Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୁଖ,ସମୃଦ୍ଧି ଏବଂ ଧନ ପାଇଁ, ଘରେ ଏହି ୩ଟି ପେଟିଙ୍ଗ ଲଗାନ୍ତୁ!

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ର ଏକ ପ୍ରାଚୀନ ଭାରତୀୟ ବିଜ୍ଞାନ ଯାହା ସାହାଯ୍ୟରେ ଆମେ ଘର, ଅଫିସ୍, ମନ୍ଦିର କିମ୍ବା ଯେକୌଣସି ସ୍ଥାନର ନିର୍ମାଣ ଏବଂ ଡିଜାଇନ୍ କିପରି ହେବା ଉଚିତ ତାହା ଜାଣିପାରିବା। ଏହା ସହିତ ଆମେ ବାସ୍ତୁ ଶାସ୍ତ୍ର ମାଧ୍ୟମରେ ଜାଣିପାରିବା ଯେ, ଘରେ କ'ଣ ରଖିବା ଉଚିତ ଏବଂ…

ଆମେରିକା ମାଟିରୁ ମୁନୀରଙ୍କ ଭାରତ ବିରୋଧୀ ବୟାନ, କଡ଼ା ଜବାବ ଦେଇ ଆଇନା ଦେଖାଇଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନୀର କଶ୍ମୀରକୁ ନେଇ ପୁଣି ଥରେ ଭାରତ ବିରୋଧୀ ବୟାନ ଦେଇଛନ୍ତି। ଆମେରିକାର ଫ୍ଲୋରିଡାରେ ପ୍ରବାସୀ ପାକିସ୍ତାନୀଙ୍କୁ ସମ୍ବୋଧିତ କରି ମୁନୀର କହିଛନ୍ତି, "କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ନୁହେଁ, ଏହା ଏକ ଅସମାପ୍ତ…

କାଢା ତିଆରି ପାଇଁ ରାମ ନା ଶ୍ୟାମ ତୁଳସୀ ଅଧିକ ଲାଭଦାୟକ?

ଭୁବନେଶ୍ବର: ତୁଳସୀ ଗଛର କେବଳ ଧାର୍ମିକ ମହତ୍ତ୍ୱ ନାହିଁ, ବରଂ ଏହାକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଏ । ସେଥିମଧ୍ୟରୁ ତୁଳସୀ କାଢା, ଯାହାକୁ ଅଧିକାଂଶ ଲୋକ ପିଇଥାନ୍ତି । କାରଣ ଏହା ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ। କିନ୍ତୁ ଆପଣ ଜାଣିଛନ୍ତି କି କେଉଁ ତୁଳସୀ (ରାମ ଏବଂ ଶ୍ୟାମା…

ସାଧାରଣ ନିର୍ବାଚନରେ ଭୋଟ ଅସଙ୍ଗତି ଅଭିଯୋଗ: ହାଇକୋର୍ଟ ଯିବ ବିଜେଡି

ଭୁବନେଶ୍ୱର: ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟିଂ ବେଳେ ଅସଙ୍ଗତି ହୋଇଥିବା ଅଭିଯୋଗ ଆଣି ବିଜୁ ଜନତା ଦଳ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହେବ। ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ…

ଶ୍ରୀ ଭାଗବତ ସାର ୧୨୬: ଗୋପୀ ଭାବଟିର ସ୍ୱରୂପ କଣ ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ, ସାଧାରଣ ଭକ୍ତି ଭାବ ଠାରୁ ସମ୍ପୂର୍ଣ ଭିନ୍ନ। ଆମେ ଷୋଳ ହଜାର ଗୋପୀଙ୍କ ଉତ୍ପତି ଵିଷୟରେ ଜାଣିଲେ, ଏଠାରେ ଗୋଟିଏ ତତ୍ୱ ପରିଷ୍କାର ଭାବରେ ପରିଲିକ୍ଷିତ ହେଲା, ଯାହାକୁ ଆମେ ବ୍ରହ୍ମ ତତ୍ୱ କହିବା,…

ଦୀର୍ଘଦିନର ଦାବି ପରେ ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ ଟ୍ରେନ ଷ୍ଟପେଜ୍

ଭୁବନେଶ୍ବର: ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏହାର କ୍ଷେତ୍ରାଧିକାରର ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ ପାଇଁ ଅତିରିକ୍ତ ଷ୍ଟପେଜ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଏହି ନିଷ୍ପତ୍ତି ହଜାର ହଜାର ପରିବାରଙ୍କ ପାଇଁ…

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଭାରତ ଏହି ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ…

ଜମ୍ମୁରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ, ସେନା ଗୁଳିରେ ଜଣେ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭଣ୍ଡୁର କରିଛି ଭାରତୀୟ ସେନା । ସୋମବାର ସନ୍ଧ୍ୟାରେ କଠୁଆ ଜିଲ୍ଲା ସୀମାରେ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିବା ସହ ଜଣେ ଆତଙ୍କୀଙ୍କୁ ନିପାତ କରିଛି ସୀମା ସୁରକ୍ଷା ବଳ ।ଜଣେ ପାକିସ୍ତାନୀ ନାଗରିକ ସୀମା ପାର ହୋଇ ଭିତର ଆଡକୁ ଆକ୍ରମଣାତ୍ମକ…

HAL ନାସିକରୁ ତେଜସ୍ Mk1Aକୁ ଉଡ଼ାଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ନାସିକ ବିଭାଗରେ ନିର୍ମିତ ସ୍ୱଦେଶୀ ଯୁଦ୍ଧ ବିମାନ Tejas Mk1A ଉଡ଼ାଣକୁ ଅନୁମତି ମିଳିଛି । ସୋମବାର ନାସିକରେ ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ଏରୋନୌଟିକାଲ କ୍ବାଲିଟି ଆଶ୍ବରାନ୍ସ (DGAQA) ଏହି ଅନୁମତି ଦେଇଛି । ଯାହା ଭାରତରେ…

‘ସ୍ୱାଧୀନତା ଦିବସ’ରେ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା, ଜାଣନ୍ତୁ…

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଉପଲକ୍ଷେ କମିଶନରେଟ୍ ପୋଲିସ ଅଗଷ୍ଟ ୧୫ ତାରିଖରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପୂର୍ବରୁ ସହରରେ ଟ୍ରାଫିକ୍ କଟକଣା ଲାଗୁ କରିଛି। ଅଗଷ୍ଟ ୧୫ ପାଳନ ପାଇଁ ମହାତ୍ମା ଗାନ୍ଧୀ ମାର୍ଗ ଏବଂ ଏହାର ପରିଧିରେ ଅଭ୍ୟାସ କାର୍ଯ୍ୟକ୍ରମ ଏବଂ ପୂର୍ଣ୍ଣ ପୋଷାକ ଅଭ୍ୟାସ ପାଇଁ…