Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେନ୍ଦୁପତ୍ର ଚୋରା ଚାଲାଣ କରି ଫରେଷ୍ଟର୍ ନିଲମ୍ବିତ: ରେଞ୍ଜର ଫେରାର

ଟିଟିଲାଗଡ: କେନ୍ଦୁପତ୍ର ଚୋରାଚାଲାଣ ଅଭିଯୋଗରେ ନିଲମ୍ବିତ ହେଲେ ଫରେଷ୍ଟର । ଫରେଷ୍ଟର ଅରକ୍ଷିତ ଦଳାଇଙ୍କୁ ନିଲମ୍ବିତ କରିଛନ୍ତି ଟିଟିଲାଗଡ ଡିଏଫଓ । କେନ୍ଦୁପତ୍ରର ବିଭାଗ ପ୍ରାଥମିକ ତଦନ୍ତ କରି ଫରେଷ୍ଟରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛି । ସୂଚନା ମୁତାବକ, ଟିଟିଲାଗଡ ଡିଭିଜନ ନୂଆପାଲି…

ଏହି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ…

କୋରାପୁଟ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାହା ଫଳରେ କୋରାପୁଟ ଜିଲ୍ଲା ପ୍ରଶାସନ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ସେପ୍ଟେମ୍ବର ୨୭ ତାରିଖ ବେଳକୁ ଦକ୍ଷିଣ…

ଓଡ଼ିଶାକୁ ପ୍ରାଧାନ୍ୟ, ୮ ନେତୃବୃନ୍ଦଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର: ତିନୋଟି ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ସଂଗଠନ ସୃଜନ ଅଭିଯାନରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେଲେଙ୍ଗାନା, ଛତିଶଗଡ ରାଜ୍ୟର ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ଓଡିଶାକୁ ପ୍ରାଧାନ୍ୟ ଦେଇ ୮ ଜଣ ନେତୃବୃନ୍ଦଙ୍କୁ ସଂଗଠନ…

ପେଟ୍ରୋଲ ପମ୍ପରେ ଯୋଗାଣ ବିଭାଗର ଅଚାନକ ଚଢ଼ାଉ, ମାନ ପରୀକ୍ଷଣ ପାଇଁ ପଠାଗଲା ଡିଜେଲ

ଭୁବନେଶ୍ବର: ଭୁବନେଶ୍ୱର ନୂଆଗାଁରେ ଥିବା ଲିଙ୍ଗରାଜ ପେଟ୍ରୋଲ ପମ୍ପ ଉପରେ ଆଜି ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଚଢ଼ାଉ ସମୟରେ ଅଧିକାରୀମାନେ ଡିଜେଲର ମାନରେ କିଛି ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ନମୁନା ସଂଗ୍ରହ କରାଯାଇ ଫୋରେନ୍ସିକ୍‌ ଲାବୋରେଟୋରୀକୁ ପଠାଇଛନ୍ତି । ପମ୍ପରେ…

ବୌଦ୍ଧରେ ବାଣ ବିସ୍ଫୋରଣ ଘଟଣା; ବନ୍ଧାହେଲେ ୫ଅଭିଯୁକ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟାରେ ବାଣ ଥିବା ଏକ ଗୋଦାମରେ ଗତ ରବିବାର ଘଟିଥିବା ବଡ଼ଧରଣର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାକଟକ ଥାନା…

କେବେ ଥମିବ ହାତୀ-ମଣିଷ ଲଢେଇ? ୪ ମାସରେ ୪୫ ମୃତ

ଭୁବନେଶ୍ୱର: ଗତ ସାଢ଼େ ୪ ମାସରେ ହାତୀ-ମଣିଷ ଲଢ଼େଇ ମଧ୍ୟରେ ୪୫ ଜଣ ଲୋକଙ୍କ ଜୀବନ ଯାଇଛି । ଏପରିକି ଏହି ସମୟ ମଧ୍ୟରେ ବିଭିନ୍ନ କାରଣରୁ ୯ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ୭ଟି ହାତୀର ଜୀବନ ଯାଇଥିବା ନେଇ ମଙ୍ଗଳବାର ବିଧାନସଭାର ମୌସୁମୀ ଅଧିବେଶନରେ ଗୃହରେ ଏହି ତଥ୍ୟ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀମୟୀଙ୍କ ସହ ୩ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ମଙ୍ଗଳବାର ଦିନ ବିଜୁ ଜନତା ଦଳ (ବିଜେଡି) ଶ୍ରୀମୟୀ ମିଶ୍ରଙ୍କ ସମେତ ତିନି ଜଣ ନେତାଙ୍କୁ ନିଲମ୍ବିତ କରିଛି। ବିଜେଡିର ମୁଖ୍ୟାଳୟର ଉପାଧ୍ୟକ୍ଷ ପ୍ରତାପ ଜେନାଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ ଦଳ…

୨୦,୦୦୦ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ମହାକାଳପଡ଼ା ତହସିଲଦାର

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ମଙ୍ଗଳବାର ଦିନ ମହାକାଳପଡ଼ା ତହସିଲଦାର ସିବା ମଲ୍ଲିକଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି। ସେ ସରକାରୀ ଜମିରୁ ବେଆଇନ ନିର୍ମାଣ ହଟାଇବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସର ଏକ ବିଜ୍ଞପ୍ତି ଅନୁଯାୟୀ,…

ଭାରତ ଆମେରିକା ପାଇଁ ‘ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’: ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଭାରତ ତାଙ୍କ ଦେଶ ପାଇଁ "ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ"। ସେ ବାଣିଜ୍ୟ କ୍ଷେତ୍ରରେ ଭାରତ ସହିତ ଚାଲିଥିବା ସହଯୋଗକୁ ମଧ୍ୟ ସ୍ୱାଗତ କରିଛନ୍ତି। ସୋମବାର (ସେପ୍ଟେମ୍ବର ୨୨) ଦିନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…

୧୩ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ସେବା ସମବାୟ ସୋସାଇଟିର ପୂର୍ବତନ ସେକ୍ରେଟାରୀ ଗିରଫ

ଭଦ୍ରକ: ଭିଜିଲାନ୍ସ ହାତରେ ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ବାମନବିନ୍ଧା ସର୍ଭିସ ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆ । ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ମଙ୍ଗଳବାର ତାଙ୍କୁ ବାନ୍ଧିଛି ଭିଜିଲାନ୍ସ ଟିମ୍ । ଖବର ମୁତାବକ, ସୁଦର୍ଶନ ଖଟୁଆ ତିହିଡ଼ି…