Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନଭେମ୍ବରରୁ ପିଏମ୍‌ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା: ମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନକୁ ନେଇ ବଡ ସୂଚନା ଦେଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ । ନଭେମ୍ବର ମାସରୁ ପିଏମ୍‌ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ । ଭାଗ ହୋଇଥିବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି…

ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ ମୁମ୍ବାଇ: ସମ୍ପୂର୍ଣ୍ଣ ସହର ହାଇଆଲର୍ଟ, ସତର୍କ ରହିବାକୁ ପରାମର୍ଶ

ମୁମ୍ବାଇ: ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ ମୁମ୍ବାଇ। ରାସ୍ତା ଉପରେ ପାଣି ପ୍ରବାହିତ। ଗମନାଗମନ ପ୍ରଭାବିତ। ଲଗାଣ ବର୍ଷାକୁ ନେଇ ହାଇଆଲର୍ଟରେ ମୁମ୍ବାଇ। ସତର୍କ ରହିବାକୁ ପରାମର୍ଶ। ତଳିଆ ଅଞ୍ଚଳରେ ପଶିଲା ପାଣି। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସବୁ ସରକାରୀ, ବେସରକାରୀ ସ୍କୁଲ ଛୁଟି…

ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣ; ଚାଳକ ଗିରଫ

କଟକ: ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣ ଅଭିଯୋଗ । ଚାଉଳିଆଗଞ୍ଜ ଥାନାରେ ଅଟୋ ଚାଳକଙ୍କ ନାଁରେ ଏତଲା । ଅଭିଯୋଗ ଆଧାରରେ ଅଭିଯୁକ୍ତ ଅଟୋ ଚାଳକକୁ ଗିରଫ କଲା ପୋଲିସ । ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ । ଗିରଫ ଅଟୋ ଚାଳକ ଜଗତସିଂହପୁରର ବୋଲି ସୂଚନା ରହିଛି ।…

ଦିଲ୍ଲୀ ଗସ୍ତରେ ମନମୋହନ, ରାଜ୍ୟ କମିଟି ଓ ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ଚର୍ଚ୍ଚା

ଭୁବନେଶ୍ଵର: ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଉପରାଷ୍ଟ୍ରପତି ନିର୍ବାଚନ ନେଇ ସାଂସଦମାନଙ୍କ ସହ କରିପାରନ୍ତି ଆଲୋଚନା। ଆସନ୍ତାକାଲି ଦିଲ୍ଲୀରେ ରହିଛି ଏନଡିଏ ସାଂସଦମାନଙ୍କ ବୈଠକ। ରାଜ୍ୟ କମିଟି ଏବଂ ବୋର୍ଡ ନିଗମ ନିଯୁକ୍ତି ନେଇ ଆଲୋଚନା କାର୍ଯ୍ୟକ୍ରମ ରହିଛି। ରାଜ୍ୟ…

ତିନୋଟି ସ୍କୁଲକୁ ବୋମା ଧମକ; ସରକାରଙ୍କୁ ଟାର୍ଗେଟ କଲେ କେଜରିୱାଲ

ନୂଆଦିଲ୍ଲୀ:ଆଜି ରାଜଧାନୀ ଦିଲ୍ଲୀରେ ଏକକାଳୀନ ତିନୋଟି ସ୍କୁଲକୁ ବୋମା ବିସ୍ପୋରଣ ଧମକ ମିଳିଛି । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍କୁଲ ପ୍ରଶାସନକୁ ବୋମା ଧମକ ମିଳିବା ମାତ୍ରେ ପୋଲିସକୁ ତୁରନ୍ତ ସୂଚନା ଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ, ବୋମା ସ୍କ୍ୱାଡ୍ ଏବଂ ଦିଲ୍ଲୀ…

ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା, କୋରାପୁଟ-କିରୋଣ୍ଡୁଲୁ ଟ୍ରେନ୍ ଚଳାଚଳ ବାତିଲ

କୋରାପୁଟ: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡିଶା। ଅନବରତ ବର୍ଷାରେ ବୁଡ଼ିଲା ବିଭିନ୍ନ ପୋଲ। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ଅତି ପ୍ରବଳ ବର୍ଷା ପାଇଁ ଟ୍ରେନ୍ ବାତିଲ ହୋଇଛି। ଲଗାଣ ବର୍ଷା ପାଇଁ…

ଥମୁନି ଲଜ୍ଜା! ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସମ୍ବଲପୁର:ରାଜ୍ୟରେ ଥମୁନି ଲଜ୍ଜା! ପୁଣି ଏକ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ। ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ଏହି ଗଣଦୁଷ୍କର୍ମ ହେବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଯୁଯୁମୁରା ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ସୂଚନା ଅନୁସାରେ ଜଣେ ନାବାଳିକା…

ଏସିଆ କପ୍ ୨୦୨୫: ଶୁଭମାନ ଗିଲ୍‌ଙ୍କୁ ଦଳରୁ ବାଦ ଦେବା ନେଇ ଚର୍ଚ୍ଚା

ମୁମ୍ବାଇ: ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆରୁ ଶୁଭମାନ ଗିଲ୍‌ଙ୍କୁ ବାଦ ଦିଆଯାଇପାରେ। ଚୟନକର୍ତ୍ତା ଓ ଦଳ ପରିଚାଳନା ମତରେ ଗିଲ୍ ଟି-୨୦ ଫର୍ମାଟ ପାଇଁ ଉପଯୁକ୍ତ ନୁହଁନ୍ତି। ଦୁବାଇରେ ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ ପାଇଁ ଦଳ ଏବେ ଖେଳାଳି ତାଲିକା ଘୋଷଣାକୁ ଅପେକ୍ଷା…

ପୁଣି ଲ୍ୟାଣ୍ଡମାଇନ ବିସ୍ଫୋର: ଜଣେ ଯବାନ ସହିଦ, ୩ ଗୁରୁତର

ବିଜାପୁର: ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଲାଣ୍ଡମାଇନ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ବିସ୍ଫୋରଣରେ ଜଣେ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସହିଦ ଡିଆରଜି ଯବାନ ହେଉଛନ୍ତି ଦିନେଶ ନାଗ। ବିଜାପୁର ନେସନାଲ ପାର୍କ ଅଞ୍ଚଳରେ ଅପରେସନ…

ବିହାର ଭୋଟର ତାଲିକାରୁ ୬୫ ଲକ୍ଷ ନାମ ବାଦ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନଲାଇନରେ ତାଲିକା ପ୍ରକାଶ

ନୂଆଦିଲ୍ଲୀ:ବିହାରରେ ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ୬୫ ଲକ୍ଷ ନାମ ବାଦ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ କମିଶନ ଏହି ତାଲିକା ଅନଲାଇନରେ ପ୍ରକାଶ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ରବିବାର ଏହା ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ…