱତନ୍ତ୍ର ବିଦାୟ ଦେବାକୁ ପ୍ରସ୍ତୁତି ଆରମ୍ଭ, ବାୟୁସେନା ଜାରି କଲା ଭାବପ୍ରବଣ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସବୁଠାରୁ ଦୀର୍ଘ ସେବା ପ୍ରଦାନକାରୀ ଲଢ଼ୁଆ ବିମାନ, ମିଗ୍-୨୧, ଏବେ ମାତ୍ର କିଛି ଦିନ ମଧ୍ୟରେ ଆନୁଷ୍ଠାନିକ ଭାବରେ ଅବସର ଗ୍ରହଣ କରିବ । ୬୨ ବର୍ଷର ଗୌରବମୟ ସେବା ପରେ, ଏହି ବିମାନ ୨୬ ସେପ୍ଟେମ୍ବରରେ ଚଣ୍ଡିଗଡ଼ରେ ଶେଷ ଉଡ଼ାଣ କରିବ । ମିଳିଥିବା ଖବର…