Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗୁଣି ସନ୍ଦେହରେ ଯୁବକଙ୍କୁ ମାରି ଡ୍ୟାମ୍‌ରେ ଫିଙ୍ଗି ଦେଲେ ଗ୍ରାମବାସୀ !୧୬ ଅଟକ

ଗଜପତି:ମୋହନାରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ଗୁଣି ସନ୍ଦେହରେ ହତ୍ୟା ଅନୁମାନ । ଗୁଣି ସନ୍ଦେହରେ ଯୁବକକୁ ହତ୍ୟା କରି ଡ୍ୟାମ୍ ରେ ଫିଙ୍ଗିଦେଇଥିବା ନେଇ ଅଭିଯୋଗ ଆସିଛି। ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ରା଼ଚାଗୁଡା ଗାଁର ଗୋପାଳ ମଳିକ। ୧୫ ଦିନ ତଳେ ଗାଁର ଜଣେ ମହିଳାଙ୍କ…

କିଡନୀ ସଂକ୍ରମଣ କାହିଁକି ହୁଏ? ଏହାର ଲକ୍ଷଣଗୁଡ଼ିକ କ’ଣ ଜାଣନ୍ତୁ…

ଭୁବନେଶ୍ବର: କିଡନୀ ଆମ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ରକ୍ତକୁ ସଫା କରିବା, ବିଷାକ୍ତ ଉପାଦାନକୁ ବାହାର କରିବା ଏବଂ ଶରୀରରେ ଜଳ ଏବଂ ଖଣିଜ ପଦାର୍ଥର ସନ୍ତୁଳନ ବଜାୟ ରଖିବା ପାଇଁ କାମ କରେ। ଯେତେବେଳେ କିଡନୀ ସଂକ୍ରମିତ ହୁଏ, ଏହି ସାଧାରଣ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ…

୭ଦିନରେ ଦୃର୍ବୁତ୍ତ ଧରା ନପଡ଼ିଲେ ଡିଜିପି ଅଫିସ ଘେରାଉ: ଭକ୍ତ ଦାସ

ଭୁବନେଶ୍ବର:ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଯଦି ୭ଦିନ ଭିତରେ…

ଇଣ୍ଟରନେଟ୍ ବିନା ଆପଣ ଏହିପରି ଲୋକେସନ୍ ପଠାଇପାରିବେ, ଏହି ଟ୍ରିକ୍ ଅସୁବିଧାରେ କାମ ଦେବ…

ଭୁବନେଶ୍ବର: ଯଦି କୌଣସି ପାହାଡିଆ ଅଞ୍ଚଳରେ ଅଛନ୍ତି, ଜଙ୍ଗଲରେ ଟ୍ରେକିଂ କରୁଛନ୍ତି, କିମ୍ବା ଏପରି କୌଣସି ଅଞ୍ଚଳରେ ଫସି ରହିଛନ୍ତି ଯେଉଁଠାରେ ଇଣ୍ଟରନେଟ୍ ଏବଂ ନେଟୱାର୍କ ଉଭୟ କାମ କରୁନାହିଁ, ତେବେ କାହାକୁ ଲୋକେସନ୍ ପଠାଇବା ଅସମ୍ଭବ ମନେହୁଏ। କିନ୍ତୁ ଯଦି ଆପଣଙ୍କ ପାଖରେ ବେସିକ କମ୍ପାସ୍…

ଆଜି ଓଡ଼ିଶା ଆସିବ ବଳଙ୍ଗା ପୀଡିତାଙ୍କ ମରଶରୀର; ଘର ଆଗରେ ବଢ଼ିଲା ସୁରକ୍ଷା

ପୁରୀ: ଗତକାଲି ଦିଲ୍ଲୀ ଏମ୍ସରେ ବଳଙ୍ଗାରେ ପୋଡିହୋଇଥିବା ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଜି ଦିଲ୍ଲୀରେ ଶବ ବ୍ୟବଚ୍ଛେଦ ପରେ ଓଡ଼ିଶା ଆସିବ ମରଶରୀର। ତେବେ ବଳଙ୍ଗା ପୀଡ଼ିତାଙ୍କ ଘର ଆଗରେ ସୁରକ୍ଷା ବଢ଼ିଛି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଅଧିକ ପୋଲିସ…

