Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାକିସ୍ତାନର ପର୍ଦ୍ଦାଫାସ; ପହଲଗାମ ଆତଙ୍କବାଦୀଙ୍କ ଠାରୁ ମିଳିଲା ପାକ୍ ଚକୋଲେଟ , ଭୋଟର ପରିଚୟପତ୍ର …

ନୂଆଦିଲ୍ଲୀ:ପହଲଗାମରେ ୨୬ ଜଣଙ୍କୁ ହତ୍ୟା କରିଥିବା ତିନି ଜଣ ଆତଙ୍କବାଦୀ - ସୁଲେମାନ ଶାହ, ଆବୁ ହମଜା ଏବଂ ୟାସି ଜିବ୍ରାନଙ୍କୁ ୨୮ ଜୁଲାଇ ୨୦୨୫ରେ ଭାରତୀୟ ସେନା ହତ୍ୟା କରିଛନ୍ତି। ସେମାନେ ପାକିସ୍ତାନୀ ଥିଲେ ଏବଂ ଲସ୍କର ସହିତ ଜଡିତ ଥିଲେ। ସୂତ୍ର ଅନୁସାରେ ସେମାନଙ୍କ ନିକଟରୁ ପାକିସ୍ତାନୀ…

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଅଗଷ୍ଟ ୧୪ରେ କଂଗ୍ରେସ କରିବ ପଦଯାତ୍ରା

ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଯେ, ପୀଡ଼ିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ପୀଡିତା ଯେତେବେଳେ ହସ୍ପିଟାଲ ଆସିଥିଲେ ନିଜେ ହୁଇଲ ଚେୟାର ବସିକି ଆସିଥିଲେ । ହେଲେ କେଉଁ…

ଡ଼କ୍ଟର ସୁବାସ ପାଣିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ସଂସ୍କୃତି ଗବେଷକ, ଭାଷ୍ୟକାର ଓ ଭୁତପୁର୍ବ ମୁଖ୍ୟ ଶାସନ ସଚିବ ଡ଼କ୍ଟର ସୁବାସ ପାଣିଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଓଡ଼ିଆ ସଂସ୍କୃତି ଗବେଷଣା ବିଶେଷକରି ଜଗନ୍ନାଥ ସଂସ୍କୃତି ଓ ଗୀତ…

ସିରାଜଙ୍କୁ ୫ ୱିକେଟ: ସିରିଜ ଡ୍ର କଲା ଭାରତ

ଦି ଓଭାଏ: ଅନ୍ତିମ ଦିବସରେ ଇଂଲଣ୍ଡର ୪ଟି ୱିକେଟ ଅକ୍ତିଆର କରି ଭାରତ ୬ ରନରେ ୫ମ ଟେଷ୍ଟକୁ ଜିତି ନେଇଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଟିମ ଇଣ୍ଡିଆ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ମହମ୍ମଦ ସିରାଜ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ…

ସୁପର ଫିଚର ଫ୍ଲାଇଟ୍ ମୋଡ! ଦୈନନ୍ଦିନ ଜୀବନରେ ଏପରି ସାହାଯ୍ୟ କରେ…

ଭୁବନେଶ୍ବର: ବିମାନରେ ଯାତ୍ରା କରିବା ସମୟରେ ଫୋନକୁ ଫ୍ଲାଇଟ୍ ମୋଡ୍‌ରେ ରଖାଯାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ଫିଚର୍ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିପରି ସାହାଯ୍ୟ କରିପାରିବ? ଯଦି ଆପଣ ଭାବୁଛନ୍ତି ଯେ ସ୍ମାର୍ଟଫୋନରେ ଥିବା ଫ୍ଲାଇଟ୍ ମୋଡ୍( Flight Mode) କେବଳ ଫ୍ଲାଇଟ୍ ଯାତ୍ରା ସମୟରେ…

