Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Jaishankar-Rubio Meet: ‘ଭାରତ ସହିତ ଦୃଢ଼ ସମ୍ପର୍କ ପରେ ବି ଶୁଳ୍କ ଲାଗୁ’, ରୁବିଓ କହିଲେ କାହିଁକି…

ନୂଆଦିଲ୍ଲୀ: ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ତାଙ୍କ ଦେଶ ସହିତ ଭାରତର ସମ୍ପର୍କ ଉପରେ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ରୁବିଓ କହିଛନ୍ତି ଯେ ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ବହୁତ ମଜବୁତ, କିନ୍ତୁ ୟୁକ୍ରେନ ଯୁଦ୍ଧ ଯୋଗୁଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର…

Katrina Kaif-Vicky Kaushal: ପୁଣି ଆଉ ଜଣେ ବଲିଉଡ୍ ଦମ୍ପତି ପିତାମାତା ହେବେ, ବେବି ବମ୍ପର ଏକ ସୁନ୍ଦର ଫଟୋ ପୋଷ୍ଟ…

ମୁମ୍ବାଇ: ବଲିଉଡର ସବୁଠାରୁ ପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଜଣେ, କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ, ପ୍ରଶଂସକମାନଙ୍କୁ ବହୁ ପ୍ରତୀକ୍ଷିତ ଖୁସି ଖବର ଦେଇଛନ୍ତି। ସେମାନେ ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି। ଖୁବଶୀଘ୍ର ସେମାନେ ବାପାମାଆ ହେବାକୁ ଯାଉଛନ୍ତି। ହଁ, କ୍ୟାଟ୍ରିନା କୈଫ୍ ଏବଂ ଭିକି…

ଯୋଡ଼ା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ୨୫ ତାରିଖ ଅର୍ଥାତ୍ ଆସନ୍ତା କାଲି ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ୨୬ ତାରିଖ ବେଳକୁ ଉତ୍ତରପଶ୍ଚିମ ଓ ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରର…

ବଢୁଛି ଜଳସ୍ତର; ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଫଳରେ ବଢୁଛି ହୀରାକୁଦ ଜଳସ୍ତର । ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ୪ଟି ଗେଟ୍ । ପୂର୍ବରୁ ୮ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ତେବେ ଏହାକୁ ମିଶାଇ ବର୍ତ୍ତମାନ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।…

Navratri 2025 Day3 Puja:ଦେବୀ ଦୁର୍ଗାଙ୍କ ତୃତୀୟ ରୂପ ମା’ ଚନ୍ଦ୍ରଘଣ୍ଟା; ଜାଣନ୍ତୁ ପୂଜାବିଧି….

ଭୁବନେଶ୍ବର: ୨୪ ସେପ୍ଟେମ୍ବର ୨୦୨୫ ନବରାତ୍ରୀର ତୃତୀୟ ଦିନ । ନବରାତ୍ରୀର ତୃତୀୟ ଦିନ ଦେବୀ ଦୁର୍ଗାଙ୍କ ତୃତୀୟ ରୂପ ମା ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଏ । ଏହି ଦେବୀଙ୍କୁ ପୂଜା କରିବା ଦ୍ବାରା ଅସୀମ ସାହସ, କୃପା ଏବଂ ଯୋଦ୍ଧା ସ୍ବଭାବ ପ୍ରାପ୍ତ ହୁଏ । ମାତା ଚନ୍ଦ୍ରଘଣ୍ଟାଙ୍କୁ ଶାନ୍ତି,…

ମାଓ ଡମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଏସଏଫ୍‌ ଓ ଡିଭିଏଫକୁ ପୁଣି ସଫଳତା । କାଲିମେଳା ବ୍ଲକର ଭେଜଙ୍ଗୱାଡା ଆରଏଫର ଦୟାଲତଙ୍ଗ ଏବଂ ଏଲକାନୁର ଜଙ୍ଗଲରେ ମାଓ ଡମ୍ପକୁ ଉଦ୍ଧାର ହୋଇଛି । ଏଥିରେ ଟିଫିନ୍ ବୋମା ପ୍ରସ୍ତୁତ ପାଇଁ ଷ୍ଟିଲ ଟିଫିନ, ଗ୍ରନେଡ, ଜିଲୋଟିନ ଷ୍ଟିକ, କୋଡେକ୍ସ ତାର, ୩୬ଟି…

କେନ୍ଦୁପତ୍ର ଚୋରା ଚାଲାଣ କରି ଫରେଷ୍ଟର୍ ନିଲମ୍ବିତ: ରେଞ୍ଜର ଫେରାର

ଟିଟିଲାଗଡ: କେନ୍ଦୁପତ୍ର ଚୋରାଚାଲାଣ ଅଭିଯୋଗରେ ନିଲମ୍ବିତ ହେଲେ ଫରେଷ୍ଟର । ଫରେଷ୍ଟର ଅରକ୍ଷିତ ଦଳାଇଙ୍କୁ ନିଲମ୍ବିତ କରିଛନ୍ତି ଟିଟିଲାଗଡ ଡିଏଫଓ । କେନ୍ଦୁପତ୍ରର ବିଭାଗ ପ୍ରାଥମିକ ତଦନ୍ତ କରି ଫରେଷ୍ଟରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛି । ସୂଚନା ମୁତାବକ, ଟିଟିଲାଗଡ ଡିଭିଜନ ନୂଆପାଲି…

ଏହି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ…

କୋରାପୁଟ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାହା ଫଳରେ କୋରାପୁଟ ଜିଲ୍ଲା ପ୍ରଶାସନ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ସେପ୍ଟେମ୍ବର ୨୭ ତାରିଖ ବେଳକୁ ଦକ୍ଷିଣ…

ଓଡ଼ିଶାକୁ ପ୍ରାଧାନ୍ୟ, ୮ ନେତୃବୃନ୍ଦଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର: ତିନୋଟି ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ସଂଗଠନ ସୃଜନ ଅଭିଯାନରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେଲେଙ୍ଗାନା, ଛତିଶଗଡ ରାଜ୍ୟର ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ଓଡିଶାକୁ ପ୍ରାଧାନ୍ୟ ଦେଇ ୮ ଜଣ ନେତୃବୃନ୍ଦଙ୍କୁ ସଂଗଠନ…

ପେଟ୍ରୋଲ ପମ୍ପରେ ଯୋଗାଣ ବିଭାଗର ଅଚାନକ ଚଢ଼ାଉ, ମାନ ପରୀକ୍ଷଣ ପାଇଁ ପଠାଗଲା ଡିଜେଲ

ଭୁବନେଶ୍ବର: ଭୁବନେଶ୍ୱର ନୂଆଗାଁରେ ଥିବା ଲିଙ୍ଗରାଜ ପେଟ୍ରୋଲ ପମ୍ପ ଉପରେ ଆଜି ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଚଢ଼ାଉ ସମୟରେ ଅଧିକାରୀମାନେ ଡିଜେଲର ମାନରେ କିଛି ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ନମୁନା ସଂଗ୍ରହ କରାଯାଇ ଫୋରେନ୍ସିକ୍‌ ଲାବୋରେଟୋରୀକୁ ପଠାଇଛନ୍ତି । ପମ୍ପରେ…