ହରିଡା ଦୂର କରେ ପେଟ ସମ୍ବନ୍ଧୀୟ ସମସ୍ୟା; ଜାଣନ୍ତୁ ସେବନ କରିବାର ଉପାୟ

ଭୁବନେଶ୍ବର:ଆପଣ ଜାଣିଛନ୍ତି କି ,ହରିଡାରେ ଅନେକ ଔଷଧୀୟ ଗୁଣ ରହିଛି । ପେଟ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ହରଡ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ଯଦି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଏବଂ ଆରାମ ପାଇବା ପାଇଁ ପ୍ରାକୃତିକ ଉପଚାର ଖୋଜୁଛନ୍ତି, ତେବେ ସଠିକ୍ ଉପାୟରେ ହରିଡାକୁ ନିଜ…

ଶ୍ରୀ ଭାଗବତ ସାର ୧୧୭: ପ୍ରତ୍ୟେକ ଜୀବ ଠାରେ ବ୍ରହ୍ମଙ୍କୁ ଦର୍ଶନ କରେ, ସେଠାରେ ନାରୀ ପୁରୁଷ ଭେଦା ଭେଦ ରହେ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରେ ଅନେକ ତତ୍ୱ ସମ୍ବଳିତ ଉପାଖ୍ୟାନ ଅଛି। ପୂର୍ବରୁ ଆମେ ଶ୍ରୀ ସୂତ ମହାମୁନି ନିଜ ଗୁରୁ ରୂପେ ଶ୍ରୀ ଶୁକଦେବଙ୍କୁ ଅଭିହିତ କରିଛନ୍ତି କାରଣ ପ୍ରଥମେ ସେ ଏହି ମହାନ ଗ୍ରନ୍ଥ ଶ୍ରୀମଦ ଭାଗବତ କଥା ଶ୍ରୀ ଶୁକଦେବଙ୍କ ଠାରୁ…

ଗଙ୍ଗା ନଦୀକୁ ନେଇ IITର ବଡ ଖୁଲାସା;ଗ୍ରୀଷ୍ମ ଋତୁରେ ଗଙ୍ଗା ନଦୀର ପାଣି..

ନୂଆଦିଲ୍ଲୀ: ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଗଙ୍ଗା ନଦୀର ଜଳ ତରଳିଥିବା ଗ୍ଲେସିୟର ଉତ୍ପନ୍ନ ହୁଏ, କିନ୍ତୁ IIT ରୁରକି (IIT Roorkee) ନିଜର ସଦ୍ୟତମ ଅଧ୍ୟୟନ ପରେ ଏହା ପ୍ରକାଶ କରିଛି ଯେ,ଗ୍ରୀଷ୍ମ ଋତୁରେ, ଗଙ୍ଗା ନଦୀର ପାଣି ତରଳିଥିବା ଗ୍ଲେସିୟରରୁ ଆସିନଥାଏ ବରଂ ଭୂତଳ ଜଳ…

ଓଏଏସ ସାର୍ଥକ ସୌରଭଙ୍କ ନାଁରେ ନିର୍ଯାତନା ମାମଲା, ନୋଟିସ ଦେଇ ଛାଡ଼ିଲା ପୋଲିସ

ଭୁବନେଶ୍ୱର: ପତ୍ନୀ ଅର୍ଚ୍ଚନା ଦାଶ ଆଣିଥିବା ଓଏଏସ ସ୍ୱାମୀଙ୍କ ନାଁରେ ନିର୍ଯାତନା ମାମଲାର । ଓଏଏସ୍ ସାର୍ଥକ ସୌରଭ ମହାପାତ୍ରଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା ପରେ ଛାଡ଼ିଦେଇଛି ପୋଲିସ । ଭାରତୀୟ ନାଗରିତର ସୁରକ୍ଷା ସଂହିତା (BNSS) ଧାରା ୩୫ରେ ନୋଟିସ ଦେଇ ଛାଡିଦେଇଛି । ତଦନ୍ତରେ ସମସ୍ତ…

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବଡ଼ ବୟାନ ଦେଲେ ପୀଡ଼ିତାଙ୍କ ବାପା…

ନିମାପଡା: ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି । ପୀଡିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ । ଏହି ସମୟରେ ବଳଙ୍ଗା ପୀଡ଼ିତା ବାପାଙ୍କ ବୟାନ୍ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ସରକାର ଯାହା ସହଯୋଗ କରିବା କଥା କରିଛନ୍ତି । ମାନସିକ ଚିନ୍ତା ଲାଗି…