Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଳଙ୍ଗା ପୀଡିତାଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, ସରକାରଙ୍କୁ କହିଲେ ନାରୀହନ୍ତା….

ଭୁବନେଶ୍ବର: ବଳଙ୍ଗା ପୀଡିତାଙ୍କ ହଠାତ୍ ମୃତ୍ୟୁ ପରେ ଏବେ ଏହାକୁ ନେଇ ତେଜିଛି ରାଜନୀତି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେଡି-କଂଗ୍ରେସ । ବିଜେଡି ସରକାରଙ୍କୁ ନାରୀହନ୍ତା ବୋଲି ସମ୍ବୋଧନ କରିଥିବା ବେଳେ କେମିତି ତାଙ୍କର ମୃତ୍ୟୁ ହେଲା ବୋଲି…

ନିର୍ଦ୍ଧାରିତ ସମୟ ପୂର୍ବରୁ କାହିଁକି ସ୍ଥଗିତ ରହିଲା ଅମରନାଥ ଯାତ୍ରା?

ଶ୍ରୀନଗର: ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍ଥଗିତ ରହିଲା ଅମରନାଥ ଯାତ୍ରା । ପ୍ରଶାସନ ବାର୍ଷିକ ଅମରନାଥ ଯାତ୍ରାକୁ ଏହାର ନିର୍ଦ୍ଧାରିତ ସମୟର ଗୋଟିଏ ସପ୍ତାହ ପୂର୍ବରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ମାର୍ଗଗୁଡ଼ିକୁ ରକ୍ଷଣାବେକ୍ଷଣ…

ଅଧା ରହିଗଲା ମନ୍ଦିର ଦର୍ଶନ;ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

ଲକ୍ଷ୍ନୌ:ରବିବାର ଦିନ ପୃଥ୍ବୀନାଥ ମନ୍ଦିରରେ ଜଳ ଅର୍ପଣ କରିବାକୁ ଯାଉଥିଲେ ଭକ୍ତ,କିନ୍ତୁ ଅଧା ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଉତ୍ତରପ୍ରଦେଶର ଗୋଣ୍ଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ୧୫ ଜଣ ଭକ୍ତଙ୍କୁ ନେଇ ଯାଉଥିବା ବୋଲେରୋ ଏକ କେନାଲକୁ ଖସି ପଡ଼ିଲା। ଏହି…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ

ରାଉରକେଲା: ଶହୀଦ ସପ୍ତାହରେ ମାଓବାଦୀଙ୍କ ହିଂସାକାଣ୍ଡ । ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବଣାଇ ସ୍ଥିତ ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି । ବିସ୍ପୋରଣରେ ଦୁଇଟି ସ୍ଲିପର…

କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ଘରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ…..

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନାଗପୁର ଘରକୁ ବୋମା ମାଡ଼ ଧମକ ମିଳିଛି । ଏହି ଧମକପୂର୍ଣ୍ଣ କଲ୍ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଛି । ଏହି କଲ୍ ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିବା ବେଳେ କିଛି ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।…

ଓଟିଇଟି ପ୍ରଶ୍ନପତ୍ର ଲିକ୍: ବନ୍ଧା ହେଲେ ବୋର୍ଡ ଉପସଭାପତି, ହୋଇଥିଲା ଅଢେଇ ଲକ୍ଷର ଡିଲ୍…..

ଭୁବନେଶ୍ବର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ବୋର୍ଡ ସଭାପତିଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ପୋଲିସ୍ । ଗତକାଲି ବୋର୍ଡ ସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ପ୍ରଶ୍ନ ପତ୍ର ଲିକ୍ ନେଇ ପଚରାଉଚରା କରିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି । ତେବେ ପୂର୍ବରୁ…

ଇପିଆଇସି ନମ୍ବର ଜାଲିଆତି: ବଢିଲା ତେଜସ୍ୱୀ ଯାଦବଙ୍କ ଅଡୁଆ, ତଦନ୍ତ ଆରମ୍ଭ କଲା ଇସି….

ପାଟନା: ଭୋଟର ଲିଷ୍ଟରେ ନିଜ ନାଁ ନଥିବା କହି ନିର୍ବାଚନ କମିଶନଙ୍କୁ ଘେରିଥିଲେ, ହେଲେ ସିଧା ନିଜେ ଫସିଲେ ତେଜସ୍ବୀ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶନିବାର ଦାବି କରିଥିଲେ କି ଯେ ତାଙ୍କ ନାମ…

‘ତାଙ୍କର ନିଜର କାରଣ ରହିଛି’: ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ରାହୁଲଙ୍କ ଠାରୁ ଭିନ୍ନ ମତ ରଖିଲେ କଂଗ୍ରେସ ସାଂସଦ ଥରୁର୍

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଶନିବାର ଦିନ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଭାରତ ପ୍ରତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ "ମୃତ ଅର୍ଥନୀତି" ଉପହାସକୁ ସମର୍ଥନ କରିବାରୁ ନିଜକୁ ଦୂରେଇ ରଖିଛନ୍ତି, କହିଛନ୍ତି ଯେ ଲୋକସଭା ବିରୋଧୀ ଦଳ ନେତା ଟ୍ରମ୍ପଙ୍କ ମନ୍ତବ୍ୟକୁ ସମର୍ଥନ…

୩ୟ ଦିନରେ ଆତଙ୍କବାଦୀ ଖୋଜୁଛି ଅପରେସନ୍ ଅଖାଲ୍: ୩ ଜଣ ନିହତ, ସୈନିକ ଆହତ….

ଶ୍ରୀନଗର: ଖୋଜି ଖୋଜି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ସଫା କରୁଛି ଅପରେସନ୍ ଅଖାଲ୍ । ଆଜି ତୃତୀୟ ଦିନରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିସହିତ ଜଣେ ସୈନିକ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ଦିନ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣଙ୍କୁ ହତ୍ୟା କରାଯିବା ପରେ ଏହି…

ଭିଜିଲାନ୍ସ ଜାଲରେ ବୌଦ୍ଧ ଏମଭିଆଇ ଗୋଲାପ; ୬ ସ୍ଥାନରେ ଚଢାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଏମଭିଆଇ । ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଥିବା ସୂଚନା…