ପୁଣି ଅଡୁଆରେ ଅନିଲ ଅମ୍ବାନୀ, ଲୋନ୍ ଠକେଇ ମାମଲାରେ ବ୍ୟାଙ୍କକୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଲା ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପୁଣି ଅଡୁଆରେ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଏବଂ ଏମଡି ଅନିଲ ଅମ୍ବାନୀ। ତାଙ୍କୁ ସମନ କରିବା ପରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବେ କିଛି ବ୍ୟାଙ୍କର୍‌ଙ୍କୁ ପଚରାଉଚରା ପାଇଁ ଡାକିପାରେ। ୧୭ ହଜାର କୋଟି ଟଙ୍କା ଲୋନ୍‌ ଠକେଇ ମାମଲାରେ ପ୍ରବର୍ତ୍ତନ…

ଉପରାଷ୍ଟ୍ରପତି ନିର୍ବାଚନ…କାହାର କିଏ ପ୍ରାର୍ଥୀ?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ତାତି ବଢିଛି । ଏହାପରେ ଉଭୟ ଶାସକ ଏନଡିଏ ଓ ବିରୋଧୀ ଇଣ୍ଡିଆ ମେଣ୍ଟ କାହାକୁ ପ୍ରାର୍ଥୀ କରିବେ, ସେନେଇ ମାନସମନ୍ଥନ ଚାଲିଛି । ଏମିତିରେ ବିଜେପି ନେତୃତ୍ବାଧୀନ ଏନଡିଏର ପଲ୍ଲା ଭାରି ରହିଛି। ତେବେ କେନ୍ଦ୍ର ସରକାରଙ୍କୁ ବାଟ…

ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପାକିସ୍ତାନର ସମର୍ଥନ

ନୂଆଦିଲ୍ଲୀ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଶକ୍ତ ବିରୋଧ କରୁଛନ୍ତି ଆମେରିକା ଓ ଇସ୍ରାଏଲ୍ । ଉଭୟ ଦେଶ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ତେବେ ଯେଉଁ ଲକ୍ଷ୍ୟ ନେଇ ଆମେରିକା ଇରାନର ନତାଞ୍ଜ, ଫୋର୍ଡୋ ଓ ଇସଫାହାନ ପରମାଣୁ ଠିକଣାରେ ବୋମା ପକାଇଥିଲା । ଯେଉଁଥି…

ଭାରତ-ଚୀନ୍ ବିବାଦ: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ, କହିଲେ……

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ନେଇ ରାହୁଲଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। କହିଲେ ସତ ଭାରତୀୟ ହୋଇଥିଲେ ଏପରି କହି ନଥାନ୍ତ। ତେବେ ଡିସେମ୍ବର ୯, ୨୦୨୨ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷ ପରେ ଭାରତୀୟ ସେନା ଉପରେ ତାଙ୍କର କଥିତ ମନ୍ତବ୍ୟ ପାଇଁ ଏବେ ସୁପ୍ରିମକୋର୍ଟ ଲୋକସଭା ନେତା…

କାନାଡାର ଚମକିଲା ଭାଗ୍ୟ… ଭୂମିରୁ ୫୯ ଫୁଟ୍ ତଳେ ମିଳିଲା ସୁନା ଏବଂ ତମ୍ବାର ଖଣି…

ଓଟାୱା: କାନାଡାର ଉତ୍ତର ବ୍ରିଟିଶ କଲମ୍ବିଆରେ ତମ୍ବା ଏବଂ ସୁନା ଖଣି ଆବିଷ୍କୃତ ହୋଇଛି । ଏହି ମୂଲ୍ୟବାନ ଧାତୁଗୁଡ଼ିକ ଭୂମି ପୃଷ୍ଠରୁ ମାତ୍ର ୫୯ ଫୁଟ ତଳେ ଆବିଷ୍କୃତ ହୋଇଛି । ଏହା କାନାଡାର ଖଣିଜ କ୍ଷେତ୍ର ପ୍ରତି ବିଶ୍ୱର ଆଗ୍ରହକୁ ପୁନର୍ବାର ଜାଗ୍ରତ କରିଛି । ୨୦୨୪ ପୂର୍ବରୁ ଅରୋରା ନାମକ…