Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେଉଁ ରୋଗ ଯୋଗୁଁ ଶରୀରରେ କ୍ୟାଲସିୟମର ଅଭାବ ଦେଖାଦିଏ…

ଭୁବନେଶ୍ବର:କ୍ୟାଲସିୟମ ଏକ ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ଯାହା ମଜବୁତ ହାଡ଼ ଏବଂ ଦାନ୍ତ ଗଠନରେ ସାହାଯ୍ୟ କରେ। ଏହା କେବଳ ହାଡ଼ ଗଠନ ପାଇଁ ନୁହେଁ, ବରଂ ମାଂସପେଶୀର ଶକ୍ତି, ହୃଦସ୍ପନ୍ଦନ ଏବଂ ସଠିକ୍ ସ୍ନାୟୁ କାର୍ଯ୍ୟ ପାଇଁ ମଧ୍ୟ ଅତ୍ୟାବଶ୍ୟକ। ଶରୀରରେ ଥିବା ମୋଟ କ୍ୟାଲସିୟମର ପ୍ରାୟ ୯୯%…

୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ହେବେ ଏକାଠି; ଏହି ୪ଟି ରାଶିଙ୍କୁ ମିଳିବ ଲାଭ…

ଭୁବନେଶ୍ବର: ଅଗଷ୍ଟ ୧୭ ତାରିଖରେ ସୂର୍ଯ୍ୟ କର୍କଟ ରାଶିରୁ ସିଂହ ରାଶିକୁ ଗମନ କରିବେ। କେତୁ ପୂର୍ବରୁ ସିଂହ ରାଶିରେ ଉପସ୍ଥିତ ଅଛନ୍ତି, ତେଣୁ ଏହି ରାଶିରେ ସୂର୍ଯ୍ୟ-କେତୁ ଏକାଠି ହେବେ । ପ୍ରାୟ ୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ଏହି ଏକାଠି ହେବେ । ଯଦିଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ…

ଶ୍ରୀ ଭାଗବତ ସାର ୧୨୨: ଭାଗବତ ଲୀଳା ବର୍ଣ୍ଣନା ହୋଇଛି ଜଗତ ଉଦ୍ଧାର ପାଇଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା କରିବାର ଉପଦେଶ ଦେବର୍ଷି ନାରଦ ଭଗବାନ ବ୍ୟାସଦେବଙ୍କୁ ଦେଇ କହିଲେ ମନ୍ୟୁଷ ମାନଙ୍କ ତପସ୍ୟା, ବେଦାଧ୍ୟୟନ, ଯଜ୍ଞାନୁଷ୍ଠାନ, ସଦଗୁଣ କଥନ ତଥା ସଦଜ୍ଞାନ ଫଳରେ ପୁଣ୍ୟ ଶ୍ଳୋକ ପରମାତ୍ମାଙ୍କ ସମ୍ବନ୍ଧରେ ଆତ୍ମ…

ରାଜଧାନୀରେ ଚାଞ୍ଚଲ୍ୟ; ଡେଲିଭରୀ ବୟ ଆକ୍ରମଣରେ ମହିଳା ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱରରେ ଅନଲାଇନ ଫୁଡ୍ ଡେଲିଭରୀକୁ ନେଇ ଏପରି କିଛି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭୁବନେଶ୍ୱରରେ ବିନୋଦିନୀ ରଥ ନାମକ ଜଣେ ମହିଳା ଅନଲାଇନରେ ଫୁଡ୍ ଅର୍ଡର୍ କରିଥିଲେ। ଖାଦ୍ୟ ପହଞ୍ଚିବାରେ ବିଳମ୍ବ ହେବାରୁ ସେ…

ସବୁଜ ସଡକ ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ ବର୍ଜ୍ୟ!

ଭୁବନେଶ୍ୱର: ସହରାଞ୍ଚଳ ମାନଙ୍କରେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ଅଳିଆ ବ୍ୟବହାର ହେବ। ଏନେଇ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉଷା ପାଢୀ ସହରାଞ୍ଚଳ ଭିତ୍ତିଭୂମି ବିକାଶରେ ସ୍ଥାୟୀ ଏବଂ…

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ସପତ୍ନୀକ ଶ୍ରୀଜିଉଙ୍କ ଆଶିଷ ନେଲେ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି।ଆଜି ସନ୍ଧ୍ୟାରେ ବର୍ଷା ସତ୍ତ୍ୱେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଜ୍ୟର ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ଵାର…

ରାଜ୍ୟରେ ଜୈବ-ଅର୍ଥନୀତିର ବିକାଶ ନେଇ ଆଇଆଇଏମ୍‌, ସମ୍ବଲପୁର ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ଜୈବ-ପ୍ରଯୁକ୍ତି ଓ ଜୈବ-ସମ୍ବଳକୁ ଆଧାର କରି ଜୈବ-ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଜୈବ-ପ୍ରଯୁକ୍ତି ବିଦ୍ୟା ଏକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ ଜୈବ-ଅର୍ଥନୀତି ରାଜ୍ୟର ବିକାଶ ଧାରାରେ ପ୍ରମୁଖ ଯୋଗଦାନ କରିବାର…

ଟ୍ରମ୍ପଙ୍କ ଟାରିଫ ଧମକର ଜବାବ ଦେଲା ଭାରତ, ବୋଇଂ ଡିଲ୍ ବାତିଲ

ନୂଆଦିଲ୍ଲୀ: ନିକଟରେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ।ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଜୁଲାଇରେ ଆମେରିକା ସହିତ ୩୧୫୦୦ କୋଟି ଟଙ୍କାର ବୋଇଂ ଚୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତିଲ କରିଦେଇଥିବା ଜଣାପଡ଼ିଛି। ପୂର୍ବରୁ  …

ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ରିକ୍ସାରେ ଟାଣି ନେବା ଅମାନବୀୟ: ହାତ ଟଣା ରିକ୍ସାକୁ ନିଷିଦ୍ଧ ପାଇଁ…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ସୁନ୍ଦର ହିଲ୍ ଷ୍ଟେସନ ମାଥେରାନରେ ହାତ ଟଣା ରିକ୍ସା ଅଭ୍ୟାସ ବନ୍ଦ କରିବାକୁ ଏବଂ ରିକ୍ସା ଚାଳକଙ୍କ ପାଇଁ ପୁନର୍ବାସ ଯୋଜନା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ବି.ଆର. ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ…

ବଜାରକୁ ଆସିଲା ସବୁଠୁ ଶସ୍ତା ଇଲେକଟ୍ରିକ୍‌ ସ୍କୁଟର Zelo Knight+;ମାତ୍ର ୫୯ହଜାର..

ନୂଆଦିଲ୍ଲୀ: Zelo Electric ₹ ୫୯,୯୯୦ (ଏକ୍ସ-ଶୋରୁମ୍)ର ପ୍ରାରମ୍ଭିକ ମୂଲ୍ୟରେ Knight+ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଛି। ଜେଲୋ ଇଲେକଟ୍ରିକ୍‌ ଭାରତୀୟ ବଜାରରେ ସବୁଠୁ ଶସ୍ତା ଇଲେକଟ୍ରିକ୍‌ ସ୍କୁଟର Knight+ ଲଞ୍ଚ କରିଛି । ନାଇଟ୍+ ପାଇଁ ପ୍ରି-ବୁକିଂ ସମସ୍ତ ଜେଲୋ ଇଲେକ୍ଟ୍ରିକ୍…