Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Asian Men’s U-17 Handball Championship: ୧୫ରୁ ପ୍ରଥମ ଯୁବ ଏସିଆନ୍ ହ୍ୟାଣ୍ଡବଲ ଚାମ୍ପିଅନସିପ୍; ଭାରତୀୟ ଦଳରେ ୨…

ଭୁବନେଶ୍ୱର: ଜୋଡାନର ରାଜଧାନୀ ଅମାନ ସହରରେ ଚଳିତ ମାସ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ 17 ବର୍ଷରୁ କମ୍ ବାଳକ ଏସିଆନ୍ ହ୍ୟାଣ୍ଡବଲ ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଅଂଶଗ୍ରହଣ କରିବେ ୩ଜଣ । କୋଚ ଭାବେ ଗୌରୀ ଶଙ୍କର ମିଶ୍ର ତଥା ଖେଳାଳି ଭାବେ…

Nuapada BY Election: ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର…

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍ । ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ଏସଏସଆର । ଆଗାମୀ ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ହେବ ବୋଲି ସୂଚନା ଦିଆଯାଇଛି । ଉପନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି…

CM Mohan Yadav Rescued: ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ବଡ଼ ବିପଦରୁ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ

ଭୋପାଳ: ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ମନ୍ଦସୌର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ହଟ୍ ଏୟାର ବେଲୁନରେ ନିଆଁ ଲାଗିଯାଇଥିଲା। ଏହା ପରେ ସୁରକ୍ଷା କର୍ମୀମାନେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ବାହାରକୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଯଦି ହଟ୍ ଏୟାର…

Zero Accident Day: କେନ୍ଦୁଝରର ୧୩ଟି ବ୍ଲକରେ ଗଡ଼ିଲା ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥ

କେନ୍ଦୁଝର: ଆଜି କେନ୍ଦୁଝର ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ “ଜିରୋ ଆକ୍ସିଡେଣ୍ଟ ଡେ” (ZAD) ବା ଶୂନ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ଦୁର୍ଘଟଣା-ଶୂନ୍ୟ ରାଜ୍ୟ ଭାବେ ଗଢିବା ପାଇଁ…

ଦରମା ମିଳିବା ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ‘ଆମ ବସ୍‌’ ଡ୍ରାଇଭର

ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲେ ‘ଆମ ବସ୍‌’ ଡ୍ରାଇଭର । ସୋମବାର ଦରମା ମିଳିବ ନେଇ ‘CRUT’ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ । ସୂଚନାଥାଉକି, ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଥିଲା । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼…

ବାମରା ତହସିଲଦାରଙ୍କୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ବର: ୧୫ ହଜାର ଲାଞ୍ଚ ନେବାବେଳେ ବାମରା ତହସିଲଦାର ଅଶ୍ବିନ ପଣ୍ଡା ଧରାପଡିବା ଘଟଣା । ଏନେଇ ବଡ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, ୨୦୧୯ ବ୍ୟାଚର ଟପର ଅଶ୍ୱିନୀ କୁମାର ପଣ୍ଡା ଲାଞ୍ଚ ନେଇ ଧରାପଡ଼ିଛନ୍ତି, ଆଜି କିମ୍ବା କାଲି ଭିତରେ ତାଙ୍କୁ…

India-Nepal Relations: ୩୫ ଲକ୍ଷ ଶ୍ରମିକ, ୩୨ ହଜାର ଗୁର୍ଖା ସୈନିକ, ପସନ୍ଦିତା ରାଷ୍ଟ୍ର…ଭାରତ ପାଇଁ…

ନୂଆଦିଲ୍ଲୀ: ସୁଧୁରୁଛି ପଡ଼ୋଶୀ ଦେଶ ନେପାଳ ସ୍ଥିତି । ଦେଶରେ ଜେନ ଜେଡଙ୍କ କ୍ରୋଧ ସରକାର ପରିବର୍ତ୍ତିନ କରିଛି । ବିଦ୍ରୋହର ତିନି ଦିନ ପରେ, ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସଂସଦ ଭାଙ୍ଗିବା ସହିତ, ତାଙ୍କୁ ଛଅ ମାସ ମଧ୍ୟରେ…

୨୦୨୯ ଲୋକସଭା ନିର୍ବାଚନର ଭବିଷ୍ୟବାଣୀ କଲେ ଚନ୍ଦ୍ରବାବୁ ନାଇଡୁ, ଦେଶରେ କିଏ ଗଢିବ ସରକାର?

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏବେଠାରୁ ହିଁ ୨୦୨୯ ଲୋକସଭା ନିର୍ବାଚନର ଭବିଷ୍ୟବାଣୀ କରିସାରିଛନ୍ତି। ସେ ୨୦୨୯ ମସିହାରେ କାହାର ସରକାର ଗଠନ ହେବ ତାହା କହିସାରିଛନ୍ତି। ଏନ ଚନ୍ଦ୍ରବାବୁ ନାଇଡୁ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ୨୦୨୯ ମସିହାରେ କ୍ରମାଗତ…

India votes Palestine’s Statehood: ଇସ୍ରାଏଲକୁ ବଡ ଝଟକା; ସ୍ୱାଧୀନ ଦେଶ ହେବ ପାଲେଷ୍ଟାଇନ, ଜାତିସଂଘରେ…

ନୂଆଦିଲ୍ଲୀ: ଇସ୍ରାଏଲକୁ ବଡ଼ ଝଟକା । ପାଲେଷ୍ଟାଇନକୁ ଏକ ସ୍ୱତନ୍ତ୍ର ଦେଶ କରିବା ପ୍ରସ୍ତାବ ଜାତିସଂଘ ସାଧାରଣ ସଭା (UN)ରେ ପାରିତ ହୋଇଛି। ଭାରତ ମଧ୍ୟ ଏହାକୁ ସମର୍ଥନ କରିଛି । ବିଶ୍ୱର ୧୪୨ଟି ଦେଶ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ଦେଶ ଭାବରେ ମାନ୍ୟତା ଦେବାକୁ ସମର୍ଥନ କରିଛନ୍ତି। ଏହାକୁ…

ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଯାଏଁ ‘ସ୍ୱଚ୍ଛୋତ୍ସବ’ ପାଳନ ନେଇ ୟୁଏଲବି ମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ମାନଙ୍କୁ "ସ୍ୱଚ୍ଛୋତ୍ସବ" ଭାବନା ସହିତ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସ୍ୱଚ୍ଛତା ହି ସେବା (ଏସ୍ଏଚ୍ଏସ୍)-୨୦୨୫ ଅଭିଯାନକୁ ସକ୍ରିୟ ଭାବେ ପାଳନ କରିବାକୁ…