Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେବଳ ଏହି ଆପରେ କିଣିପାରିବେ ଫାଷ୍ଟାଗ୍ ବାର୍ଷିକ ପାସ୍, ଅଗଷ୍ଟ ୧୫ରୁ ହେବ ଉପଲବ୍ଧ..

ନୂଆଦିଲ୍ଲୀ: ୧୫ ଅଗଷ୍ଟରୁ ସାରା ଦେଶରେ ଫାଷ୍ଟାଗ୍ ର ଆନୁଆଲ ବା ବାର୍ଷିକ ପାସ୍ ଉପଲବ୍ଧ ହେବ । ଏହି ପାସ୍ ର ମୂଲ୍ୟ ୩୦୦୦ ଟଙ୍କା ହେବ, ଯାହା ସାହାଯ୍ୟରେ ଆପଣ ଗୋଟିଏ ବର୍ଷ ପାଇଁ ୨୦୦ ଟୋଲ୍ ପାର କରିପାରିବେ । ଏହିପରି ଭାବରେ, ଆପଣଙ୍କୁ ପ୍ରତ୍ୟେକ ଯାତ୍ରା ପାଇଁ କେବଳ ୧୫ ଟଙ୍କା ଦେବାକୁ ପଡିବ…

ଅଗଷ୍ଟ ୧୧ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର: ଆସନ୍ତା ସୋମବାର ଅର୍ଥାତ୍ ଅଗଷ୍ଟ ୧୧ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଭୁବନେଶ୍ୱର ସ୍ଥିତ ଅଶୋକ ନଗର ୟୁନିଟ-୨ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଦିନ ୧୧ ଟାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି…

ରିପୋର୍ଟ ମାଗିଲେ ସରକାର; ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର!

ଭୁବନେଶ୍ୱର: ଓଡ଼ିଶା ସରକାର ସମସ୍ତ ବିଭାଗକୁ ଅଯୋଗ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କ ବିବରଣୀ ପ୍ରଦାନ କରିବାକୁ କହିଛନ୍ତି। ଅଯୋଗ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବାକୁ ମଧ୍ୟ ଚେତାବନୀ ଦିଆଯାଇଛି। ସୂଚନା ଅନୁଯାୟୀ, ଯେଉଁ ଅଧିକାରୀମାନେ ପ୍ରଭାବଶାଳୀ ଭାବରେ…

ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ବବିତା ପାତ୍ରଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବରେ ନିଯୁକ୍ତ କରିଛନ୍ତି। ବ୍ରହ୍ମପୁରର ମୟୂର ବିହାରର ବାସିନ୍ଦା ବବିତା ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କିମ୍ବା ପଞ୍ଚଷଠି ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ…

ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିବା ପ୍ରସଙ୍ଗ: ଟ୍ରମ୍ପଙ୍କ ଧମକରେ କ୍ଷୁବ୍ଧ ହେଲା ରୁଷ, କହିଲା- ବ୍ରିକ୍ସ ଦେଶଗୁଡ଼ିକ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିଛନ୍ତି। ଭାରତ ରୁଷଠାରୁ ଅଶୋଧିତ ତେଲ କିଣିବାକୁ ନେଇ ସେ ବିରୋଧ କରିଛନ୍ତି। ସେ ୟୁକ୍ରେନରେ ଚାଲିଥିବା ମାନବିକ ଦୁଃଖଦ ଘଟଣା ପ୍ରତି ଭାରତ ଉଦାସୀନ ଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଯଦି ଏହା ଜାରି ରହେ…

ଝିଅକୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ, ଅଭିଯୁକ୍ତ ବାପାଙ୍କୁ ୨୦ ବର୍ଷ କାରା ଦଣ୍ଡାଦେଶ

ଯାଜପୁର: ଜନ୍ମ କଲା ବାପା ନିଜ ଝିଅକୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି। ୨୦୨୪ ମସିହାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଂଚଳରେ ନିଜ ଝିଅକୁ ବାପା ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ବାପା ପ୍ରଶାନ୍ତ ଦାସଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ପୋସ୍କୋ…

ଶ୍ରୀମନ୍ଦିର ପରିସରରୁ ଜବତ ହେଲାଣି ୩ଟି ହିଡେନ କ୍ୟାମେରା, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ!

ପୁରୀ: ଗତ ୧୦ଦିନ ମଧ୍ୟରେ ଶ୍ରୀମନ୍ଦିରରେ ତିନୋଟି ହିଡେନ କ୍ୟାମେରା ଜବତ। ଆଜି ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ଦେଇ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରା କରାଯାଉଛି। ପ୍ରତିଶ ପାଲ ନାମକ ଏହି ଯୁବକ ପଶ୍ଚିମ ବର୍ଦ୍ଧମାନର…

କଟକରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ପର୍ଦ୍ଦାଫାସ, ହାତ ବାଜି ଫୁଟିଗଲା ଗୁଳି

କଟକ: ନୂଆବଜାରରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ପର୍ଦ୍ଦାଫାସ। ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିବା କହିଲେ ଡିସିପି। ଆହତ ସଞ୍ଜୟ ତରାଇଙ୍କୁ ବନ୍ଧୁକ ଦେଖାଉଥିଲେ ୨ ଯୁବକ। ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିଲା। ହେଲେ କେହି ଗୁଳିମାଡ଼ କରିଥିବା କହିଥିଲେ ୨ ଯୁବକ।…

ଶୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ ଶୋଭନା ମହାନ୍ତିଙ୍କୁ ଓଡ଼ିଶା ରାଜ୍ୟ ମହିଳା କମିଶନ (ଏସସିଡବ୍ଲୁ)ର ନୂତନ ଅଧ୍ୟକ୍ଷା ଭାବରେ ନିଯୁକ୍ତ କରିଛନ୍ତି। ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳ ଅନ୍ତର୍ଗତ କରଞ୍ଜିଆରୁ ଆସିଥିବା ଶୋଭନା ମହାନ୍ତି ୫ ଅଗଷ୍ଟ, ୨୦୨୫ ରୁ ତିନି ବର୍ଷ ପର୍ଯ୍ୟନ୍ତ…

ଶୁଳ୍କ ଯୁଦ୍ଧ: ୧୯୭୧ରେ ଆମେରିକା-ପାକିସ୍ତାନ ସଂପର୍କ ନେଇ ବର୍ଷିଲା ଭାରତୀୟ ସେନା…..

ନୂଆଦିଲ୍ଲୀ: ଭାରତର ରୁଷିଆ ତୈଳ ଆମଦାନୀ ବିରୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ଉପରେ ଏବେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଆମେରିକାକୁ କଡା ଜବାବ ଦେଇଛି ଭାରତୀୟ ସେନା । ଭାରତୀୟ ସେନା ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ପାକିସ୍ତାନକୁ ଆମେରିକୀୟ ସାମରିକ…